ତୁମ ବାହାଘର ପାଇଁ ମୋର ମୃତ୍ୟୁ ଉପହାର ଦେଇଯାଉଛି....

ରାୟପୁର: ମୁଁ ତୁମକୁ ବହୁତ ଭଲ ପାଏ। ମୋ ଜୀବନଠାରୁ ବି ଅଧିକ। ହେଲେ ବୋଧ ହୁଏ ତୁମ ଜୀବନ ସାଥୀ ହେବାକୁ ମୋ ଭାଗ୍ୟରେ ନଥିଲା। ତୁମେ ମୋତେ ଛାଡ଼ି ଆଉ କାହାର ହୋଇଗଲ ।ଏବେ ଆଉ ଏ ଜୀବନ ରଖି ଲାଭ କଣ ?  କିନ୍ତୁ ଯିବା ପୂର୍ବରୁ ମୁଁ ତୁମକୁ ଶେଷ ଥର ପାଇଁ ଏକ ବଡ଼ ଉପହାର ଦେଇଯାଉଛି। ତାହା ହେଉଛି ମୋର ମୃତ୍ୟୁ । ମୋର ମୃତ୍ୟୁକୁ ତୁମ ବାହାଘର […]

love-affair-murder

love-affair-murder

Tapas Behera
  • Published: Sunday, 24 April 2022
  • Updated: 24 April 2022, 05:26 PM IST

ରାୟପୁର: ମୁଁ ତୁମକୁ ବହୁତ ଭଲ ପାଏ। ମୋ ଜୀବନଠାରୁ ବି ଅଧିକ। ହେଲେ ବୋଧ ହୁଏ ତୁମ ଜୀବନ ସାଥୀ ହେବାକୁ ମୋ ଭାଗ୍ୟରେ ନଥିଲା। ତୁମେ ମୋତେ ଛାଡ଼ି ଆଉ କାହାର ହୋଇଗଲ ।ଏବେ ଆଉ ଏ ଜୀବନ ରଖି ଲାଭ କଣ ?  କିନ୍ତୁ ଯିବା ପୂର୍ବରୁ ମୁଁ ତୁମକୁ ଶେଷ ଥର ପାଇଁ ଏକ ବଡ଼ ଉପହାର ଦେଇଯାଉଛି। ତାହା ହେଉଛି ମୋର ମୃତ୍ୟୁ । ମୋର ମୃତ୍ୟୁକୁ ତୁମ ବାହାଘର ପାଇଁ ବଡ଼ ଉପହାର ଦେଇଯାଉଛି।

ପ୍ରେମରେ ପ୍ରତାରିତ ହୋଇ ଜୀବନ ହାରିବା ପୂର୍ବରୁ ଜଣେ ପ୍ରେମିକ ଏମିତି କିଛି ଲେଖିଦେଛି। ପ୍ରେମିକାର ଅନ୍ୟତ୍ର ବିବାହ ହୋଇଯିବା ପରେ ଯୁବକ ଜଣକ ଦୁଃଖରେ ମ୍ରିୟମାଣ ହୋଇ ଶେଷରେ ଆତ୍ମହତ୍ୟା କରିଛନ୍ତି। ଏହି ଦୁଃଖଦ ଘଟଣାଟି ଛତିଶଗଡ଼ର ବାଲଡ ଜିଲ୍ଲାରେ ଘଟିଛି। ମୃତ୍ୟୁ ପୂର୍ବରୁ ତାର ପ୍ରେମିକାକୁ ଶେଷ ବାର୍ତ୍ତା ଦେବାକୁ ଯାଇ ଏକ ଅଭିମାନଭରା  ଭିଡିଓ ମଧ୍ୟ ସୁଟ୍‌ କରିଛି।

ସେଥିରେ ସେ ତାର ଆତ୍ମହତ୍ୟାର କାରଣ ମଧ୍ୟ କହିଛି।  ଆଉ ସେହି ଭିଡିଓକୁ ତାର ହ୍ୱାଟସ୍‌ଆପ ଷ୍ଟାଟସ୍‌ରେ ଅପଡେଟ୍‌ କରିଛି। ଏଥିସହ ସେ ନିଜ ଘର ଭିତର କାନ୍ଥରେ  ହୃଦୟର ବେଦନାକୁ  ଅଳ୍ପରେ ବର୍ଣ୍ଣନା କରିଛି। ସେ ଲେଖିଛି, ତୁମ ବାହାଘର ପାଇଁ ମୋ ମୃତ୍ୟୁକୁ ଉପହାର ଦେଇ ଯାଉଛି। ଏହା ପରେ ସେ ନିଜ ରୁମରେ ଝୁଲି ପଡ଼ି  ଆତ୍ମହତ୍ୟା କରିଥିବା ବାଲଡ୍ ଡିଏସିପି ପ୍ରତୀକ ଚତୁର୍ବେଦୀ କହିଛନ୍ତି। ଘଟଣାର ତଦନ୍ତ କରାଯାଉଥିବା ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story