ଜୁଲାଇ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ୍

ନୂଆଦିଲ୍ଲୀ:  ଦେଶରେ ବଢ଼ୁଥିବା ଡେଲଟା ଭାରିଆଣ୍ଟ ଏବଂ ତୃତୀୟ ଲହରର ସମ୍ଭାବନାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଜୁଲାଇ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥି୍ବା ପ୍ରତିବନ୍ଧକକୁ ବଢ଼ାଇ ଦେଇଛନ୍ତି। ବୁଧବାର ଡିଜିସିଏ ଏହି ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ଜୁନ୍ ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ୍ ଲଗାଯାଇଥିଲା। ତେବେ ଏହି ଅବଧି ମଧ୍ୟରେ କିଛି ନିର୍ଦ୍ଦିଷ୍ଟ ରୁଟରେ ବିମାନ ଚଳାଚଳ ପାଇଁ ଅନୁମତି ରହିବ ବୋଲି ଜଣାପଡ଼ିଛି। […]

Flight

Flight

Subhransu Sekhar
  • Published: Wednesday, 30 June 2021
  • Updated: 30 June 2021, 02:06 PM IST

ନୂଆଦିଲ୍ଲୀ:  ଦେଶରେ ବଢ଼ୁଥିବା ଡେଲଟା ଭାରିଆଣ୍ଟ ଏବଂ ତୃତୀୟ ଲହରର ସମ୍ଭାବନାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଜୁଲାଇ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥି୍ବା ପ୍ରତିବନ୍ଧକକୁ ବଢ଼ାଇ ଦେଇଛନ୍ତି। ବୁଧବାର ଡିଜିସିଏ ଏହି ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ଜୁନ୍ ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ୍ ଲଗାଯାଇଥିଲା। ତେବେ ଏହି ଅବଧି ମଧ୍ୟରେ କିଛି ନିର୍ଦ୍ଦିଷ୍ଟ ରୁଟରେ ବିମାନ ଚଳାଚଳ ପାଇଁ ଅନୁମତି ରହିବ ବୋଲି ଜଣାପଡ଼ିଛି।

ଡିଜିସିଏ ଜାରି କରିଥିବା ଗାଇଡ୍ ଲାଇନ୍ ଅନୁଯାୟୀ ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ୍ ଲଗାଯାଇଛି। କିନ୍ତୁ ମାଲ ପରିବହନ କରୁଥିବା ବିମାନ ଉପରେ କୌଣସି ପ୍ରତିବନ୍ଧକ ନାହିଁ।

ସୂଚନାଯୋଗ୍ୟ, କୋଭିଡ ମହାମାରୀକୁ ଆଖି ଆଗରେ ରଖି ୨୦୨୦ ମାର୍ଚ୍ଚ ୨୩ରୁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ୍ ଲଗାଯାଇଛି। ହେଲେ ମେ ୨୦୨୦ରୁ କିଛି ନିର୍ଦ୍ଦିଷ୍ଟ ରୁଟରେ ଭାରତ ସରକାରଙ୍କ ବନ୍ଦେ ଭାରତ ଅଭିଯାନ ଏବଂ ଜୁଲାଇ ୨୦୨୦ରୁ ଏୟାର ବବଲସ ଅଭିଯାନରେ କିଛି ନିର୍ଦ୍ଦିଷ୍ଟ ରୁଟରେ ବିମାନ ସେବା ହେଉଥିଲା।

ଭାରତ ଆମେରିକା, ୟୁଏଇ, କେନିଆ, ଭୁଟାନ ଏବଂ ଫ୍ରାନ୍ସ ସମେତ ୨୭ଟି ଦେଶ ସହିତ ଏୟାର ବବଲ ଚୁକ୍ତି କରିଛି। ଦୁଇ ଦେଶ ମଧ୍ୟରେ ଅନ୍ତର୍ଜାତୀୟ ବିମାନ ସେବା ଅନୁଯାୟୀ ଉଡାଣ ବ୍ୟବସ୍ଥା ରହିଛି। ହେଲେ ଏବେ ତୃତୀୟ ଲହରର ସମ୍ଭାବନାକୁ ଦେଖି ଏହି ସେବା ଉପରେ ରୋକ୍ ଲଗାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story