କଂଗ୍ରେସ ନେତା ରାଜା ପଟେରିଆ ଗିରଫ, ମୋଦିଙ୍କ ହତ୍ୟାକୁ ନେଇ ଦେଇଥିଲେ ବୟାନ

ନୂଆଦିଲ୍ଲୀ: ବନ୍ଧା ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇ ଫସିଲେ କଂଗ୍ରେସ ନେତା। ମୋଦିଙ୍କ ହତ୍ୟାକୁ ନେଇ ବୟାନ ଦେବର ୪୮ ଘଣ୍ଟା ଭିତରେ ତାଙ୍କୁ ପୁଲିସ ଗିରଫ କରିଛି। ରାଜା ପଟେରିଆ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଏହାକୁ ନେଇ ରାଜନୈତିକ ମହଲରେ ଝଡ […]

Congress leader raja-pateria-arrested

Congress leader raja-pateria-arrested

Madhupriya Mistry
  • Published: Tuesday, 13 December 2022
  • Updated: 13 December 2022, 10:46 AM IST

Sports

Latest News

ନୂଆଦିଲ୍ଲୀ: ବନ୍ଧା ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇ ଫସିଲେ କଂଗ୍ରେସ ନେତା। ମୋଦିଙ୍କ ହତ୍ୟାକୁ ନେଇ ବୟାନ ଦେବର ୪୮ ଘଣ୍ଟା ଭିତରେ ତାଙ୍କୁ ପୁଲିସ ଗିରଫ କରିଛି।

ରାଜା ପଟେରିଆ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଏହାକୁ ନେଇ ରାଜନୈତିକ ମହଲରେ ଝଡ ସୃଷ୍ଟି ହୋଇଥିଲା। ପରେ ତାଙ୍କ ନାଁରେ ପୁଲିସ ମାମଲା ରୁଜୁ କରିଥିଲା। ଆଜି ସକାଳୁ ମଧ୍ୟପ୍ରଦେଶ ଦମୋହାର ହଟ୍ଟା ସ୍ଥିତ ତାଙ୍କ ବାସଭବନରୁ କଂଗ୍ରେସ ନେତାଙ୍କୁ ପୁଲିସ ଗିରଫ କରିଛି। ଏହାପରେ ପୁଲିସ ରାଜା ପଟେରିଆଙ୍କୁ ପନ୍ନା ନେଇଯାଇଛି।

ସୂଚନା ମୁତାବକ, ରବିବାର ପାନ୍ନାରେ କଂଗ୍ରେସର ଏକ କାର‌୍ୟ୍ୟକ୍ରମ ଚାଲିଥିଲା। ଏହି ସଭାରେ କର୍ମୀଙ୍କ ସହ ଆଲୋଚନା କରିବା ବେଳେ ରାଜା ପଟେରିଆ କହିଥିଲେ, ମୋଦି ଧର୍ମ, ଜାତି, ଭାଷା ଆଧାରରେ ଦେଶକୁ ବିଭାଜନ କରୁଛନ୍ତି। ଯଦି ଆପଣମାନେ ସମ୍ବିଧାନ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ମୋଦିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହ। ହେଲେ ଏପରି ଟିପ୍ପଣୀ ପ୍ରକୃତରେ ମୋଦିଙ୍କୁ ହତ୍ୟା କରିବା ପାଇଁ ଅର୍ଥରେ ନୁହେଁ ବରଂ ତାଙ୍କ ଶାସନକୁ ମାତ୍ ଦବା ଅର୍ଥରେ କହିଥିଲେ କଂଗ୍ରେସ ନେତା।

ଏହି ବୟାନ୍ ସାମ୍ନାକୁ ଆସିବା ପରେ ବିଜେପି ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲା। ଘଟଣାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ନିନ୍ଦା କରିଥିଲେ। ସେହିପରି ଗୃହମନ୍ତ୍ରୀ ନରୋତମ ମିଶ୍ର ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story