ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଡକାଇଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକରେ ଯୋଗ ନଦେବା ଏବଂ ତାଙ୍କୁ ୩୦ ମିନିଟ୍ ଅପେକ୍ଷା କରିବା ମହଙ୍ଗା ପଡ଼ିଛି ପଶ୍ଚିମବଙ୍ଗର ଆଇଏଏସ ଅଲପନ ବନ୍ଦୋପାଧ୍ୟାୟଙ୍କୁ। ଶୁକ୍ରବାର କେନ୍ଦ୍ର ସରକାର ଏହି ବରିଷ୍ଠ ଆଇଏଏସଙ୍କୁ ମେ ୩୧ ସକାଳ ସୁଦ୍ଧା ଦିଲ୍ଲୀରେ ଆସି ପର୍ସନାଲ ଏବଂ ଟ୍ରେନିଂ ଡିପାର୍ଟମେଣ୍ଟରେ ଯୋଗ ଦେବାକୁ କହିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରକୁ ଏକ ଚିଠି ଲେଖି ଅଲପନ ବନ୍ଦୋପାଧ୍ୟାୟଙ୍କୁ ତାଙ୍କ ଦାୟିତ୍ୱରୁ ମୁକ୍ତ କରିବାକୁ କହିଛନ୍ତି। ଆଇଏଏସ ନିୟମ […]

bengal-chief-secretery

bengal-chief-secretery

Subhransu Sekhar
  • Published: Saturday, 29 May 2021
  • Updated: 29 May 2021, 01:04 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକରେ ଯୋଗ ନଦେବା ଏବଂ ତାଙ୍କୁ ୩୦ ମିନିଟ୍ ଅପେକ୍ଷା କରିବା ମହଙ୍ଗା ପଡ଼ିଛି ପଶ୍ଚିମବଙ୍ଗର ଆଇଏଏସ ଅଲପନ ବନ୍ଦୋପାଧ୍ୟାୟଙ୍କୁ। ଶୁକ୍ରବାର କେନ୍ଦ୍ର ସରକାର ଏହି ବରିଷ୍ଠ ଆଇଏଏସଙ୍କୁ ମେ ୩୧ ସକାଳ ସୁଦ୍ଧା ଦିଲ୍ଲୀରେ ଆସି ପର୍ସନାଲ ଏବଂ ଟ୍ରେନିଂ ଡିପାର୍ଟମେଣ୍ଟରେ ଯୋଗ ଦେବାକୁ କହିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରକୁ ଏକ ଚିଠି ଲେଖି ଅଲପନ ବନ୍ଦୋପାଧ୍ୟାୟଙ୍କୁ ତାଙ୍କ ଦାୟିତ୍ୱରୁ ମୁକ୍ତ କରିବାକୁ କହିଛନ୍ତି। ଆଇଏଏସ ନିୟମ ୧୯୫୪ର ନିୟମ ୬ (୧) ଅନୁଯାୟୀ ଏହି ସ୍ଥାନାନ୍ତର କରାଯାଇଛି ବୋଲି କେନ୍ଦ୍ର କହିଛି।

ବାତ୍ୟା ୟାସରେ ପ୍ରଭାବିତ ଲୋକ ଏବଂ ରିଲିଫ୍ କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ବୈଠକକୁ ନେଇ ବିବାଦ ପରେ କେନ୍ଦ୍ର ଏହି ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ମୁଖ୍ୟ ଶାସନ ସଚିବ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଅଧିକାରୀ ୩୦ ମିନିଟରୁ ଅଧିକ ସମୟ ଅପେକ୍ଷା କରିଥିଲେ। ଏହାପରେ ମମତା ଏବଂ ମୁଖ୍ୟ ଶାସନ ସଚିବ ମୋଦିଙ୍କ ପାଖକୁ ଆସି ୧୫ ହଜାର କୋଟି ଟଙ୍କାର ସହାୟତା ରାଶି ଦାବି କରିଥିଲେ। ପରେ ଅଲଗା ବୈଠକ ଅଛି କହି ଉଭୟ ପଳାଇ ଯାଇଥିଲେ। ଏହାପରେ କେନ୍ଦ୍ର ସରକାର ସଂପୃକ୍ତ ଆଇଏଏସଙ୍କୁ ପର୍ସନାଲ ଏବଂ ଟ୍ରେନିଂ ଡିପାର୍ଟମେଣ୍ଟରେ ଯୋଗ ଦେବାକୁ କହିଛନ୍ତି। ତିନି ଦିନ ପରେ ଏହି ଆଇଏଏସଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା। ହେଲେ ମମତା ବାନାର୍ଜୀ ଅଲପନ ବନ୍ଦୋପାଧ୍ୟାୟଙ୍କ କାର୍ଯ୍ୟକାଳକୁ ଆଉ ୩ ମାସ ବଢ଼ାଇଛନ୍ତି। ଅଲପନ ବନ୍ଦୋପାଧ୍ୟାୟ ମମତାଙ୍କ ନିକଟତମ ବ୍ୟକ୍ତି।

ଯଦିଓ ଅଲପନ ବନ୍ଦୋପାଧ୍ୟାୟ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି, ତଥାପି ମୁଖ୍ୟମନ୍ତ୍ରୀଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ ମମତା ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ବାନ୍ଦୋପାଧ୍ୟାୟଙ୍କୁ ମୁକ୍ତ କରାଇବେନି ବୋଲି ସୂଚନା ରହିଛି।

ଟିଏମସି ନେତା ତଥା ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରୟ କହିଛନ୍ତି ଯେ ସ୍ୱାଧୀନ ଭାରତ ଇତିହାସରେ ଏହା ପ୍ରଥମ ଘଟଣା। କେନ୍ଦ୍ରୀୟ ଡେପୁଟେସନ ପାଇଁ ରାଜ୍ୟର ମୁଖ୍ୟ ଶାସନ ସଚିବକୁ ବାଧ୍ୟ କରାଯାଇଛି।

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରାଇବା ଠିକ୍ ହୋଇନି ବୋଲି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି। ପିଏମ୍ ଓ ସିଏମ ଦୁଇ ଜଣ ସାମ୍ଵିଧାନିକ ସଂସ୍ଥା। ବାତ୍ୟା ବେଳେ ରାଜନୀତିରୁ ଉର୍ଦ୍ଧରେ ରହି କାମ କରିବା ଦରକାର। ରାଜନାଥ ସିଂହ କହିଛନ୍ତି ଏହା ଦୁର୍ଭାଗ୍ୟଜନକ। ମମତାଙ୍କ ବ୍ୟବହାର ଗ୍ରହଣୀୟ ନୁହେଁ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି, ମମତାଙ୍କ ବ୍ୟବହାର କେବେ ବି ଗ୍ରହଣୀୟ ନୁହେଁ। ମୋଦି ଦେଶର ପ୍ରଧାନମନ୍ତ୍ରୀ। ମମତା ଯେଉଁ ବ୍ୟବହାର ତାଙ୍କୁ ଦେଖାଇଛନ୍ତି ତାହା ବେଙ୍ଗଲବାସୀଙ୍କ ପାଇଁ ଅପମାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story