ରଣକ୍ଷେତ୍ର ପାଲଟିଲା ନାରାୟଣପୁର ସହର, ଏସ୍‌ପିଙ୍କ ମୁଣ୍ଡ ଫାଟିଲା

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଜାତିଆଣ ଆକ୍ଷେପକୁ ନେଇ ରଣକ୍ଷେତ୍ର ପାଲଟିଲା ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ସହର। ହିଂସାକୁ ରୋକିବାକୁ ଯାଇ ପଥର ମାଡ଼ରେ ନାରାୟଣପୁର ପୁଲିସ ଏସପି ସଦାନନ୍ଦ କୁମାରଙ୍କ ମୁଣ୍ଡ ଫାଟିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ହିଂସା ରୋକିବାକୁ ପୁଲିସ ଦୁଇଗୋଷ୍ଠୀ ଉପରେ ଲାଠି ଚାର୍ଜ କରିଛି। ଆଜି ଘଟିଥିବା ଏହି ଘଟଣାକୁ ନେଇ ନାରାୟଣପୁର ସହରରେ ଉତ୍ତେଜନା ଲାଗି ରହିଛି। ସୂଚନା ମୁତାବକ, ନାରାୟଣପୁର […]

sp

sp

Niranjan Mishra
  • Published: Monday, 02 January 2023
  • Updated: 02 January 2023, 06:39 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଜାତିଆଣ ଆକ୍ଷେପକୁ ନେଇ ରଣକ୍ଷେତ୍ର ପାଲଟିଲା ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ସହର। ହିଂସାକୁ ରୋକିବାକୁ ଯାଇ ପଥର ମାଡ଼ରେ ନାରାୟଣପୁର ପୁଲିସ ଏସପି ସଦାନନ୍ଦ କୁମାରଙ୍କ ମୁଣ୍ଡ ଫାଟିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ହିଂସା ରୋକିବାକୁ ପୁଲିସ ଦୁଇଗୋଷ୍ଠୀ ଉପରେ ଲାଠି ଚାର୍ଜ କରିଛି। ଆଜି ଘଟିଥିବା ଏହି ଘଟଣାକୁ ନେଇ ନାରାୟଣପୁର ସହରରେ ଉତ୍ତେଜନା ଲାଗି ରହିଛି।

ସୂଚନା ମୁତାବକ, ନାରାୟଣପୁର ସହରର ବିଶ୍ୱ ଦିପ୍ତୀ ଖ୍ରୀଷ୍ଟିୟାନ ସ୍କୁଲରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଜାତିଆଣ ଆକ୍ଷେପକୁ ନେଇ ପ୍ରଥମେ କଥା କଟାକଟି ପରେ ଏହା ସଂଘର୍ଷର ରୂପ ନେଇଥିଲା। ଦୁଇ ଗୋଷ୍ଠୀ ପରସ୍ପରକୁ ପଥର ଓ ବାଡ଼ିରେ ଆକ୍ରମଣ କରିଥିଲେ। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିବା ବେଳେ ନାରାୟଣପୁର ପୁଲିସ ଏସପି ଘଟଣାସ୍ଥଳରେ ପହଞ୍ଚି ଏହାକୁ କାବୁ କରିବାକୁ ଚେଷ୍ଟା କରୁଥିଲେ। ତାଙ୍କ ସହ ସଶସ୍ତ୍ର ପୁଲିସ ଫୋର୍ସ ମଧ୍ୟ ଥିଲେ। ହେଲେ କେହି ହିଂସାକାରୀ ପଥର ଫୋପାଡ଼ିବାରୁ ଏସ୍‌ପିଙ୍କ ମୁଣ୍ଡରେ ବାଜିଥିଲା। ତେଣୁ ସେ ଗୁରୁତର ଆହତ ହୋଇଥିଲେ।

[caption id="attachment_793985" align="aligncenter" width="650"] ଆହତ ହୋଇଥିବା ଏସ୍‌ପି।[/caption]

ଏ ନେଇ ଖବର ପାଇବା ପରେ ଘରବସ୍ତର ଆଇଜି ସୁନ୍ଦରରାଜ ପି. ଘଟଣାସ୍ଥଳରେ ପହଞ୍ଚି ଗୋଷ୍ଠୀ ସଂଘର୍ଷରେ ସମ୍ପୃକ୍ତ ବହୁ ଲୋକଙ୍କୁ ଗିରଫ କରିଛନ୍ତି। ସେପଟେ ଚିକିତ୍ସା ପରେ ଏସପି ସଦାନନ୍ଦ କୁମାରଙ୍କ ଅବସ୍ଥା ଭଲ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story