ବାଲ୍ୟ ବିବାହ: ସବୁଠାରୁ ଆଗରେ ରହିଛି ଝାଡ଼ଖଣ୍ଡ

ନୂଆଦିଲ୍ଲୀ: ଭାରତରେ ବାଲ୍ୟ ବିବାହ ହେଉଛି ବେଆଇନ।  ବାଲ୍ୟ ବିବାହ ଧରାପଡ଼ିଲେ ଆଇନଗତ ଦଣ୍ଡ ମଧ୍ୟ ରହିଛି। ତଥାପି ଦେଶରେ ଏହି ବ୍ୟାଧିକୁ ରୋକି ହେଉନି। ବାଲ୍ୟ ବିବାହ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି  ଝାଡ଼ଖଣ୍ଡ। କେନ୍ଦ୍ରଗୃହମନ୍ତ୍ରଣାଳୟ ପକ୍ଷରୁ  ଜନସଂଖ୍ୟା ନୁମୁନା ସର୍ବେକ୍ଷଣ ଅନୁଯାୟୀ ଏହି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ଦେଶର ସବାଧିକ ବାଲ୍ୟ ବିବାହ ଝାଡ଼ଖଣ୍ଡରେ ହେଉଛି। ବିବାହ ବୟସ ପୂର୍ବରୁ ରାଜ୍ୟରେ ପ୍ରାୟ  ୫.୮ ପ୍ରତିଶତ ବାଲ୍ୟ ବିବାହ ହେଉଛି। ୧୮ […]

chilld

chilld

Tapas Behera
  • Published: Saturday, 08 October 2022
  • Updated: 08 October 2022, 02:54 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ବାଲ୍ୟ ବିବାହ ହେଉଛି ବେଆଇନ।  ବାଲ୍ୟ ବିବାହ ଧରାପଡ଼ିଲେ ଆଇନଗତ ଦଣ୍ଡ ମଧ୍ୟ ରହିଛି। ତଥାପି ଦେଶରେ ଏହି ବ୍ୟାଧିକୁ ରୋକି ହେଉନି। ବାଲ୍ୟ ବିବାହ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି  ଝାଡ଼ଖଣ୍ଡ। କେନ୍ଦ୍ରଗୃହମନ୍ତ୍ରଣାଳୟ ପକ୍ଷରୁ  ଜନସଂଖ୍ୟା ନୁମୁନା ସର୍ବେକ୍ଷଣ ଅନୁଯାୟୀ ଏହି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ଦେଶର ସବାଧିକ ବାଲ୍ୟ ବିବାହ ଝାଡ଼ଖଣ୍ଡରେ ହେଉଛି। ବିବାହ ବୟସ ପୂର୍ବରୁ ରାଜ୍ୟରେ ପ୍ରାୟ  ୫.୮ ପ୍ରତିଶତ ବାଲ୍ୟ ବିବାହ ହେଉଛି। ୧୮ ବର୍ଷ ଛୁଇଁବା ପୂର୍ବରୁ ଏଠାରେ ଝିଅମାନଙ୍କୁ ବିବାହ ବେଦିରେ ବସାଇ ଦିଆଯାଉଛି। ଜାତୀୟସ୍ତରର ଏହି ହାର ୧.୯ ପ୍ରତିଶତ ରହିଛି। କେରଳରେ ଏହି ହାର ଶୂନ ଥିବା ବେଳେ ଝାଡ଼ଖଣ୍ଡରେ ସର୍ବାଧିକ ରହିଛି।  ଝାଡ଼ଖଣ୍ଡରେ ଗ୍ରମଞ୍ଚଳରେ ବାଲ୍ୟ ବିବାହ ଚିତ୍ର ଅତି ଖରାପ ରହିଛି।

ରାଜ୍ୟରେ  ଗ୍ରାମାଞ୍ଚଳରେ ବାଲ୍ୟ ବିବାହ ହାର ୭.୩ ପ୍ରତିଶତ ରହିଛି। ସହରାଞ୍ଚଳରେ ଏହା ୩ ପ୍ରତିଶତରେ ସୀମିତ ରହିଛି। ମୃତ୍ୟୁହାର, ପ୍ରଜନନ୍ନ ହାର ଓ ସ୍ୱାସ୍ଥ୍ୟଗତ ମାନଦଣ୍ଡ ଆଧାରରେ ଏହି ସର୍ଭେ କରାଯାଇଥିଲା।  ଏଥିରେ  ୮.୪ ମିଲିଅନ ଲୋକେ ଅଂଶ ଗ୍ରହଣ କରିଥିଲେ। ୨୦୨୦ରେ ଏହି ସର୍ଭେ କରାଯାଇଥିବା ବେଳେ ଗତ ମାସରେ ଏହି ରିପୋର୍ଟ  ପ୍ରକାଶ କରାଯାଇଛି।   ରିପୋର୍ଟ ଅନୁଯାୟୀ ବିବାହ ବୟସ ୨୧ ପୂର୍ବରୁ  ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଅଧିକ ବାଲ୍ୟ ବିବାହ ହେଉଥିବା ଜଣାପଡ଼ିଛି।

ଅର୍ଥାତ ବାଲ୍ୟ ବିବାହ କ୍ଷେତ୍ରରେ ପଶ୍ଚିମବଙ୍ଗର ଚିତ୍ର ମଧ୍ୟ ଉଦବେଗଜନକ ରହିଛି। ଏହି ରାଜ୍ୟରେ ୨୧ ବର୍ଷ ପୂର୍ବରୁ  ୫୪.୯ ପ୍ରତିଶତ  ମହିଳାଙ୍କ ବାଲ୍ୟ ବିବାହ ହେଉଛି। ଜାତୀୟସ୍ତରରେ ଏହି ହାର ୨୯.୫ ପ୍ରତିଶତ ଥିବା ବେଳେ ଝାଡ଼ଖଣ୍ଡରେ କେବଳ ୫୪.୬ ପ୍ରତିଶତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story