ସାମ୍ନାକୁ ଆସିଲା ମୋଦିଙ୍କ ପିଲାବେଳର ବନ୍ଧୁ ଆବ୍ବାସଙ୍କ ଫଟୋ, କାଲି ତାଙ୍କ ବିଷୟରେ ଲେଖିଥିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍ ଶହେ ବର୍ଷରେ ପାଦ ଥାପିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ବ୍ଳଗ୍ ଲେଖିଥିଲେ। ଏଥିରେ ସେ ତାଙ୍କ ମା’ଙ୍କ ବିଷୟରେ ଅନେକ କଥା ଲେଖିଥିଲେ। ଆଉ ପୁରୁଣା କଥା ସବୁ ମନେ ପକାଇଥିଲେ। ତା’ ଭିତରେ ସେ ତାଙ୍କ ଛୁଆବେଳର ବନ୍ଧୁ ଆବ୍ବାସଙ୍କ କଥା ଉଲ୍ଲେଖ କରିଥିଲେ। ଆବ୍ବାସ ତାଙ୍କ ଘରେ ରହି ପାଠ ପଢ଼ୁଥିଲେ। ଆବ୍ବାସଙ୍କୁ ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ୍ ନିଜ ପୁଅ ଭଳି ଭଲ […]

Abbas

Abbas

Jitendra Garnayak
  • Published: Sunday, 19 June 2022
  • Updated: 19 June 2022, 01:39 PM IST

Sports

Latest News

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍ ଶହେ ବର୍ଷରେ ପାଦ ଥାପିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ବ୍ଳଗ୍ ଲେଖିଥିଲେ। ଏଥିରେ ସେ ତାଙ୍କ ମା’ଙ୍କ ବିଷୟରେ ଅନେକ କଥା ଲେଖିଥିଲେ। ଆଉ ପୁରୁଣା କଥା ସବୁ ମନେ ପକାଇଥିଲେ। ତା’ ଭିତରେ ସେ ତାଙ୍କ ଛୁଆବେଳର ବନ୍ଧୁ ଆବ୍ବାସଙ୍କ କଥା ଉଲ୍ଲେଖ କରିଥିଲେ। ଆବ୍ବାସ ତାଙ୍କ ଘରେ ରହି ପାଠ ପଢ଼ୁଥିଲେ। ଆବ୍ବାସଙ୍କୁ ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ୍ ନିଜ ପୁଅ ଭଳି ଭଲ ପାଉଥିଲେ। ଇଦ୍‌ରେ ସେ ଆବ୍ବାସଙ୍କ ପାଇଁ ତାଙ୍କ ମନପସନ୍ଦର ଖାଦ୍ୟ ପ୍ରସ୍ତୁତ କରୁଥିଲେ।

ପ୍ରଧାନମନ୍ତ୍ରୀଙ୍କ ବ୍ଳଗ୍‌ରେ ଆବ୍ବାସଙ୍କ କଥା ପଢ଼ିବା ପରେ ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଇଥିଲା। ଏବେ ଆବ୍ବାସଙ୍କ ସଂପର୍କରେ ଆଉ କିଛି ତଥ୍ୟ ସାମ୍ନାକୁ ଆସିଛି। ଏହା ସହିତ ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀଙ୍କ ଭାଇ ଏହି ଫଟୋକୁ ଦେଖି, ତାହା ଆବ୍ବାସଙ୍କର ବୋଲି ସ୍ପଷ୍ଟ କରିଛନ୍ତି। ଆବ୍ବାସ ଏବେ ଅଷ୍ଟ୍ରେଲିଆରେ ରହୁଛନ୍ତି।

[caption id="attachment_742909" align="aligncenter" width="650"]Abbas's house ଗୁଜରାଟରେ ଆବ୍ବାସଙ୍କ ଘର[/caption]

ଆବ୍ବାସ ଗୁଜରାଟରେ ସରକାରୀ ଚାକିରି କରୁଥିଲେ। ସେ ଜଣେ ଦ୍ୱିତୀୟ ଶ୍ରେଣୀ କର୍ମଚାରୀ ଥିଲେ। ସେ ଖାଦ୍ୟ ଓ ଯୋଗାଣ ବିଭାଗରେ କାମ କରୁଥିଲେ। ଚାକିରିରୁ ଅବସର ନେବା ପରେ ସେ ଅଷ୍ଟ୍ରେଲିଆରେ ରହୁଛନ୍ତି।

ଆବ୍ବାସଙ୍କର ଦୁଇ ଜଣ ପୁଅ। ବଡ଼ ପୁଅ ଗୁଜରାଟର ମେହସାନା ଜିଲ୍ଲାର ଖେରାଲୁ ରହୁଛନ୍ତି। ତାଙ୍କ ସାନ ପୁଅ ଅଷ୍ଟ୍ରେଲିଆରେ ରହୁଛନ୍ତି। ଆବ୍ବାସ ଏବେ ଅଷ୍ଟ୍ରେଲିଆରେ ସାନ ପୁଅ ପାଖରେ ଅଛନ୍ତି।

ମୋଦିଙ୍କ ଘର ଠାରୁ ଅଳ୍ପ ଦୂରରେ ଥିଲା ଆବ୍ବାସଙ୍କ ଗାଁ। ମୋଦିଙ୍କ ବାପା ଓ ଆବ୍ବାସଙ୍କ ବାପା ଭଲ ସାଙ୍ଗ ଥିଲେ। ଆବ୍ବାସଙ୍କ ବାପାଙ୍କର ଅକାଳ ବିୟୋଗ ଘଟିଥିଲା। ଏହା ପରେ ମୋଦିଙ୍କ ବାପା ଆବ୍ବାସଙ୍କୁ ତାଙ୍କ ଘରକୁ ନେଇ ଆସିଥିଲେ। ଆବ୍ବାସ ତାଙ୍କ ଘରେ ରହିଲେ ଓ ପାଠ ପଢ଼ିଲେ। ନିଜ ଛୁଆଙ୍କ ଭଳି ଆବ୍ବାସଙ୍କର ମଧ୍ୟ ଭଲ ଯତ୍ନ ନେଉଥିଲେ ହୀରାବେନ୍‌।

(ତଥ୍ୟ ଓ ଫଟୋ- ଇଣ୍ଡିଆ ଟୁଡେ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story