ଜିହାଦ ଓ ଗୀତା ମନ୍ତବ୍ୟକୁ ନେଇ ଶିବରାଜ ପାଟିଲଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ବୟାନକୁ ନେଇ ବିବାଦ ତେଜୁଛି। ଜିହାଦ ସମ୍ପର୍କରେ ଭଗବତର ଗୀତାର ସମ୍ପର୍କକୁ ନେଇ ଶିବରାଜ ଦେଇଥିବା ବୟାନ ଉପରେ ଆପତ୍ତି ଉଠାଇଛି ହିନ୍ଦୁ ସଙ୍ଗଠନ। ଏନେଇ ହିନ୍ଦୁ ସେନା ପକ୍ଷରୁ ଶିବରାଜଙ୍କ ନାମରେ ଏତଲା ରୁଜୁ କରିଛି। ହିନ୍ଦୁଙ୍କ ବିଶ୍ୱାସକୁ ପଦାନତ କରିବା ପାଇଁ ଶିବରାଜ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଶିବରାଜ ପାଟିଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ହିନ୍ଦୁ ସେନା କହିଛି […]

patil

patil

Tapas Behera
  • Published: Saturday, 22 October 2022
  • Updated: 22 October 2022, 09:45 AM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ବୟାନକୁ ନେଇ ବିବାଦ ତେଜୁଛି। ଜିହାଦ ସମ୍ପର୍କରେ ଭଗବତର ଗୀତାର ସମ୍ପର୍କକୁ ନେଇ ଶିବରାଜ ଦେଇଥିବା ବୟାନ ଉପରେ ଆପତ୍ତି ଉଠାଇଛି ହିନ୍ଦୁ ସଙ୍ଗଠନ। ଏନେଇ ହିନ୍ଦୁ ସେନା ପକ୍ଷରୁ ଶିବରାଜଙ୍କ ନାମରେ ଏତଲା ରୁଜୁ କରିଛି। ହିନ୍ଦୁଙ୍କ ବିଶ୍ୱାସକୁ ପଦାନତ କରିବା ପାଇଁ ଶିବରାଜ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଶିବରାଜ ପାଟିଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ହିନ୍ଦୁ ସେନା କହିଛି ଯେ କଂଗ୍ରେସ ନେତା କୋରାନଙ୍କୁ ଭଗବତ ଗୀତା ସହିତ ତୁଳନା କରିଛନ୍ତି।  ଏହି ମନ୍ତବ୍ୟ ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇଛି।

ଏନେଇ ହିନ୍ଦୁ ସେନା ପାଟିଲଙ୍କ ବିରୋଧରେ ଏତଲା ଦେଇଛି। ଏ ସମ୍ପର୍କରେ ଦିଲ୍ଲୀ ପୁଲିସକୁ ଏକ ଚିଠି ଲେଖାଯାଇଛି। ସେଥିରେ ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ସୁଚିନ୍ତିତ ଭାବେ ଆଘାତ ଦେଇଥିବାରୁ ପୂର୍ବତନ ଗୃହମନ୍ତ୍ରୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା, ୧୮୯୬୩ ର ଧାରା ୧୫୩, ୧୪୩ଏ, ୧୫୩ବି, ୨୯୫ଏ ଏବଂ ୨୯୮ ଅନୁଯାୟୀ ମକଦ୍ଦମା ରୁଜୁ କରିବାକୁ ଉଲ୍ଲେଖ ରହିଛି। ଶିବରାଜ ପାଟିଲଙ୍କ ବିବାଦୀୟ ମନ୍ତବ୍ୟକୁ ବିଜେପି ତୀବ୍ର ସମାଲୋଚନା କରିଛି । କଂଗ୍ରେସ ପକ୍ଷରୁ ବାରମ୍ବାର ହିନ୍ଦୁ ଧର୍ମକୁ ଟାର୍ଗେଟ କରାଯାଉଛି ବୋଲି ବିଜେପି କହିଛି । ସେହିପରି ଶିବରାଜ ପାଟିଲ ପୂର୍ବରୁ ହିନ୍ଦୁ ଆତଙ୍କବାଦ ପ୍ରସଙ୍ଗ ଉଠାଇ ହିନ୍ଦୁ ବିରୋଧୀ ମନୋଭାବର ପରିଚୟ ଦେଇଛନ୍ତି ବୋଲି ବିଜେପି ମୁଖପାତ୍ର ଶେହଜାଦ୍‌ ପୁନାୱାଲା କହିଛନ୍ତି ।

ସେହିପରି ବିଶ୍ୱ ହିନ୍ଦୁ ପରିଷଦ ଏବଂ ଆରଏସଏସ୍ ମଧ୍ୟ ଶିବାରଜ ପାଟିଲଙ୍କ ମନ୍ତବ୍ୟ ଉପରେ କଡା ଆପତ୍ତି ଉଠାଇଛି ।  ଶିବରାଜ ପାଟିଲ ଗୁରୁବାର ଦିଲ୍ଲୀରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଗୀତାରେ ‘ଜିହାଦ’ ସଂପର୍କରେ ଉଲ୍ଲେଖ କରାଯାଇ ଥିବା କହିଥିଲେ। ମହାଭାରତ ଯୁଦ୍ଧ ସମୟରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଜିହାଦ ବିଷୟରେ ଶିକ୍ଷା ଦେଇଥିଲେ।ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୋହସିନ କିଦ୍‌ୱାଇଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ ଅବସରରେ ପାଟିଲ ଏହା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story