ଜେଲ୍ ଭିତରେ ମନ୍ତ୍ରୀଙ୍କ ରାଜସୁଖ, ସେବାରେ ୧୦ କର୍ମଚାରୀ

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ୁଛି ତିହାର ଜେଲ୍‌ରେ ଥିବା ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଅଡୁଆ। ଜେଲ୍ ଭିତରୁ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଭିଡିଓ। ଗତକାଲି ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସହ ମିଟିଂ କରୁଥିବା ଭିଡିଓ ସାମ୍ନକୁ ଆସିଥିଲା। ଆଜି ସତ୍ୟେନ୍ଦ୍ରଙ୍କ ସେଲ୍ ଭିତରେ ୧୦ କର୍ମଚାରୀ ତାଙ୍କ ସେବା କରୁଥିବା ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ବିଜେପି ଶେଆର କରି ପୁଣି ଥରେ ଆପ୍‌କୁ ଟାର୍ଗେଟ୍ କରିଛି। ଭିଡିଓରେ କିଛି […]

housekeeping-services-going-on-in-cell

housekeeping-services-going-on-in-cell

Madhupriya Mistry
  • Published: Sunday, 27 November 2022
  • Updated: 27 November 2022, 02:08 PM IST

Sports

Latest News

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ୁଛି ତିହାର ଜେଲ୍‌ରେ ଥିବା ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଅଡୁଆ। ଜେଲ୍ ଭିତରୁ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଭିଡିଓ। ଗତକାଲି ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସହ ମିଟିଂ କରୁଥିବା ଭିଡିଓ ସାମ୍ନକୁ ଆସିଥିଲା। ଆଜି ସତ୍ୟେନ୍ଦ୍ରଙ୍କ ସେଲ୍ ଭିତରେ ୧୦ କର୍ମଚାରୀ ତାଙ୍କ ସେବା କରୁଥିବା ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ବିଜେପି ଶେଆର କରି ପୁଣି ଥରେ ଆପ୍‌କୁ ଟାର୍ଗେଟ୍ କରିଛି।

ଭିଡିଓରେ କିଛି କର୍ମଚାରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ସେଲ୍ ଭିତରର ସଫ ସୁତୁରା କରୁଥିବା ଦେଖିବାକୁ ମିଳିଛି। ଦୁଇ ଜଣ ତଳେ ପୋଛା ମାରୁଥିବା ବେଳେ ଆଉ ଦୁଇ ଜଣ ସତ୍ୟେନ୍ଦ୍ରଙ୍କ ବେଡ୍‌ର ଚାଦର ବଦଳାଉଛନ୍ତି। କେବଳ ସେତିକି ନୁହେଁ ବ୍ୟାରକରେ ପଡିଥିବା କାର୍‌ପେଟ୍‌କୁ ବି ବଦଳାଯାଉଛି। ଏହି ଭିଡିଓଟି ତିନୋଟି ଭିନ୍ନ ଭିନ୍ନ ତାରିଖ ସେପ୍ଟେମ୍ବର ୧୨, ସେପ୍ଟେମ୍ବର ୧୫ ଓ ଅକ୍ଟୋବର ୧ ତାରିଖର ବୋଲି କୁହାଯାଉଛି।

ବିଜେପି ନେତା ହରିଶ ଖୁରାନା ଏହି ଭିଡିଓକୁ ଶେଆର କରିଛନ୍ତି। ସେ ଏହି ଭିଡିଓକୁ ଶେଆର୍ କରି ଜେଲ୍‌ରେ ସତ୍ୟେନ୍ଦ୍ରଙ୍କ ସେବାରେ ୧୦ କର୍ମଚାରୀ ଲାଗିଥିବା ଅଭିଯୋଗ କରିଛନ୍ତି। ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ନେଇ ବିଜେପି ପକ୍ଷରୁ ଟ୍ୱିଟ୍ କରି ପୋଷ୍ଟର୍ ୱାର୍ କରାଯାଇଛି। ଏହି ପୋଷ୍ଟର୍‌ରେ ଜୈନ୍‌ଙ୍କୁ ଜେଲ୍ ଭିତରେ ସୁଲତାନ ରୂପେ ଚିତ୍ରିତ କରାଯାଇଛିି।

https://twitter.com/HarishKhuranna/status/1596699354588250113?s=20&t=TFclXIVDH9m3_unGS5PsMA

ତିହାର ଜେଲ୍‌ର ସୂଚନା ଅନୁସାରେ, ଜେଲ୍ କଠୋରୀ ଭିତରେ ଆପ୍ ମନ୍ତ୍ରୀଙ୍କୁ ସମସ୍ତ ଲଗ୍‌ଜୁରୀ ସେବା ଯୋଗାଇବା ପାଇଁ ୧୦ ଜଣଙ୍କୁ ନିଯୁକ୍ତ କରାଯାଇଥିଲା। ଏଥିମଧ୍ୟରୁ ୮ଜଣ ବ୍ୟକ୍ତି ସତ୍ୟେନ୍ଦ୍ର ବ୍ୟକ୍ତିଗତା ଆବଶ୍ୟକତାର ଯତ୍ନ ନେଉଥିଲେ।  ଯେଉଁଥିରେ କୋଠରୀ ସଫା କରିବା, ଶଯ୍ୟା ଠିକ୍ କରିବା, କୋଠରୀ ଭିତରେ ବାହ୍ୟ ଖାଦ୍ୟ ଯୋଗାଇବା, ମିନେରାଲ ୱାଟେର୍‌, ଫଳ, ପୋଷାକ ଇତ୍ୟାଦି ଅନ୍ତର୍ଭୁକ୍ତ କରାଯାଇଥିଲା। ଅନ୍ୟ ଦୁଇ ଜଣଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା।

https://twitter.com/BJP4Delhi/status/1596685292706365441?s=20&t=dNvJi7guwbh7_tv2rU4SYQ

ଏହି ୧୦ ଜଣଙ୍କ ବ୍ୟତୀତ ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଭିତରେ ସଜା କାଟୁଥିବା ରିଙ୍କୁ ଯାଦବ ସତ୍ୟେନ୍ଦ୍ରଙ୍କ ପ୍ରତିଦିନ ବଡି ମଜାସ କରୁଥିଲେ। ତେବେ ସତ୍ୟେନ୍ଦ୍ରଙ୍କ ସେବାରେ ଲାଗିଥିବା ଏହି ୧୦ ଜଣ ବ୍ୟକ୍ତି ଜେଲ୍ ଭିତରର କଏଦୀ ନା ବାହାର ଲୋକ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ପୂର୍ବରୁ ମଧ୍ୟ କୋର୍ଟ ତିହାର ଜେଲ୍ ଭିତରେ ଭିଭିଆଇପି ସୁବିଧା ପାଇବାକୁ ନେଇ ସତ୍ୟେନ୍ଦ୍ରଙ୍କୁ ତାଗିଦ କରିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story