ଆଜି ଅପରାହ୍ନରେ ରାଜ୍ୟପାଳଙ୍କୁ ଭେଟିବେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ, ଇସ୍ତଫା ଚର୍ଚ୍ଚା

ରାଞ୍ଚି: ଆଜି ଅପରାହ୍ନ ୪ଟାରେ ଝାରଖଣ୍ଡ ରାଜ୍ୟପାଳଙ୍କୁ ଭେଟିବ ରାଜ୍ୟର ମିଳିତ ସରକାର ଜେଏମଏମ ଏବଂ କଂଗ୍ରେସ ଦଳର ସଦସ୍ୟ। ସେମାନଙ୍କ ସହ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ରାଜ୍ୟପାଳଙ୍କୁ ଭେଟିପାରନ୍ତି। ଅଫିସ୍‌ ଅଫ ପ୍ରଫିଟ୍‌ ମାମଲାରେ ଫସିଥିବା ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ପାଇଁ ସୁପାରିଶ ହୋଇଥିଲେ ମଧ୍ୟ ରାଜ୍ୟପାଳ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରି ନାହାନ୍ତି। ଏହା ପୂର୍ବରୁ ଝାରଖଣ୍ଡ ରାଜନୀରତିରେ ଘଡ଼ିକେ ଘୋଡ଼ା ଛୁଟୁଥିବାରୁ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ […]

Hemant-soren

Hemant-soren

Tapas Behera
  • Published: Thursday, 01 September 2022
  • Updated: 01 September 2022, 02:57 PM IST

Sports

Latest News

ରାଞ୍ଚି: ଆଜି ଅପରାହ୍ନ ୪ଟାରେ ଝାରଖଣ୍ଡ ରାଜ୍ୟପାଳଙ୍କୁ ଭେଟିବ ରାଜ୍ୟର ମିଳିତ ସରକାର ଜେଏମଏମ ଏବଂ କଂଗ୍ରେସ ଦଳର ସଦସ୍ୟ। ସେମାନଙ୍କ ସହ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ରାଜ୍ୟପାଳଙ୍କୁ ଭେଟିପାରନ୍ତି। ଅଫିସ୍‌ ଅଫ ପ୍ରଫିଟ୍‌ ମାମଲାରେ ଫସିଥିବା ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ପାଇଁ ସୁପାରିଶ ହୋଇଥିଲେ ମଧ୍ୟ ରାଜ୍ୟପାଳ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରି ନାହାନ୍ତି। ଏହା ପୂର୍ବରୁ ଝାରଖଣ୍ଡ ରାଜନୀରତିରେ ଘଡ଼ିକେ ଘୋଡ଼ା ଛୁଟୁଥିବାରୁ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି। କେବଳ ସେତିକି ନୁହେଁ ଇସ୍ତଫା ପରେ ଜେଏମଏ ପୁନର୍ବାର ସରକାର ଗଠନ ଲାଗି ଦାବି କରିବା ନେଇ ଆଲୋଚନା ଜୋର ଧରିଛି।

ହେଲେ ସୋରେନଙ୍କ ବଦଳରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ସ୍ପଷ୍ଟ ହୋଇ ନାହିଁ।  ଅନ୍ୟପଟେ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ପଦକୁ ରଦ୍ଦ ପାଇଁ ବିଜେପି ବାରମ୍ବାର ଦାବି କରିଆସୁଛି। ସୂଚନା ଅନୁଯାୟୀ,  ନିର୍ବାଚନ କମିଶନ ହେମନ୍ତ ସୋରେନଙ୍କ ବିରୋଧରେ ଅଫିସ ଅଫ ପ୍ରଫିଟ ମାମଲାର ତଦନ୍ତ କରି ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ଲାଗି ସୁପାରିଶ କରିଛନ୍ତି। ତେବେ ମାମଲାରେ ରାଜ୍ୟପାଳ ରମେଶ ବ୍ୟାସ୍ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତିରେ ନେଇ ପାରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story