ମା’ର ଗୁମର ଖୋଲିବା ପରେ ପୁଅ ଷଡ଼ଯନ୍ତ୍ରର ଶିକାର

ରାଞ୍ଚି: ଜଣେ ଆଦିବାସୀ ଯୁବତୀଙ୍କୁ ଜଣେ ବିଜେପି ନେତ୍ରୀ ତଥା ପୂର୍ବତନ ଆଇଏଏସ ଅଫିସରଙ୍କ ପତ୍ନୀ ଅକଥନୀୟ ନିର୍ଯାତନା ଦେବା ଘଟଣାରେ  ଆସିଛି ଚାଞ୍ଚଲ୍ୟକର ତଥ୍ୟ। ସମ୍ପୃକ୍ତ ଆଦିବାସୀ ମହିଳା ଜଣକ ଝାରଖଣ୍ଡ ବିଜେପି ନେତ୍ରୀ ସୀମା ପାତ୍ର  ଘରେ ଘରୋଇ ସହାୟିକା ଭାବେ କାମ କରୁଥିବା ବେଳେ ତାଙ୍କ ପ୍ରତି ନିଷ୍ଠୁର ଆଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଘରୋଇ ସହାୟିକା ପ୍ରତି ବିଜେପି ନେତ୍ରୀଙ୍କ ଅମାନବୀୟ ଅତ୍ୟାଚାର ଦେଖି ତାଙ୍କ ପୁଅ ଆୟୁଷ୍ମାନ ସହି ପାରିନଥିଲେ। […]

bjp-2

bjp-2

Tapas Behera
  • Published: Wednesday, 31 August 2022
  • Updated: 31 August 2022, 03:13 PM IST

Sports

Latest News

ରାଞ୍ଚି: ଜଣେ ଆଦିବାସୀ ଯୁବତୀଙ୍କୁ ଜଣେ ବିଜେପି ନେତ୍ରୀ ତଥା ପୂର୍ବତନ ଆଇଏଏସ ଅଫିସରଙ୍କ ପତ୍ନୀ ଅକଥନୀୟ ନିର୍ଯାତନା ଦେବା ଘଟଣାରେ  ଆସିଛି ଚାଞ୍ଚଲ୍ୟକର ତଥ୍ୟ। ସମ୍ପୃକ୍ତ ଆଦିବାସୀ ମହିଳା ଜଣକ ଝାରଖଣ୍ଡ ବିଜେପି ନେତ୍ରୀ ସୀମା ପାତ୍ର  ଘରେ ଘରୋଇ ସହାୟିକା ଭାବେ କାମ କରୁଥିବା ବେଳେ ତାଙ୍କ ପ୍ରତି ନିଷ୍ଠୁର ଆଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଘରୋଇ ସହାୟିକା ପ୍ରତି ବିଜେପି ନେତ୍ରୀଙ୍କ ଅମାନବୀୟ ଅତ୍ୟାଚାର ଦେଖି ତାଙ୍କ ପୁଅ ଆୟୁଷ୍ମାନ ସହି ପାରିନଥିଲେ। ତେଣୁ ନିଜ ମା’ର ଏହି କାରନାମା ଗୁମର ଖୋଲି ଦେଇଥିଲେ ପୁଅ। ଘରୋଇ ସାହାୟିକାଙ୍କୁ ମାଡ଼ ମାରୁଥିବାର ଭିଡିଓ ଶୁଟ କରି ଆୟୁଷ୍ମାନ ତାଙ୍କ ବନ୍ଧୁ ବିବେକ ଆନନ୍ଦ ବାସ୍କେଙ୍କୁ ପଠାଇଥିଲେ। ଏହି ଭିଡିଓ କ୍ଲିପକୁ ନେଇ ବିବେକ ଥାନାରେ ଅଭିଯୋଗ କରିଥିଲେ।

ଏହି ଖବର ଜାଣିବା ପରେ ଆୟୁଷ୍ମାନଙ୍କୁ ତାଙ୍କ ମା’ ପାନେ ଦେବା ପାଇଁ ଉଦ୍ୟମ କରିଥିଲେ। ପୁଅ ମାନସିକ ଭାବେ ଅସୁସ୍ଥ ଥିବା ଦର୍ଶାଇ ତାଙ୍କୁ ଏକ ହସପିଟାଲରେ ଭର୍ତ୍ତି କରିଥିଲେ। ରାଞ୍ଚିର ନ୍ୟୁରୋ ମେଡିକାଲରେ ଭର୍ତ୍ତି କରିଥିଲେ। ଏ ସବୁ କଥା କହିଛନ୍ତି ଘରୋଇ ସହାୟକା ସୁନୀତା । ସୂଚନା ଅନୁଯାୟୀ, ବିଜେପିରୁ ନିଲମ୍ବିତ ହୋଇଥିବା ତଥା ପୂର୍ବତନ ଆଇଏଏସ ଅଫିସରଙ୍କ ପତ୍ନୀ ସୀମା ପାତ୍ରଙ୍କୁ ବୁଧବାର ରାଞ୍ଚି ପୁଲିସ ଗିରଫ କରିଛି। ସୁନୀତା ନାମ୍ନୀ ଜଣେ ଆଦିବାସୀ ମହିଳା ସୀମାଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ।

ସୁନୀତାଙ୍କୁ ଜିଭରେ ପାଇଖାନା ସଫା ପାଇଁ ସୀମା ବାଧ୍ୟ କରିଥିଲେ। ଏହାକୁ ନେଇ ପାତ୍ରଙ୍କ ବିରୋଧରେ ଏତଲା ଦାୟର ହୋଇଥିଲା। ଗତ ମଙ୍ଗଳବାର  ଧାରା ୧୬୪ ଆଧାରରେ ସୁନୀତାଙ୍କ ବୟାନ ରେକର୍ଡ଼ ହୋଇଥିଲା । ଏହି ଅଭିଯୋଗ ଆସିବା ପରେ ବିଜେପି ସୀମାଙ୍କୁ ଦଳରୁ ନିଲମ୍ବିତ କରିଥିଲା। ୨୯ ବର୍ଷୀୟ ସୁନୀତାଙ୍କ ଘର ଝାରଖଣ୍ଡର ଗୁମଲାରେ। ସେ ୧୦ ବର୍ଷ ତଳେ ପାତ୍ର ପରିବାର ପାଇଁ କାମ କରିବା ଆରମ୍ଭ କରିଥିଲେ। ପାତ୍ର ଦମ୍ପତିଙ୍କ ଝିଅ ବତ୍ସଲା ନିଜର କାମ ପାଇଁ ଦିଲ୍ଲୀ ଯିବାରୁ ସୁନୀତା ତାଙ୍କୁ ସହଯୋଗ କରିବାକୁ ସେଠାକୁ ଯାଇଥିଲେ। ତେବେ ପ୍ରାୟ ୪ ବର୍ଷ ପରେ ବତ୍ସଲା ଓ ସୁନୀତା ରାଞ୍ଚିକୁ ଫେରି ଆସିଥିଲେ। ସେବେଠାରୁ ସେ ପାତ୍ର ଦମ୍ପତିଙ୍କ ଘରେ କାମ କରୁଥିଲେ। ହେଲେ ଏହି ୬ ବର୍ଷର କାମ ମଧ୍ୟରେ ସୀମା ପାତ୍ର ତାଙ୍କୁ ବାରମ୍ବାର ନିର୍ଯାତନା ଦେଇ ଚାଲିଥିଲେ। ହେଲେ ଭୟରେ ସେ କିଛି ବି କହୁ ନଥିଲେ। ହସ୍ପିଟାଲ ବେଡରେ ପଡ଼ିଥିବା ସୁନୀତା ନିଜ ଯନ୍ତ୍ରଣା ବଖାଣିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story