ୱେଏସିଙ୍କ ଭାଇଙ୍କୁ ନିର୍ଦ୍ଦୋଷରେ ଛାଡ଼ି ଦେଲେ କୋର୍ଟ

ହାଇଦ୍ରାବାଦ: ଏକ ହେଟ୍‌ ସ୍ପିଚ୍‌ ମମଲାରେ ହାଇଦ୍ରାବାଦର ଏକ ସ୍ୱତନ୍ତ୍ର କୋର୍ଟ ଏଆଇଏମଆଇଏ ନେତା ତଥା ବିଧାୟକ ଆକବରଉଦ୍ଦିନ ୱଏସିଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ସାମ୍ପ୍ରଦାୟକ ବିଦ୍ୱେଷ ଜନିତ ଭାଷଣକୁ ନେଇ ୨୦୦୪ରେ ତାଙ୍କ ବିରୋଧରେ ମାମଲା ରୁ ଜୁ ହୋଇଥିତଲା।  ମଙ୍ଗଳାବାର ମାମଲାର ଶୂଣାରି କରି ୱଏସିଙ୍କୁ ନିର୍ଦ୍ଦୋଷରେ ଛାଡ଼ି ଦେଛନପ୍ତି।  ଆବଶ୍ୟକ ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଶ ଘୋଷଣା କରଇଚନ୍ତି। ୨୦୦୪ ମସିହାରେ ନିର୍ବାଚନ ପ୍ରଚାର ସମୟରେ ଏକ ସାଧାରଣ ସଭାରେ ଆକବରଉଦ୍ଦିନ […]

ikl

Tapas Behera
  • Published: Wednesday, 17 November 2021
  • , Updated: 17 November 2021, 06:42 PM IST

ହାଇଦ୍ରାବାଦ: ଏକ ହେଟ୍‌ ସ୍ପିଚ୍‌ ମମଲାରେ ହାଇଦ୍ରାବାଦର ଏକ ସ୍ୱତନ୍ତ୍ର କୋର୍ଟ ଏଆଇଏମଆଇଏ ନେତା ତଥା ବିଧାୟକ ଆକବରଉଦ୍ଦିନ ୱଏସିଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ସାମ୍ପ୍ରଦାୟକ ବିଦ୍ୱେଷ ଜନିତ ଭାଷଣକୁ ନେଇ ୨୦୦୪ରେ ତାଙ୍କ ବିରୋଧରେ ମାମଲା ରୁ ଜୁ ହୋଇଥିତଲା।  ମଙ୍ଗଳାବାର ମାମଲାର ଶୂଣାରି କରି ୱଏସିଙ୍କୁ ନିର୍ଦ୍ଦୋଷରେ ଛାଡ଼ି ଦେଛନପ୍ତି।  ଆବଶ୍ୟକ ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଶ ଘୋଷଣା କରଇଚନ୍ତି।

୨୦୦୪ ମସିହାରେ ନିର୍ବାଚନ ପ୍ରଚାର ସମୟରେ ଏକ ସାଧାରଣ ସଭାରେ ଆକବରଉଦ୍ଦିନ ୱଏସି ସାମ୍ପ୍ରଦାୟିକ ଘୃଣା ସୃଷ୍ଟିକାରୀ ଭାଷଣ ଦେଇଥିଲେ। ଏନେଇ ଥାନାରେ ଜଣେ ବିଧାୟକ ତାଙ୍କ ବିରୋଧରେ ଏତଲା ଦେଇତିଲା।

ଅଭିଯୋଗ ଅନୁଯାୟୀ ତାଙ୍କ ବିରୋଧରେ ସମ୍ପୃକ୍ତ ଆଇପିସି  ଅଧୀନରେ ବିଭିନ୍ନ ମାମଲା ରୁଜୁ ହୋଇଥିଲା । ସେ ଜନସାଧାରଣଙ୍କୁ ଉସକାଇବାକୁ ଚେଷ୍ଟା କରିଥିବା ଦର୍ଶା ଯାଥିତଲା । ପରବର୍ତ୍ତୀ ସମୟରେ ଆନ୍ଧ୍ରପ୍ରଦେଶ ସରକାର ଆକବରଉଦ୍ଦିନ ଓୱାଇସିଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଅନୁମତି ଦେଇଥିଲେ।  ପରେ ପୋଲିସ ଏକ ଚାର୍ଜସିଟ ଦାଖଲ କରିଥିଲା। ତେବେ ମାମଲାର ପକ୍ଷଓ ପ୍ରତିପକ୍ଷଠାରୁ ଶୁଣିବା ପରେ ଆକବରଉଦ୍ଦିନଙ୍କ ବିରୋଧରେ ଉପଯୁକ୍ତ ସାକ୍ଷ ଓ  ପ୍ରମାଣ ନଥିବାରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଛାଡ଼ି ଦେଇଥିଲେ।  ଆକବରଉଦ୍ଦିନ ୱଏସି ହେଉଛନ୍ତି ଲ ଇଣ୍ଡିଆ ମଜଲିସ୍‌-ଇ-ଇତେ-ହାଦୁଲ- ମୁସଲିମନ୍‌(ଏଆଇଏମଆଇଏମ)ର ନେତା ଅଶାଉଦ୍ଦିନ ୱେଏସିଙ୍କ ଭାଇ।

Related story