କଂଗ୍ରେସ ନେତାଙ୍କୁ ଆକ୍ରମଣ ଅଭିଯୋଗ, ୧୫ କିମି ଜଙ୍ଗଲରେ ଦୌଡି ବଞ୍ଚାଇଲେ ଜୀବନ

ଅହମ୍ମଦାବାଦ: ଆଜି ଆରମ୍ଭ ହୋଇଛି ଗୁଜରାଟର ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ତେବେ ଭୋଟିଂ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ହିଁ ଉତ୍ତର ଗୁଜରାଟ ବନାସକାଣ୍ଟା ଦନ୍ତା ଆସନର କଂଗ୍ରେସ ପ୍ରାର୍ଥୀ ତଥା ବର୍ତ୍ତମାନ ବିଧାୟକ କାନ୍ତି ଖରାଡିଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବିଜେପିର କିଛି ପ୍ରାର୍ଥୀ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ସେ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ସେ ଭୋଟର୍‌ଙ୍କ ନିକଟକୁ ଯାଉଥିବା ବେଳେ ବିଜେପି ପ୍ରାର୍ଥୀ […]

claims-congress-mla

claims-congress-mla

Madhupriya Mistry
  • Published: Monday, 05 December 2022
  • Updated: 05 December 2022, 11:54 AM IST

Sports

Latest News

ଅହମ୍ମଦାବାଦ: ଆଜି ଆରମ୍ଭ ହୋଇଛି ଗୁଜରାଟର ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ତେବେ ଭୋଟିଂ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ହିଁ ଉତ୍ତର ଗୁଜରାଟ ବନାସକାଣ୍ଟା ଦନ୍ତା ଆସନର କଂଗ୍ରେସ ପ୍ରାର୍ଥୀ ତଥା ବର୍ତ୍ତମାନ ବିଧାୟକ କାନ୍ତି ଖରାଡିଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବିଜେପିର କିଛି ପ୍ରାର୍ଥୀ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ସେ ଅଭିଯୋଗ ଆଣିଛନ୍ତି।

ତାଙ୍କ ଅଭିଯୋଗ ମୁତାବକ, ସେ ଭୋଟର୍‌ଙ୍କ ନିକଟକୁ ଯାଉଥିବା ବେଳେ ବିଜେପି ପ୍ରାର୍ଥୀ ଲଢ଼ୁ ପାରଘି, ଲାଲକୃଷ୍ଣ ବରାଡ ଓ ତାଙ୍କ ଭାଇ ବଦନଜୀ ସମେତ ଅନ୍ୟ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ହାତରେ ହତିଆର ଧରିଥିଲେ ଓ ଖଣ୍ଡାରେ ତାଙ୍କ ଉପରକୁ ଆକ୍ରମଣ କରାଯାଇଥିଲା।

କଂଗ୍ରେସ ବିଧାୟକଙ୍କ କହିବା ମୁତାବକ, ସେ ନିଜ ସମର୍ଥକଙ୍କ ସହ ଗାଡିରେ ବାମୋଦରା ଯାଉଥିଲେ। ଏହି ସମୟରେ ବିଜେପି ପ୍ରାର୍ଥୀମାନେ ଆସି ତାଙ୍କ ଗାଡିା ଅଟକାଇଥିଲେ। ଆଉ ତା’ଉପରେ ଆକ୍ରମଣ କରିଥିଲେ । ଏହାପରେ ରାତିର ଅନ୍ଧାରରେ ଜଙ୍ଗଲ ଭିତରେ ଅଢ଼େଇ ଘଣ୍ଟା କାଳ ପ୍ରାୟ ୧୫ କିଲୋମିଟର ଦୌଡି ନିଜ ଜୀବନ ବଞ୍ଚାଇଥିବା ସେ କହିଛନ୍ତି।

କାନ୍ତି ଖରାଡି କହିଛନ୍ତି ଯେ ସେ ୪ ଦିନ ପୂର୍ବରୁ ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖିଥିଲେ ମଧ୍ୟ ଏ ପର‌୍ୟ୍ୟନ୍ତ କୌଣସିି ପଦକ୍ଷେପ ନିଆଯାଇନଥିଲା। ସେ କହିଛନ୍ତି ଯେ ଯଦି ସେହି ଚିଠି ପରେ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା ତେବେ ଆଜି ଏହି ଆକ୍ରମଣ ହୋଇନଥାନ୍ତା।

ସେପଟେ ଏହି ଘଟଣା ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଟ୍ୱିଟ୍ କରି ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ବିଜେପିର ଗୁଣ୍ଡାମାନେ କଂଗ୍ରେସର ଆଦିବସୀ ନେତା ତଥା ଦନ୍ତା ବିଧାନସଭା ପ୍ରାର୍ଥୀ କାନ୍ତି ଖରାଡିଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିଛନ୍ତି।

https://twitter.com/RahulGandhi/status/1599479218248634368?s=20&t=mRmx89SpSMNp3XJTwnWQ_w

ଆଜି ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଜାରି ରହିଛି। ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ ହେବ। ୧୪ ଜିଲ୍ଲାର ୯୩ଟି ଆସନରେ ମତଦାନ ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ଦେଢ଼ କୋଟି ମତଦାତା ୮୩୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଆସନ୍ତା ୮ ତାରିଖରେ ନିର୍ବାଚନର ଫଳାଫଳ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story