ହାଥରସ ମାମଲା: ପୀଡ଼ିତା ଦୁଷ୍କର୍ମର ଶିକାର ହୋଇ ନାହାନ୍ତି କହିଲେ ଆଇଜି

ଲକ୍ଷ୍ନୌ: ହାଥରସ ଦୁଷ୍କର୍ମ ମାମଲାକୁ ନେଇ ସାରା ଦେଶ ଚିନ୍ତିତ ଥିବା ବେଳେ ପୀଡ଼ିତାଙ୍କ ମେଡିକାଲ ରିପୋର୍ଟ କହିଛନ୍ତି ଆଲିଗଡ ଆଇଜି ଇନସପେକ୍ଟର ପୀୟୁଷ ମୋର୍ଦିଆ। ସେ କହିଛନ୍ତି ମେଡିକାଲ ରିପୋର୍ଟରେ ଦୁଷ୍କର୍ମ ହୋଇଥିବାର ପ୍ରମାଣ ନାହିଁ। 23 ସେପ୍ଟେମ୍ବରରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ହସ୍ପିଟାଲ ବେଡରେ ଗିରଫ ଚାରି ଜଣଙ୍କୁ ମଧ୍ୟରୁ ତିନି ଜଣଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଦୁଷ୍କର୍ମ ପରେ ସେମାନେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ବୋଲି ସେ କହିଥିଲେ। […]

aligarh ig

aligarh ig

Subhransu Sekhar
  • Published: Wednesday, 30 September 2020
  • Updated: 30 September 2020, 12:17 PM IST

Sports

Latest News

ଲକ୍ଷ୍ନୌ: ହାଥରସ ଦୁଷ୍କର୍ମ ମାମଲାକୁ ନେଇ ସାରା ଦେଶ ଚିନ୍ତିତ ଥିବା ବେଳେ ପୀଡ଼ିତାଙ୍କ ମେଡିକାଲ ରିପୋର୍ଟ କହିଛନ୍ତି ଆଲିଗଡ ଆଇଜି ଇନସପେକ୍ଟର ପୀୟୁଷ ମୋର୍ଦିଆ। ସେ କହିଛନ୍ତି ମେଡିକାଲ ରିପୋର୍ଟରେ ଦୁଷ୍କର୍ମ ହୋଇଥିବାର ପ୍ରମାଣ ନାହିଁ।

23 ସେପ୍ଟେମ୍ବରରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ହସ୍ପିଟାଲ ବେଡରେ ଗିରଫ ଚାରି ଜଣଙ୍କୁ ମଧ୍ୟରୁ ତିନି ଜଣଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଦୁଷ୍କର୍ମ ପରେ ସେମାନେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ବୋଲି ସେ କହିଥିଲେ। ତେବେ ମୃତ ପୀଡ଼ିତାଙ୍କ ନମୁନାକୁ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଆଇଜି କହିଛନ୍ତି।

ମଙ୍ଗଳବାର ସକାଳେ ନୂଆଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ପୀଡିତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ବିଳମ୍ୱିତ ରାତିରେ ପୁଲିସ ପୀଡିତାଙ୍କ ଅନ୍ତିମ ସଂସ୍କାର କରିଛି। ଜିଲ୍ଲାପାଳ କହିଛନ୍ତି ଅନ୍ତିମ ସଂସ୍କାର ବେଳେ ମୃତକଙ୍କ ଭାଇ ଓ ବାପା ଉପସ୍ଥିତ ଥିଲେ। ହେଲେ ପରିବାର ଲୋକେ ଏହାକୁ ଖାରଜ କରିଛନ୍ତି।

ଏହି ମାମଲାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତିନି ଜଣିଆ ଏସଆଇଟି ଟିମ୍ ଗଠନ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗୀଙ୍କ ସହ ଏ ବାବଦରେ କଥା ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story