ଡ୍ରଗ୍ସ କେସ୍‌: ଆର୍ଯ୍ୟନଙ୍କ ସହ ଧରାପଡ଼ିଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ମିଳିଲା ବେଲ୍‌

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ କେସ୍‌ ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ମିଳିଲା ମୁକ୍ତି। ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନଙ୍କ ସହ ଧରାପଡିଥିଲା ନୂପୁର ସତୀଜାଙ୍କୁ ମିଳିଛି ଜାମିନ୍‌। ଏନ୍‌ଡିପିସିର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ସମୟରେ କୋର୍ଟ ଏନ୍‌ସିବି ଉପରେ ବର୍ଷିଛନ୍ତି। ନୂପୁରଙ୍କ ଠାରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ଡ୍ରଗ୍ସ ଜବତକୁ କୋର୍ଟ ବେଆଇନ ବୋଲି କହିଛନ୍ତି। କୋର୍ଟ କହିଛନ୍ତି, ଜଣେ ମହିଳା ସାକ୍ଷୀ ଅଭିଯୁକ୍ତଙ୍କ ଯାଞ୍ଚ କରିଥିଲେ, […]

Aryan Khan

Aryan Khan

Madhupriya Mistry
  • Published: Sunday, 14 November 2021
  • Updated: 14 November 2021, 01:18 PM IST

Sports

Latest News

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ କେସ୍‌ ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ମିଳିଲା ମୁକ୍ତି। ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନଙ୍କ ସହ ଧରାପଡିଥିଲା ନୂପୁର ସତୀଜାଙ୍କୁ ମିଳିଛି ଜାମିନ୍‌। ଏନ୍‌ଡିପିସିର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଏହି ସମୟରେ କୋର୍ଟ ଏନ୍‌ସିବି ଉପରେ ବର୍ଷିଛନ୍ତି। ନୂପୁରଙ୍କ ଠାରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ଡ୍ରଗ୍ସ ଜବତକୁ କୋର୍ଟ ବେଆଇନ ବୋଲି କହିଛନ୍ତି। କୋର୍ଟ କହିଛନ୍ତି, ଜଣେ ମହିଳା ସାକ୍ଷୀ ଅଭିଯୁକ୍ତଙ୍କ ଯାଞ୍ଚ କରିଥିଲେ, ସେତେବେଳେ ସେଠାରେ ଅନ୍ୟ କୌଣସି ମହିଳା ଅଧିକାରୀ ଉପସ୍ଥିତ ନଥିଲେ। ଏହା ବ୍ୟତୀତ ଅଧିକୃତ ବ୍ୟକ୍ତି କୌଣସି ପଞ୍ଚନାମା କରିନାହାଁନ୍ତି। ଏଭଳି କରି NDPSର ଧାରା ୪୨କୁ ଏନ୍‌ସିବି ଉଲ୍ଲଂଘନ କରିଥିବା ସ୍ୱତନ୍ତ୍ର କୋର୍ଟ କହିଛନ୍ତି।

ସ୍ୱତନ୍ତ୍ର କୋର୍ଟ ଆର୍ଯ୍ୟନ୍‌ ଖାନ୍‌ ଡ୍ରଗ୍ସ ମାମଲାରେ ନୂପୁରଙ୍କ ସମେତ ଅନ୍ୟ ୮ ଜଣ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏନ୍‌ସିବିର ବେଆଇନ୍‌ ଯାଂଚ ଏବଂ ଏନ୍‌ଡିପିସି ଧାରା ଉଲ୍ଲଙ୍ଘନ ଆଧାରରେ ନୂପୁରଙ୍କୁ ଜାମିନ ହକଦାର ବୋଲି କୋର୍ଟ କହିଛନ୍ତି।

ସୂଚନା ମୁତାବକ, କ୍ରୁଜ ଡ୍ରଗ୍ସ ପାର୍ଟିରେ ଚଢ଼ାଉ କରି ଏନ୍‌ସିବି ଆର୍ଯ୍ୟନ୍‌ଙ୍କ ସମେତ ନୂପୁର ଏବଂ ଗୋମିତଙ୍କୁ ମଧ୍ୟ ଗିରଫ କରିଥିଲା। ଏ ଦୁଇଜଣଙ୍କ ନିକଟରୁ ଡ୍ରଗ୍ସ ଜବତ ହୋଇଥିବା ଏନ୍‌ସିବି କହିଥିଲା। କଥିତ ରୂପେ ନୂପୁରଙ୍କ ରୁମ୍‌ରେ ୧.୫୯ ଗ୍ରାମ ଡ୍ରଗ୍ସ ଏବଂ ୪ଟି ନିଶା ବଟିକା ଜବତ କରିଥିଲା ଏନ୍‌ସିବି। ଏଥିସହ ଗୋମିତଙ୍କ ରୁମ୍‌ରୁ ୪ଟି ଏମ୍‌ଡିଏମ୍‌ର ବଟିକା, ୩ ଗ୍ରାମ କୋକିନ ଏବଂ ନଗଦ ୯୩ ହଜାର ଟଙ୍କା ଜବିତ କରିଥିଲା। ତେବେ ନୂପୁରଙ୍କୁ ସେହି ସମୟରେ ଅବୈଧ ରୂପେ ଗିରଫ କରାଯାଇଥିଲା। ମହିଳା ପୁଲିସ ଅଧିକାରୀଙ୍କ ବଦଳରେ ଜଣେ ପୁରୁଷ ପୁଲିସ ଅଧିକାରୀ ଗିରଫ କରିଥିବା ତାଙ୍କ ଓକିଲ କୋର୍ଟରେ ଅଭିଯୋଗ କରିଥିଲେ।

ଅକ୍ଟୋବର ୨ ତାରିଖରେ କ୍ରୁଜ ପାର୍ଟିରେ ଚଢ଼ାଉ କରିଥିଲା ଏନ୍‌ସିବି। ଏହି ସମୟରେ ଆର୍ଯ୍ୟନଙ୍କ ସମେତ ୮ଜଣଙ୍କ ଗିରଫ କରାଯାଇଥିଲା। ପରେ ତଦନ୍ତ ଆଧାରରେ ଅନ୍ୟ ୧୨ ଜଣ ଅଭିଯୁକ୍ତଙ୍କୁଚ ଏନ୍‌ସିବି ଗିରଫ କରିଥିଲା। ମୋଟ ୨୦ ଜଣ ଏହି ମାମଲାରେ ଗିରଫ ହୋଇଥିଲେ। ସେଥିମଧ୍ୟରୁ ଆର୍ଯ୍ୟନ୍‌ ଖାନ୍‌ଙ୍କ ସମେତ ଅଧିକାଂଶ ଅଭିଯୁକ୍ତଙ୍କୁ ଜାମିନ ମିଳିସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story