ରାଜଧାନୀରେ ବାଣ ଫୁଟାଇଲେ ୬ ମାସ ଜେଲ୍‌

ନୂଆଦିଲ୍ଲୀ: ଏଣିକି ରାଜଧାନୀରେ ବାଣ ଫୁଟାଇଲେ ଆଉ ମିଳିବନି ତ୍ରାହି। ଭୋଗିବାକୁ ପଡିବ ଜେଲ୍ ଦଣ୍ଡ। ଦେଶର ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇଲେ ୬ ମାସର ଜେଲ ଦଣ୍ଡ ସାଙ୍ଗକୁ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା। ଆଜି ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଦିଲ୍ଲୀ ସରକାର। ପୂର୍ବରୁ ହିଁ ଦିଲ୍ଲୀରେ ବାଣ ଫୁଟାଇବା ନେଇ ସରକାର ବ୍ୟାନ୍ ଲଗାଇଛନ୍ତି। ଏବେ ଆଉ ଏକ ନୂଆ ନିର୍ଦ୍ଦେଶନାମା ଜାରି କରି ବାଣ ଫୁଟାଇଲେ ବ୍ୟକ୍ତିଙ୍କୁ ୨୦୦ […]

fire-cracker-ban

fire-cracker-ban

Madhupriya Mistry
  • Published: Wednesday, 19 October 2022
  • Updated: 19 October 2022, 05:01 PM IST

Sports

Latest News

ନୂଆଦିଲ୍ଲୀ: ଏଣିକି ରାଜଧାନୀରେ ବାଣ ଫୁଟାଇଲେ ଆଉ ମିଳିବନି ତ୍ରାହି। ଭୋଗିବାକୁ ପଡିବ ଜେଲ୍ ଦଣ୍ଡ। ଦେଶର ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇଲେ ୬ ମାସର ଜେଲ ଦଣ୍ଡ ସାଙ୍ଗକୁ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା। ଆଜି ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଦିଲ୍ଲୀ ସରକାର।

ପୂର୍ବରୁ ହିଁ ଦିଲ୍ଲୀରେ ବାଣ ଫୁଟାଇବା ନେଇ ସରକାର ବ୍ୟାନ୍ ଲଗାଇଛନ୍ତି। ଏବେ ଆଉ ଏକ ନୂଆ ନିର୍ଦ୍ଦେଶନାମା ଜାରି କରି ବାଣ ଫୁଟାଇଲେ ବ୍ୟକ୍ତିଙ୍କୁ ୨୦୦ ଟଙ୍କା ଜରିମାନା ସହ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି କୁହାଯାଇଛି। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ତାଙ୍କ କହିବା ମୁତାବକ, ବାଣ କିଣିବା ଓ ତାକୁ ପୁଟାଇଲେ ୨୦୦ ଟଙ୍କା ଜରିମାନା ଦେବାକୁ ପଡିବ। ଏଥିସହ ୬ ମାସର ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିବ। ଏଥିସହ ଯେଉଁମାନେ ବାଣ ଗଚ୍ଛିତ କରି ରଖିବେ ଓ ତାକୁ ବିକ୍ରିରେ ସାମିଲ କରିବେ ତାଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ଏଥିସହ ତିନି ବର୍ଷ ପାଇଁ ଜେଲ୍ ମଧ୍ୟ ଯିବାକୁ ପଡିବ।

ରାଜଧାନୀରେ ଯେପରି ଏହି ନିର୍ଦ୍ଦେଶ କଡାକଡି ପାଳନ ହେବ ସେଥିପାଇଁ ସରକାର ପକ୍ଷରୁ ୪୦୮ଟି ଟିମ୍ ଗଠନ କରାଯାଇଛି। ଆସିଷ୍ଟାଣ୍ଡ କମିଶନରଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ପୁଲିସ ୨୧୦ଟି ଟିମ୍ ଗଠନ କରିଛି। ଆୟକର ବିଭାଗ ୧୬୫ ଟିମ୍ ତିଆରି କରିଛି ଓ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ପୂରା ସହରରେ ୩୩ଟି ଟିମ୍‌କୁ ନିୟୋଜିତ କରିଛି।

ସେପ୍ଟେମ୍ବର ମାସରେ ଦିଲ୍ଲୀ ସରକାର ବାଣ ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ଲଗାଇଥିଲେ। ବିକ୍ରି କରିବାଠାରୁ ଆରମ୍ଭ କରି ଫୁଟାଇବା ଯାଏଁ ପ୍ରତିଟି ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହି ନିର୍ଦ୍ଦେଶ ଆସନ୍ତା ବର୍ଷ ଜାନୁଆରୀ ୧ ପର୍ଯ୍ୟନ୍ତ ଜାରି ରହିବ। ଗତ ଦୁଇ ବର୍ଷ ଧରି ନିରନ୍ତର ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କେଜ୍ରିୱାଲ ସରକାର ଏହି ପଦକ୍ଷେପ ନେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story