ଭୋଜି ଖାଇ ଫେରିବା ବେଳେ କଣ୍ଟେନର୍‌କୁ ଧକ୍କା ଦେଲା ବସ୍‌

ମୁମ୍ବାଇ: ବିବାହ ଭୋଜି ଖାଇ ଫେରିବା ବେଳେ ବାଟରେ ଜଗିଥିଲା ଯମ। କଣ୍ଟେନରକୁ ଧକ୍କା ଦେଲା ପରିବାର ଓ ଅତିଥିରେ ଭର୍ତ୍ତି ଥିବା ବସ୍। ଫଳରେ ଚାଲିଗଲା ଜଣକଙ୍କ ଜୀବନ। ମୁମ୍ବାଇ ପୁଣେ ଏକ୍ସପ୍ରେସ-ୱେରେ ଆଜି ସକାଳେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୧୦ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ପୁଲିସ ସୂଚନା ମୁତାବକ, ବିବାହ ଭୋଜି ଖାଇ ସିନ୍ଧୁଦୁର୍ଗରୁ ଉକ୍ତ ବସ୍‌ଟି ଶହାପୁର ଫେରୁଥିଲା। ତେବେ ବାଟରେ ଏକ କଣ୍ଟେନର୍‌କୁ ଧକ୍କା […]

Bus Accident

Bus Accident

Madhupriya Mistry
  • Published: Monday, 19 December 2022
  • Updated: 19 December 2022, 11:36 AM IST

Sports

Latest News

ମୁମ୍ବାଇ: ବିବାହ ଭୋଜି ଖାଇ ଫେରିବା ବେଳେ ବାଟରେ ଜଗିଥିଲା ଯମ। କଣ୍ଟେନରକୁ ଧକ୍କା ଦେଲା ପରିବାର ଓ ଅତିଥିରେ ଭର୍ତ୍ତି ଥିବା ବସ୍। ଫଳରେ ଚାଲିଗଲା ଜଣକଙ୍କ ଜୀବନ। ମୁମ୍ବାଇ ପୁଣେ ଏକ୍ସପ୍ରେସ-ୱେରେ ଆଜି ସକାଳେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୧୦ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି।

ପୁଲିସ ସୂଚନା ମୁତାବକ, ବିବାହ ଭୋଜି ଖାଇ ସିନ୍ଧୁଦୁର୍ଗରୁ ଉକ୍ତ ବସ୍‌ଟି ଶହାପୁର ଫେରୁଥିଲା। ତେବେ ବାଟରେ ଏକ କଣ୍ଟେନର୍‌କୁ ଧକ୍କା ଦେଇଥିଲା ଏହି ବସ୍। ଧକ୍କା ହେବା ପରେ ବସ୍ ଡ୍ରାଇଭର ବାହାରକୁ ଛିଟିକି ପଡିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ମୋଟ ୩୫ ଯାତ୍ରୀ ଥିଲେ।

https://twitter.com/ANI/status/1604681037422153728?s=20&t=bnJtsWTN2LIPP6xp2qiwJQ

ପୁଲିସ କହିବା ମୁତାବକ, ଖୋପୋଲିରେ ଘରୋଇ ବସ୍ ଓ କଣ୍ଟେନର ମଧ୍ୟରେ ଧକ୍କା ଯୋଗୁଁ ଜାତୀୟ ରାଜପଥରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା। ଗାଡି ଯାତାୟତରେ ବାଧା ଉପୁଜିଥିଲା। ତେବେ ପରେ ଦୁର୍ଘଟଣାଗ୍ରସ୍ତ ଗାଡିଗୁଡିକ ଜାତୀୟ ରାଜପଥରୁ ହଟାଇବା ପରେ ସ୍ଥିତି ସ୍ୱାଭାବିକ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛି। ଚିକିତ୍ସା ପାଇଁ ସେମାନଙ୍କୁ ଏମ୍‌ଜିଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story