ସଇତାନ ପୁଅ, ପରିବାରର ୪ ଜଣଙ୍କୁ ଛୁରୀ ଭୁଶି ହତ୍ୟା

ନୂଆଦିଲ୍ଲୀ: ପୁଅ ସାଜିଲା ସଇତାନ। ଭୁଲିଗଲା ରକ୍ତ ସମ୍ପର୍କ। ନିଜ ଜନ୍ମକଲା ବାପା-ମାଆଙ୍କୁ ବି ଛାଡିଲାନି। ଛୁରୀ ଭୁଶି ନିଜ ପରିବାରର ହିଁ ୪ ଜଣଙ୍କୁ କଲା ବିଭତ୍ସ ହତ୍ୟା। ଏଭଳି ଏକ ଭୟଙ୍କର ହତ୍ୟାକାଣ୍ଡ ଘଟିଛି ରାଜଧାନୀ ଦିଲ୍ଲୀରେ। ଦିଲ୍ଲୀର ସାଉଥ ୱେଷ୍ଟ ଜିଲ୍ଲା ପାଲମ ଅଞ୍ଚଳର ରାଜନଗର ପାର୍ଟ-୨ରୁ ଏକ ଘରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ମଧ୍ୟରେ ମାଆ, ବାପା, ଜେଜେ ମାଆ ଓ ଉଭଣୀ ଅଛନ୍ତି। […]

Murder

Murder

Madhupriya Mistry
  • Published: Wednesday, 23 November 2022
  • Updated: 23 November 2022, 09:46 AM IST

Sports

Latest News

ନୂଆଦିଲ୍ଲୀ: ପୁଅ ସାଜିଲା ସଇତାନ। ଭୁଲିଗଲା ରକ୍ତ ସମ୍ପର୍କ। ନିଜ ଜନ୍ମକଲା ବାପା-ମାଆଙ୍କୁ ବି ଛାଡିଲାନି। ଛୁରୀ ଭୁଶି ନିଜ ପରିବାରର ହିଁ ୪ ଜଣଙ୍କୁ କଲା ବିଭତ୍ସ ହତ୍ୟା। ଏଭଳି ଏକ ଭୟଙ୍କର ହତ୍ୟାକାଣ୍ଡ ଘଟିଛି ରାଜଧାନୀ ଦିଲ୍ଲୀରେ।

ଦିଲ୍ଲୀର ସାଉଥ ୱେଷ୍ଟ ଜିଲ୍ଲା ପାଲମ ଅଞ୍ଚଳର ରାଜନଗର ପାର୍ଟ-୨ରୁ ଏକ ଘରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ମଧ୍ୟରେ ମାଆ, ବାପା, ଜେଜେ ମାଆ ଓ ଉଭଣୀ ଅଛନ୍ତି। ଘରର ପୁଅ ହିଁ ଏମାନଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ହତ୍ୟାକାଣ୍ଡର ଉଦ୍ଦେଶ୍ୟ ଜଣାପଡିନଥିବା ବେଳେ ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି।

ଗିରଫ ଅଭିଯୁକ୍ତର ନାଁ ହେଲା କେଶବ। ପୁଲିସ ମୁତାବକ, ତା ବୟସ ୨୫ ବର୍ଷ ଓ ସେ ଜଣେ ନିଶାଖୋର୍ ବ୍ୟକ୍ତି। ସେ ହିଁ ଘରର ୪ ଜଣ ସଦସ୍ୟଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଛି। ପୁଲିସ ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୁଲିସ କହିଛି, ଗିରଫ ହୋଇଥିବା ଅଭିଯୁକ୍ତଙ୍କ କେଶବ ନିକଟ ଅତୀତରେ ଏକ ‘ଡ୍ରଗ୍‌ସ୍ ଆଡିକ୍ସନ୍ ସେଣ୍ଟର୍‌’ରୁ ଘରକୁ ଆସିଥିଲେ। ଘଟଣା ସଂକ୍ରାନ୍ତରେ ସେମାନେ ରାତି ପ୍ରାୟ ୧୦.୩୦ରେ ସୂଚନା ପାଇଥିଲେ ଏବଂ ଏହି ହତ୍ୟାକାଣ୍ଡ ଉପରେ ଅଧିକ ତଦନ୍ତ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story