ବିଧାୟକଙ୍କ ପତ୍ନୀ ଜିତିଲେ ୧ କୋଟିର ଲଟେରି, ମନି ଲଣ୍ଡରିଂ ଅଭିଯୋଗ ଆଣିଲା ବିଜେପି

କୋଲକାତା: ତ୍ରୁଣମୂଳ କଂଗ୍ରେସ ବିଧାୟକଙ୍କ ପତ୍ନୀ ଜିତିଲେ ଏକ କୋଟି ଟଙ୍କା ଲଟେରି। ଟିଏମ୍‌ସି ବିଧାୟକ ବିବେକ ଗୁପ୍ତାଙ୍କ ପତ୍ନୀ ରାତାରାତି ପାଲଟିଗଲେ କୋଟିପତି। ତେବେ ଟିଏମ୍‌ସି ବିଧାୟକଙ୍କ ପତ୍ନୀ ଏତେ ଟଙ୍କାର ଲଟେରି ଜିତିବାକୁ ନେଇ ଏବେ ଟାର୍ଗେଟ୍ କରିଛି ବିଜେପି। ଏହି ଲଟେରି ଟଙ୍କାକୁ ନେଇ ମନି ଲଣ୍ଡରିଂ ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ସେ ଟ୍ୱିଟ୍ କରି ଟିଏମ୍‌ସି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଶାସକ ଦଳ […]

suvendu-adhikari

suvendu-adhikari

Madhupriya Mistry
  • Published: Saturday, 29 October 2022
  • Updated: 29 October 2022, 12:14 PM IST

କୋଲକାତା: ତ୍ରୁଣମୂଳ କଂଗ୍ରେସ ବିଧାୟକଙ୍କ ପତ୍ନୀ ଜିତିଲେ ଏକ କୋଟି ଟଙ୍କା ଲଟେରି। ଟିଏମ୍‌ସି ବିଧାୟକ ବିବେକ ଗୁପ୍ତାଙ୍କ ପତ୍ନୀ ରାତାରାତି ପାଲଟିଗଲେ କୋଟିପତି। ତେବେ ଟିଏମ୍‌ସି ବିଧାୟକଙ୍କ ପତ୍ନୀ ଏତେ ଟଙ୍କାର ଲଟେରି ଜିତିବାକୁ ନେଇ ଏବେ ଟାର୍ଗେଟ୍ କରିଛି ବିଜେପି। ଏହି ଲଟେରି ଟଙ୍କାକୁ ନେଇ ମନି ଲଣ୍ଡରିଂ ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ।

ସେ ଟ୍ୱିଟ୍ କରି ଟିଏମ୍‌ସି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଶାସକ ଦଳ ଟିଏମ୍‌ସି ଲଟେରି ନାଁରେ ଟଙ୍କା ହଡପ କରୁଛି। ମନି ଲଣ୍ଡରିଂ ମାମଲାରେ ସମ୍ପୃକ୍ତ ଅଛି ଟିଏମ୍‌ସି। ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇ ଏହି ଲଟେରି କରାଯାଉଛି। ସାଧାରଣ ଲୋକ ଟଙ୍କା ଦେଇ ଲଟେରି ଟିକେଟ କିଣୁଛନ୍ତି ମାତ୍ର ଭିତରେ ଭିତରେ ବିଜୟୀ ହେଉଛନ୍ତି ଟିଏମ୍‌ସି ବିଧାୟକଙ୍କ ପତ୍ନୀ। ଟଙ୍କା ହଡ଼ପ କରିବାର ଏହା ଏକ ସୁବିଧା ଉପାୟ ବୋଲି ସେ କହିଛନ୍ତି।

ପ୍ରଥମେ ଅନୁବ୍ରତ ମଣ୍ଡଳ ଜ୍ୟାକ୍‌ପଟ ଜିତିବା ଆଉ ଏବେ ଟିଏମ୍‌ସି ବିଧାୟକ ବିବେକ ଗୁପ୍ତାଙ୍କ ପତ୍ନୀ ୧ କୋଟି ଟଙ୍କା ଜିତିବା ଏକ ସଂଯୋଗ ନୁହେଁ, ପୂର୍ବକଳ୍ପିତ ବୋଲି ବିରୋଧୀ ଦଳର ନେତା ଅଭିଯୋଗ ଆଣିଛନ୍ତି। ସେ ଟ୍ୱିଟର୍‌ରେ ଏକ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ସେ ନିଜର ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ‘ଡିୟର୍ ଲଟେରି’ ହେଉଛି ପଶ୍ଚିମବଙ୍ଗର ଏକ ବହୁ ଲୋକପ୍ରିୟ ଲଟେରି। ଯାହା ଏବେ ଆଉ ପୂର୍ବ ପରି ଠିକ୍ ଭାବେ ପରିଚାଳିତ ହେଉନାହିଁ। ଏହି ଲଟେରି ଖେଳରେ ଅନେକ ଅନିୟମିତତା ରହିଛି। ଭୁଲ୍ ଢ଼ଙ୍ଗରେ ଲୋକଙ୍କ ଠାରୁ ଟଙ୍କା ହଡପ କରାଯାଉଛି। ଏହାର ତଦନ୍ତ କରାଯିବା ଉଚିତ ବୋଲି ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି।

https://twitter.com/SuvenduWB/status/1585585564987686912?s=20&t=VkXfPQJt_xaB_FDVXgUCzg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story