ଦିଲ୍ଲୀରେ ଡେରା ପକାଇଲେଣି ନେତା, ଏମାନଙ୍କୁ ମିଳିବ ମନ୍ତ୍ରୀ ପଦ!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର୍ ଧରିଛି। ଗୋଟିଏ ପରେ ଗୋଟିଏ ସମ୍ଭାବ୍ୟ ମନ୍ତ୍ରୀ ଦିଲ୍ଲୀରେ ପହଞ୍ଚିବା ଆରମ୍ଭ କରିଦେଇଛନ୍ତି। ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରୀମଣ୍ଡଳ ଅଦଳବଦଳ ଗୁରୁବାର ଅର୍ଥାତ୍ ଜୁଲାଇ ୮ ତାରିଖରେ ହୋଇପାରେ। ତେବେ ଜାତୀୟ ଗଣମାଧ୍ୟମ ଏନଡିଟିଭିର ରିପୋର୍ଟ ଅନୁଯାୟୀ, ଏଥର ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସାମିଲ୍ କରାଯାଇପାରେ। ଏନଡିଟିଭି ରିପୋର୍ଟ ଅନୁଯାୟୀ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସେନୋୱାଲ ଏବେ ଦିଲ୍ଲୀରେ […]

PM-Modi

PM-Modi

Ranjit Kumar Jena
  • Published: Tuesday, 06 July 2021
  • Updated: 06 July 2021, 05:31 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର୍ ଧରିଛି। ଗୋଟିଏ ପରେ ଗୋଟିଏ ସମ୍ଭାବ୍ୟ ମନ୍ତ୍ରୀ ଦିଲ୍ଲୀରେ ପହଞ୍ଚିବା ଆରମ୍ଭ କରିଦେଇଛନ୍ତି। ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରୀମଣ୍ଡଳ ଅଦଳବଦଳ ଗୁରୁବାର ଅର୍ଥାତ୍ ଜୁଲାଇ ୮ ତାରିଖରେ ହୋଇପାରେ। ତେବେ ଜାତୀୟ ଗଣମାଧ୍ୟମ ଏନଡିଟିଭିର ରିପୋର୍ଟ ଅନୁଯାୟୀ, ଏଥର ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସାମିଲ୍ କରାଯାଇପାରେ।

ଏନଡିଟିଭି ରିପୋର୍ଟ ଅନୁଯାୟୀ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସେନୋୱାଲ ଏବେ ଦିଲ୍ଲୀରେ ଥିବା ବେଳେ ତାଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳ ମିଳିବା ଏକପ୍ରକାର ସୁନିଶ୍ଚିତ ଲାଗୁଛି। ସେହିପରି ନାରାୟଣ ରାଣେ, ପଶୁପତି ପାରସ, ଅନୁପ୍ରିୟା ପଟେଲ, ପଙ୍କଜ ଚୌଧୁରୀ, ରୀତା ବହୁଗୁଣା ଯୋଶୀ, ବରୁଣ ଗାନ୍ଧି, ଆରସିପି ସିଂହ, ଲଲନ୍ ସିଂହ, ରାହୁଲ୍ କାସୱାନ ଓ ସିପି ଯୋଶୀଙ୍କ ଭଳି ନେତା ଏବେ ଦିଲ୍ଲୀରେ ଥିବାରୁ ଏମାନଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ୍ କରାଯାଇପାରେ। ଅନ୍ୟପକ୍ଷରେ ନାରାୟଣ ରାଣେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିବା ବେଳେ ରାମଶଙ୍କର କାଥେରିଆ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିବେ। ତେଣୁ ଏସବୁ ନେତାଙ୍କର ଦିଲ୍ଲୀ ପହଞ୍ଚିବାର ଅର୍ଥ ହେଉଛି, ଏମାନଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିପାରେ।

ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଶୀର୍ଷ ମନ୍ତ୍ରୀଙ୍କ ସହ ମଙ୍ଗଳବାର ସନ୍ଧ୍ୟାରେ ହେବାକୁଥିବା ବୈଠକୁ ବାତିଲ କରାଯାଇଥିଲା। କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଏଥର ୮୧ଜଣ ସଦସ୍ୟ ହୋଇପାରନ୍ତି, କିନ୍ତୁ ବର୍ତ୍ତମାନ ମନ୍ତ୍ରୀମଣ୍ଡଳରେ କେବଳ ୫୩ ଜଣ ସଦସ୍ୟ ଅଛନ୍ତି। ଏହାର ଅର୍ଥ ବାକି ୨୮ ଜଣ ସଦସ୍ୟଙ୍କୁ ମନ୍ତୀମଣ୍ଡଳରେ ସାମିଲ୍‌ କରାଯାଇପାରେ।

ସୂଚନାଯୋଗ୍ୟ, ୨୦୧୯ରେ କ୍ଷମତାକୁ ଦ୍ୱିତୀୟ ଥର ଆସିବା ପରେ ମୋଦି ସରକାର ପ୍ରଥମଥର ପାଇଁ କ୍ୟାବିନେଟ ଅଦଳବଦଳ କରିବାକୁ ଯାଉଛନ୍ତି। ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ଓ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟ ସଂପ୍ରସାରଣ ହେବ। କଂଗ୍ରେସ ଛାଡ଼ି ବିଜେପିକୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶ ଓ ବିହାରର ସଦସ୍ୟମାନଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story