ଘୋଡ଼ା ମୁଣ୍ଡ ପରି ମାଛ ଜନ୍ମକଲା ଶହଶହ ଛୁଆ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ପୃଥିବୀରେ ବିଭିନ୍ନ ପ୍ରକାରର ଜୀବ ବସବାସ କରୁଛନ୍ତି। କିନ୍ତୁ କିଛି ଜୀବକୁ ଆମେ ଆଜି ପର୍ଯ୍ୟନ୍ତ ବି ଦେଖିପାରିନେ। ସେହିଭଳି ଏକ ବିରଳ ଜୀବ ହେଉଛି ସାମୁଦ୍ରିକ ଘୋଡ଼ା (ଘୋଡ଼ା ମୁଣ୍ଡ ପରି ମାଛ)।  ଏହା ଏକ ପ୍ରକାରର ମାଛ ଯାହାକି ସମୁଦ୍ରରେ ରହିଥାଏ। ଏହା ସାଧାରଣତଃ ଛିଡ଼ାହୋଇ ରହୁଥିବାର ଦେଖାଯାଏ। ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କି ଏକ ପୁରୁଷ ସାମୁଦ୍ରିକ ଘୋଡ଼ା ବା ମାଛ ଶହ ଶହ […]

dea

dea

Hemant Lenka
  • Published: Wednesday, 22 July 2020
  • Updated: 22 July 2020, 11:25 AM IST

Sports

Latest News

ନୂଆଦିଲ୍ଲୀ : ପୃଥିବୀରେ ବିଭିନ୍ନ ପ୍ରକାରର ଜୀବ ବସବାସ କରୁଛନ୍ତି। କିନ୍ତୁ କିଛି ଜୀବକୁ ଆମେ ଆଜି ପର୍ଯ୍ୟନ୍ତ ବି ଦେଖିପାରିନେ। ସେହିଭଳି ଏକ ବିରଳ ଜୀବ ହେଉଛି ସାମୁଦ୍ରିକ ଘୋଡ଼ା (ଘୋଡ଼ା ମୁଣ୍ଡ ପରି ମାଛ)।  ଏହା ଏକ ପ୍ରକାରର ମାଛ ଯାହାକି ସମୁଦ୍ରରେ ରହିଥାଏ। ଏହା ସାଧାରଣତଃ ଛିଡ଼ାହୋଇ ରହୁଥିବାର ଦେଖାଯାଏ।

ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କି ଏକ ପୁରୁଷ ସାମୁଦ୍ରିକ ଘୋଡ଼ା ବା ମାଛ ଶହ ଶହ ସଂଖ୍ୟାରେ ଛୁଆ ଜନ୍ମ କରୁଛି। ଏହି ମାଛଟି କଙ୍ଗାରୁ ଭଳି ନିଜ ଛୁଆ ଗୁଡ଼ିକୁ ପେଟ ତଳେ ଥିବା ଥଳିରେ ରଖିଛି ଓ ସେହିଠାରୁ ଗୋଟିଏ ଥରରେ ଶହ ଶହ ଛୁଆ ଜନ୍ମ କରୁଛି। ଏହି ମାଛଟି ଏକ ଆକ୍ୱାରିୟମ ଭିତରେ ଥିବା ଦେଖାଯାଉଛି। ଆପଣ ଆମ କଥାକୁ ବିଶ୍ୱାସ ନ କରିପାରନ୍ତି। ହେଲେ ଭିଡିଓ ଦେଖିବା ପରେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ଚକିତ ହେବେ।
https://twitter.com/i/status/1285536394337648640

ନେଚର ଇଜ ଲିଟ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓଟି ପୋଷ୍ଟ କରାଯାଇଛି। ଆକାଉଣ୍ଟଧାରୀ ଏହାର କ୍ୟାପସନରେ ଭଡିଓଟି ପାଇଁ ଏକ ଶବ୍ଦ ଲେଖିବାକୁ ଅନୁରୋଧ କରିଛନ୍ତି। ତେବେ ଭିଡିଓଟି ଶେୟାର ହେବାର କିଛି ସମୟ ମଧ୍ୟରେ ଭାଇରାଲ ହୋଇଛି। ଭିଡିଓଟିକୁ ଏ ପର୍ଯ୍ୟନ୍ତ ପାଖାପାଖି ୭୦ ହଜାର ଲୋକ ଦେଖିସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story