ଅର୍ଥନୀତିରେ ଡିଗ୍ରୀ, ଚା ଦୋକାନ ଖୋଲିଲେ ପ୍ରିୟଙ୍କା

ପାଟନା: ବେଳେ ବେଳେ ସ୍ୱପ୍ନର ପାଦ ମଧ୍ୟ ବାଟ ଭାଙ୍ଗେ। ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଯାତ୍ରା ଅଧା ରହିଯାଏ। ଆଶା ଧୂଳିସାତ ହୋଇଯାଏ। ହେଲେ ଗୋଟିଏ ସ୍ୱପ୍ନ ଭାଙ୍ଗିଗଲେ କ’ଣ ଆଉ ଗୋଟିଏ ଦେଖିବା ମନା। ବୋଧ ହୁଏ ନୁହେଁ। ଯାହାର ଉଦାହରଣ ହେଉଛନ୍ତି ପ୍ରିୟଙ୍କା। ପାଠରେ ସେ ଉଚ୍ଚ ଶିକ୍ଷିତା। ପାଖରେ ବଡ଼ ଡିଗ୍ରୀ ସାର୍ଟିଫିକେଟ ମଧ୍ୟ ଅଛି। କିନ୍ତୁ ଭଲ ସରକାରୀ ଚାକିରିଟିଏ ପାଇଲେନି। ହେଲେ ସେ ଏଥିରେ ନିରାଶ ନହୋଇ ପଇସା ରୋଜଗାର […]

bbb

bbb

Tapas Behera
  • Published: Monday, 18 April 2022
  • Updated: 18 April 2022, 06:44 PM IST

Sports

Latest News

ପାଟନା: ବେଳେ ବେଳେ ସ୍ୱପ୍ନର ପାଦ ମଧ୍ୟ ବାଟ ଭାଙ୍ଗେ। ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଯାତ୍ରା ଅଧା ରହିଯାଏ। ଆଶା ଧୂଳିସାତ ହୋଇଯାଏ। ହେଲେ ଗୋଟିଏ ସ୍ୱପ୍ନ ଭାଙ୍ଗିଗଲେ କ’ଣ ଆଉ ଗୋଟିଏ ଦେଖିବା ମନା। ବୋଧ ହୁଏ ନୁହେଁ। ଯାହାର ଉଦାହରଣ ହେଉଛନ୍ତି ପ୍ରିୟଙ୍କା। ପାଠରେ ସେ ଉଚ୍ଚ ଶିକ୍ଷିତା। ପାଖରେ ବଡ଼ ଡିଗ୍ରୀ ସାର୍ଟିଫିକେଟ ମଧ୍ୟ ଅଛି। କିନ୍ତୁ ଭଲ ସରକାରୀ ଚାକିରିଟିଏ ପାଇଲେନି। ହେଲେ ସେ ଏଥିରେ ନିରାଶ ନହୋଇ ପଇସା ରୋଜଗାର କରିବାକୁ ଭିନ୍ନ ମାର୍ଗ ବାଛିଛନ୍ତି। ପାଟନା ମହିଳା କଲେଜ ସାମ୍ନାରେ ସେ ଚା ଦୋକାନଟି ଖୋଲିଛନ୍ତି।

ସେଇ ଚା ଦୋକାନର ନାଁ ଦେଇଛନ୍ତି ‘ଚାଇୱାଲି’। ଅର୍ଥ  ରୋଜଗାରର ଏହି ମାଧ୍ୟମକୁ ଆଦରି ନେଇଥିବା ପ୍ରିୟଙ୍କାଙ୍କ ବୟସ ହେଉଛି ୨୪।  ସେ ଜଣେ ଅର୍ଥନୈତିକ ଡିଗ୍ରୀଧାରୀ।  ପାଠପଢ଼ାପରେ ସେ ସରକାରୀ ଚାକିରୀ ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଘରେ ଖାଲି ବସିନଥିଲେ।  ବିହାରର ପୂର୍ଣ୍ଣିଆ ଜିଲ୍ଲାର ପ୍ରିୟଙ୍କା ଗତ ଦୁଇ ବର୍ଷ ହେଲା ଚାକିରି ପାଇଁ  ପ୍ରବେଶିକା ପରୀକ୍ଷା ଦେଇଛନ୍ତି। କିନ୍ତୁ ସେ ତାଙ୍କ ଚେଷ୍ଟାରେ ବିଫଳ ହୋଇଥିଲେ। ପରେ ସେ ସମାଜରେ ଥିବା ସମସ୍ତ ହୀନମନ୍ୟତାର ବନ୍ଧନକୁ ଭାଙ୍ଗି ଚା ଦୋକାନ କରିବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରିୟଙ୍କା କହିଛନ୍ତି ଯେ, ସାଧାଣତଃ ଶିକ୍ଷିତ ଯୁବକ-ଯୁବତୀମାନେ ଚାକିରି ନପାଇଲେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଛନ୍ତି। କିମ୍ବା କେହି ସାରାଜୀବନ ବେକାର ରହି ହତୋତ୍ସାହିତ ଜୀବନ ବିତାଇଛନ୍ତି। କିନ୍ତୁ ମୁଁ ଆତ୍ମନିର୍ଭର ହେବାକୁ ଚେଷ୍ଟା କରିଛି। ଯଦି ମୁଁ ଅନ୍ୟମାନଙ୍କ ଭଳି ଆନ୍ଦୋଳନରେ ମାତିବି ତେବେ ଲାଭ କଣ ହେବ? କେବଳ ସମୟ ନଷ୍ଟ ବ୍ୟତୀତ ଆଉ କିଛି ନୁହେଁ। ମୁଁ କିଛି ଭିନ୍ନ କରିବାକୁ ଉଦ୍ୟମ କରିଛି। ମୁଁ ଆମ ନିର୍ଭର ପାଇଁ ନିଷ୍ପତ୍ତି ନେଇଥିଲି। ତେଣୁ ରୋଜଗାରର ଏହି ମାଧ୍ୟମକୁ ବାଛି ନେଇଥିବା ସେ କହିଛନ୍ତି। ପ୍ରିୟଙ୍କା ଗ୍ରାହକମାନଙ୍କୁ  ଆକର୍ଷିତ କରିବା ପାଇଁ ଏକ ଭିନ୍ନ ଢଙ୍ଗରେ ଚା ପରଷୁଛନ୍ତି। ତାଙ୍କ ଚା’ର ମଧ୍ୟ ବେଶ ଚାହିଦା ରହିଛି। ଗ୍ରାହକଙ୍କୁ ମଧ୍ୟ ବେଶ ପସନ୍ଦ ଆସୁଛି। ତାଙ୍କ ଦୋକାନ ଆଗରେ ଲାଗିଥିବା ବୋର୍ଡ଼ରେ ‘ଶୋଚୋ ମତ୍‌, ଚାଲୁ କର୍‌ ଦେ ’  ନାରା ରହିଛି। ଯାହା ଆତ୍ମନିର୍ଭର ଭାରତ ଦିଗକୁ ଦର୍ଶାଉଛି। ଏମବିଏ ଡିଗ୍ରୀଧାରୀ ପ୍ରଫୁଲ୍ଲ ବିଲଓରୋ ମୋର ପ୍ରେରଣା ବୋଲି ସେ କହିଛନ୍ତି। ମୁଁ ଚା ବ୍ୟବସାୟରେ ସଫଳ ହେବି ବୋଲି ପ୍ରିୟଙ୍କା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story