ଭୂକମ୍ପରେ ଥରିଲା ବିହାର, ପାଟନାରେ ବି କମ୍ପନ

ପାଟନା: ଭୂମିକମ୍ପରେ ଥରିଲା ବିହାର। ବିହାରର କିଛି ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାଜଧାନୀ ପାଟନା ସମେତ ପଶ୍ଚିମ ଚମ୍ପାରଣରେ ମଧ୍ୟ କମ୍ପନ ହୋଇଛି। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫. ୪ ରେକର୍ଡ କରାଯାଇଛି। ସୂଚନା ଅନୁସାରେ ମଧ୍ୟାହ୍ଣ ସମୟରେ ପ୍ରଥମେ ନେପାଳର କାଠମାଣ୍ଡୁରେ ଭୂକମ୍ପ ଅନଭୂତ ହୋଇଥିଲା। କାଠମାଣ୍ଡୁ ଠାରୁ ୫୩ କିଲୋମିଟର ପୂର୍ବରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଏହାର ପ୍ରଭାବରେ ନେପାଳ ସୀମାକୁ ଲାଗିରହିଥିବା […]

Earthquake

Earthquake

Madhupriya Mistry
  • Published: Wednesday, 19 October 2022
  • Updated: 19 October 2022, 05:04 PM IST

Sports

Latest News

ପାଟନା: ଭୂମିକମ୍ପରେ ଥରିଲା ବିହାର। ବିହାରର କିଛି ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାଜଧାନୀ ପାଟନା ସମେତ ପଶ୍ଚିମ ଚମ୍ପାରଣରେ ମଧ୍ୟ କମ୍ପନ ହୋଇଛି। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫. ୪ ରେକର୍ଡ କରାଯାଇଛି।

ସୂଚନା ଅନୁସାରେ ମଧ୍ୟାହ୍ଣ ସମୟରେ ପ୍ରଥମେ ନେପାଳର କାଠମାଣ୍ଡୁରେ ଭୂକମ୍ପ ଅନଭୂତ ହୋଇଥିଲା। କାଠମାଣ୍ଡୁ ଠାରୁ ୫୩ କିଲୋମିଟର ପୂର୍ବରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଏହାର ପ୍ରଭାବରେ ନେପାଳ ସୀମାକୁ ଲାଗିରହିଥିବା ଭାରତର କିଛି ଅଞ୍ଚଳରେ ବି ଝଟକା ଅନୁଭୂତ ହୋଇଥିଲା ।

ନେପାଳ ସୀମାବର୍ତ୍ତୀ ଅଞ୍ଚଳ, ବିହାର ଓ ପାଟନାର ଅନେକ ଅଞ୍ଚଳରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିବା ଜଣାପଡିଛି । ଲୋକେ ଭୟରେ ତୁରନ୍ତ ଘର ଓ ଅଫିସ ବାହାରକୁ ଖୋଲା ସ୍ଥାନକୁ ଚାଲି ଆସିଥିଲେ। ସେପଟେ ଭୂକମ୍ପ ଯୋଗୁ କେତେ ଜଣ ମୃତାହତ ହୋଇଛନ୍ତି ର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଏହାପୂର୍ବରୁ ଆଜି ସକାଳେ ଲଦାଖରେ ୪.୨ ତୀବ୍ରତା ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ୧୩୫ କିଲୋମିଟର ଉତ୍ତର-ପୂର୍ବରେ ଏହାର କେନ୍ଦ୍ର ସ୍ଥଳ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story