ଦାଉଦ ଇବ୍ରାହିମର ହିଟଲିଷ୍ଟରେ ଅନେକ ରାଜନେତା ଓ ବ୍ୟବସାୟୀ!

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ ସମ୍ପର୍କରେ ନୂଆ ତଥ୍ୟ ହାସଲ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ। ଭାରତକୁ ଟାର୍ଗେଟ କରିବା ପାଇଁ ଦାଉଦ ଗୋଟିଏ ସ୍ୱତନ୍ତ୍ର ୟୁନିଟ ଗଠନ କରିଛି। ଏଥିସହ ଭାରତର କିଛି ବଛାବଛା ରାଜନେତା ଓ ପ୍ରସିଦ୍ଧ ବ୍ୟବସାୟୀ ଦାଉଦର ହିଟଲିଷ୍ଟରେ ରହିଛନ୍ତି। ସେମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଦାଉଦ ଯୋଜନା କରୁଥିବା ଏନଆଇଏ ଜାଣିବାକୁ ପାଇଛି। ଏକଥା ଜଣାପଡ଼ିବା ପରେ ଏନଆଇଏ ପକ୍ଷରୁ ଦାଉଦ ଇବ୍ରାହିମ ବିରୋଧରେ […]

dawood

dawood

Hemant Lenka
  • Published: Saturday, 19 February 2022
  • Updated: 19 February 2022, 05:37 PM IST

Sports

Latest News

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ ସମ୍ପର୍କରେ ନୂଆ ତଥ୍ୟ ହାସଲ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ। ଭାରତକୁ ଟାର୍ଗେଟ କରିବା ପାଇଁ ଦାଉଦ ଗୋଟିଏ ସ୍ୱତନ୍ତ୍ର ୟୁନିଟ ଗଠନ କରିଛି। ଏଥିସହ ଭାରତର କିଛି ବଛାବଛା ରାଜନେତା ଓ ପ୍ରସିଦ୍ଧ ବ୍ୟବସାୟୀ ଦାଉଦର ହିଟଲିଷ୍ଟରେ ରହିଛନ୍ତି। ସେମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଦାଉଦ ଯୋଜନା କରୁଥିବା ଏନଆଇଏ ଜାଣିବାକୁ ପାଇଛି। ଏକଥା ଜଣାପଡ଼ିବା ପରେ ଏନଆଇଏ ପକ୍ଷରୁ ଦାଉଦ ଇବ୍ରାହିମ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି।

ଏଫଆଇଆରରେ କୁହାଯାଇଛି ଯେ ୧୯୯୩ ମୁମ୍ବାଇ ସିରିଜ୍‌ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଦାଉଦ ଇବ୍ରହିମ ଓ ତା’ର ସ୍ପେଶାଲ ୟୁନିଟ ଭାରତରେ ଆକ୍ରମଣ ପାଇଁ ଯୋଜନା କରିଥିଲେ। ଭାରତ ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଓ ଅନ୍ୟ ଅସ୍ତ୍ରଶସ୍ତ୍ରରେ ହମଲା କରି ହିଂସା ସୃଷ୍ଟି କରିବାକୁ ସେମାନେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।

ବିଶେଷ କରି ଦାଉଦର ଟାର୍ଗେଟରେ ଦିଲ୍ଲୀ ଓ ମୁମ୍ବାଇ ରହିଛି। ଏହି ଦୁଇ ସହରକୁ ସଂପୂର୍ଣ୍ଣ ଧ୍ୱଂସ କରିବାକୁ ସେ ଲକ୍ଷ୍ୟ ରଖିଛି। ତା’ ଟାର୍ଗେଟରେ ଭାରତର ବିଭିନ୍ନ ରାଜନେତା ଓ ବ୍ୟବସାୟୀ ରହିଛନ୍ତି। ସେମାନଙ୍କ ଉପରେ ହମଲା କରି ଆତଙ୍କ ସୃଷ୍ଟି କରିବାକୁ ସେ ଚାହୁଁଛି ବୋଲି ଏଫଆଇଆରରେ କୁହାଯାଇଛି।

ଅନ୍ୟପକ୍ଷରେ ଟେରର ଫାଇନାନ୍ସିଂ ମାମଲାରେ ଇଡି ନିକଟରେ ଦାଉଦ ଓ ତା’ର ସହଯୋଗୀମାନଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏଥିସହ ଥାଣେ ଜେଲରେ ଥିବା ଦାଉଦର ଭାଇର ଇକବାଲକୁ ମଧ୍ୟ ଗତକାଲି ଗିରଫ କରାଯାଇଛି। ଏବେ ତା’କୁ ଏହି ମାମଲାରେ ଇଡି ଜେରା କରିବ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ଇକବାଲର କାର୍ଯ୍ୟକଳାପ ଓ ବୟାନ ଉପରେ ଫୋକସ କରିବାକୁ ଏନଆଇଏକୁ କହିଥିବା ରିପୋର୍ଟ ପ୍ରକାଶ ପାଇଛି। ଏନଆଇଏ ଦାଉଦ ଓ ତା’ର ସହଯୋଗୀମାନେ ଭାରତରେ ହିଂସା ସୃଷ୍ଟି କରିବାକୁ ଚାହୁଁଥିବା ଏଫଆଇଆରରେ କହିଛି।

ଏନଆଇଏ ଜାଣିବାକୁ ପାଇଛି ଯେ ସମଗ୍ର ଭାରତରେ ଦାଉଦ ତା’ର ନେଟୱର୍କ ବିଛାଇବାକୁ କିଛି ମାତ୍ରାରେ ସକ୍ଷମ ହୋଇଛି। ଭାରତରେ ଆକ୍ରମଣ ପାଇଁ ଯୋଜନାରେ ସାମିଲ ଥିବା ଲୋକଙ୍କୁ ହାୱାଲା ଚ୍ୟାନେଲ ଦ୍ୱାରା ଆର୍ଥିକ ସହାୟତା ମଧ୍ୟ କରାଯାଉଛି। ଦାଉଦ କିଛି ଲୋକଙ୍କୁ ଦେଶ ବିରୋଧୀ କାମ ପାଇଁ ଉସକାଇବା ସହ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ଲକ୍ଷ୍ୟରେ ଥିବା ଏନଆଇଏ ତଦନ୍ତରୁ ଜାଣିବାକୁ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story