ଅଧା ବାଟରୁ ଫେରି ଆସିଲା ସ୍ପାଇସଜେଟ୍‌ ବିମାନ  

ନୂଆଦିଲ୍ଲୀ: ଅଧା ବାଟରୁ ଫେରି ଆସିଲା ବିମାନ। ରାଜଧାନୀ ଦିଲ୍ଲୀରୁ ନାସିକ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନରେ ତ୍ରୁଟି ନଜରକୁ ଆସିଥିଲା। ଫଳରେ ବିମାନଠିକୁ ମଝି ରାସ୍ତାରେ ପ୍ରତ୍ୟାବର୍ତ୍ତନ କରି ଜରୁରୀ ଅବତରଣ କରିଥିଲା। ଗୁରୁବାର ରାଜଧାନୀ ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ମାଇସଜେଟର ଏକ ବିମାନ ନାସିକ ଅଭିମୁଖେ ଯାତ୍ରା କରିଥିଲା। ଏହି ସ୍ମାଇସଜେଟର ନମ୍ବର ହେଉଛି  B737 ।  ବିମାନଟି ଟେକ ଅଫ କରିବାର କିଛି ସମୟ ପରେ ସେଥିରେ ଥିବା […]

spice jet

spice jet

Tapas Behera
  • Published: Thursday, 01 September 2022
  • Updated: 01 September 2022, 11:49 AM IST

Sports

Latest News

ନୂଆଦିଲ୍ଲୀ: ଅଧା ବାଟରୁ ଫେରି ଆସିଲା ବିମାନ। ରାଜଧାନୀ ଦିଲ୍ଲୀରୁ ନାସିକ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନରେ ତ୍ରୁଟି ନଜରକୁ ଆସିଥିଲା। ଫଳରେ ବିମାନଠିକୁ ମଝି ରାସ୍ତାରେ ପ୍ରତ୍ୟାବର୍ତ୍ତନ କରି ଜରୁରୀ ଅବତରଣ କରିଥିଲା। ଗୁରୁବାର ରାଜଧାନୀ ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ମାଇସଜେଟର ଏକ ବିମାନ ନାସିକ ଅଭିମୁଖେ ଯାତ୍ରା କରିଥିଲା। ଏହି ସ୍ମାଇସଜେଟର ନମ୍ବର ହେଉଛି  B737 ।  ବିମାନଟି ଟେକ ଅଫ କରିବାର କିଛି ସମୟ ପରେ ସେଥିରେ ଥିବା ଅଟୋ ସ୍ପାଏରେ ତ୍ରୁଟି ନଜରକୁ ଆସିଥିଲା। ଫଳରେ ବାଧ୍ୟ ହୋଇ ବିମାନଟିକୁ ନୂଆଦିଲ୍ଲୀ ଫେରାଇ ନେଇଥିଲେ ପାଇଲଟ। ଏଥିପାଇଁ ଯାତ୍ରୀମାନଙ୍କୁ ହଇରାଣ ହେବାକୁ ପଡ଼ିଥିଲା।

ଆଜି ସକାଳେ ୬ଟା ୪୫ରେ ଯାତ୍ରା ଆରମ୍ଭ କରିଥିବା ଏହି ବିମାନ ନାସିକରେ ନିର୍ଦ୍ଧାରିତ ସମୟରେ ପହଞ୍ଚିବାର ଥିଲା। ହେଲେ ବିମାନରେ ଥିବା ଅଟୋସ୍ପାଏରେ ତ୍ରୁଟି ସାମ୍ନା ଆସିବା ପରେ ପାଇଲଟ ଯାତ୍ରୀଙ୍କୁ ସୁରକ୍ଷା ଦୃଷ୍ଟିରୁ ଫେରାଇ ଆଣିଥିଲେ। ଏ ସମ୍ପର୍କରେ ସ୍ପାଇସଜେଟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଉକ୍ତ ବିମାନରେ ଏଭଳି ବାରମ୍ବାର ବିଭ୍ରାଟ ହୋଇଥିବା ନଜରକୁ ଆସିଛି। ନିକଟରେ ସ୍ପାଇସଜେଟରର ୫୦ ପ୍ରତିଶତ ବିମାନ ଚଳାଇବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଥିଲା। ଗତ ଜୁଲାଇ ମାସରେ ସ୍ମାଇସଜେଟ କର୍ତ୍ତୃପକ୍ଷଙ୍କୁ ଏହି ନୋଟିସ୍‌ ହୋଇଥିଲା।  ଏହି କଟକଣା ୮ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ।

୮ ସପ୍ତାହ ପାଇଁ ୫୦ ପ୍ରତିଶତ ଉଡାଣ ଉପରେ ରୋକ ଲାଗାଯାଇଛି। ଏହି ଆଠ ସପ୍ତାହ ଏୟାରଲାଇନ ଉପରେ ଅତିରିକ୍ତ ନଜର ରଖାଯିବ । ଯଦି ଭବିଷ୍ୟତରେ ବିମାନ ସେବାପ୍ରଦାନକାରୀ କମ୍ପାନୀ ୫୦ ପ୍ରତିଶତରୁ ଅଧିକ ଉଡାଣ କରିବାକୁ ଚାହିଁବ ତେବେ କମ୍ପାନୀଙ୍କୁ ପ୍ରମାଣ କରିବାକୁ ପଡିବ ଯେ ଅତିରିକ୍ତ ଭାର ଉଠାଇବାର କ୍ଷମତା ତାଙ୍କ ପାଖରେ ଅଛି ନା ନାହିଁ, ପର୍ଯ୍ୟନ୍ତ ପରିମାଣର ସଂଶାଧନ ଏବଂ କର୍ମଚାରୀ ଅଛନ୍ତି ନା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story