ଦେଢ଼ ମାସ ତଳେ ହୋଇଥିଲା ବାହାଘର, ସ୍ତ୍ରୀ ୪ ମାସର ଗର୍ଭବତୀ ଜାଣି ଥାନାରେ ଏତଲା ଦେଲେ ସ୍ୱାମୀ

ଲକ୍ଷ୍ନୌ: ମାତ୍ର ଦେଢ଼ ମାସ ତଳେ ହୋଇଥିଲା ବିବାହ। ହେଲେ କିଛି ଦିନ ତଳେ ସ୍ୱାମୀ ଜାଣିବାକୁ ପାଇଲେ ଯେ ସ୍ତ୍ରୀ ୪ ମାସର ଗର୍ଭବତୀ ଅଛନ୍ତି। ଏହା ପରେ ସେ ଥାନାରେ ସ୍ତ୍ରୀ ଓ ତାଙ୍କ ବାପଘର ଲୋକଙ୍କ ନାଁରେ ଠକେଇ ଅଭିଯୋଗ କରିଛନ୍ତି। ଏ ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ମହାରାଜଗଞ୍ଜରେ। କିଛି ଦିନ ତଳେ ନବ ବିବାହିତା ଜଣଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେଥିପାଇଁ ସ୍ୱାମୀ ଓ ଶାଶୁ-ଶ୍ୱଶୁରୁ ତାଙ୍କୁ ଡାକ୍ତରଖାନା […]

Pregnant

Pregnant

Jitendra Garnayak
  • Published: Friday, 17 June 2022
  • Updated: 17 June 2022, 10:43 PM IST

Sports

Latest News

ଲକ୍ଷ୍ନୌ: ମାତ୍ର ଦେଢ଼ ମାସ ତଳେ ହୋଇଥିଲା ବିବାହ। ହେଲେ କିଛି ଦିନ ତଳେ ସ୍ୱାମୀ ଜାଣିବାକୁ ପାଇଲେ ଯେ ସ୍ତ୍ରୀ ୪ ମାସର ଗର୍ଭବତୀ ଅଛନ୍ତି। ଏହା ପରେ ସେ ଥାନାରେ ସ୍ତ୍ରୀ ଓ ତାଙ୍କ ବାପଘର ଲୋକଙ୍କ ନାଁରେ ଠକେଇ ଅଭିଯୋଗ କରିଛନ୍ତି। ଏ ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ମହାରାଜଗଞ୍ଜରେ।

କିଛି ଦିନ ତଳେ ନବ ବିବାହିତା ଜଣଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେଥିପାଇଁ ସ୍ୱାମୀ ଓ ଶାଶୁ-ଶ୍ୱଶୁରୁ ତାଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ତାଙ୍କୁ ପରୀକ୍ଷା କରିବା ପରେ ସେ ଗର୍ଭବତୀ ଥିବା ଡାକ୍ତର କହିଥିଲେ। ସେ ୪ ମାସର ଗର୍ଭବତୀ ଥିବା ଡାକ୍ତର କହିଥିଲେ। ଏହା ଶୁଣି ତାଙ୍କ ସ୍ୱାମୀ ଓ ଶାଶୁ-ଶ୍ୱଶୁରଙ୍କ ଗୋଡ଼ ତଳୁ ମାଟି ଖସି ଯାଇଥିଲା। ସେମାନେ ଉତ୍‌କ୍ଷିପ୍ତ ହୋଇଯାଇଥିଲା। ସେମାନେ ତାଙ୍କୁ ସେଠାରୁ ଘରକୁ ନେବାକୁ ବି ରାଜି ହୋଇ ନଥିଲେ।

ଯୁବକ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ଯେ ଜଣେ ସଂପର୍କୀୟଙ୍କ ମଧ୍ୟସ୍ଥିରେ ତାଙ୍କ ବାହାଘର ହୋଇଥିଲା। ତାଙ୍କ ପତ୍ନୀ ଗର୍ଭବତୀ ଥିବା କଥା ତାଙ୍କ ବାପ ଘର ଲୋକେ ଜାଣିଥିଲେ। କିନ୍ତୁ ବିବାହ ପୂର୍ବରୁ ସେ ବିଷୟରେ କିଛି କହି ନଥିଲେ। ସେ ଠକେଇର ଶିକାର ହୋଇଥିବା କହିଛନ୍ତି।

କୋଲହୁଇ ଥାନା ଅଧିକାରୀ ଅଭିଷେକ ସିଂହ କହିଛନ୍ତି ଯେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story