ଜରୁରୀକାଳୀନ ପରିସ୍ଥିତିରେ ମୁଲାୟମ ପ୍ରମୁଖ ସିପାହୀ ଥିଲେ: ମୋଦି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଅଗଷ୍ଟ ୨୨ ତାରିଖରୁ ଗୁରୁଗ୍ରାମର ମେଦାନ୍ତ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ନିଶ୍ୱାଷ ପ୍ରଶ୍ୱାସରେ  ଅସୁବିଧା ହେଉଥିବାରୁ ‘ଇଣ୍ଟର୍‌ନାଲ୍‌ ମେଡିସିନ୍‌’ ବିଶେଷଜ୍ଞମାନେ ତାଙ୍କର ତତ୍ତ୍ୱାବଧାନ କରୁଥିଲେ। ଏହାଛଡ଼ା, ତାଙ୍କର ମୂତ୍ରନଳୀ ମଧ୍ୟ ସଂକ୍ରମିତ ହୋଇଥିଲା। କିନ୍ତୁ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ଅବନତି ଘଟିବାରୁ ତାଙ୍କୁ ‘ଆଇସିୟୁ’ରେ ରଖାଯାଇଥିଲା […]

mulayam singh yadav

mulayam singh yadav

Tapas Behera
  • Published: Monday, 10 October 2022
  • Updated: 10 October 2022, 11:21 AM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଅଗଷ୍ଟ ୨୨ ତାରିଖରୁ ଗୁରୁଗ୍ରାମର ମେଦାନ୍ତ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ନିଶ୍ୱାଷ ପ୍ରଶ୍ୱାସରେ  ଅସୁବିଧା ହେଉଥିବାରୁ ‘ଇଣ୍ଟର୍‌ନାଲ୍‌ ମେଡିସିନ୍‌’ ବିଶେଷଜ୍ଞମାନେ ତାଙ୍କର ତତ୍ତ୍ୱାବଧାନ କରୁଥିଲେ। ଏହାଛଡ଼ା, ତାଙ୍କର ମୂତ୍ରନଳୀ ମଧ୍ୟ ସଂକ୍ରମିତ ହୋଇଥିଲା। କିନ୍ତୁ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ଅବନତି ଘଟିବାରୁ ତାଙ୍କୁ ‘ଆଇସିୟୁ’ରେ ରଖାଯାଇଥିଲା । ଆଜି ସେ ଶେଷ ନିଶ୍ୱାସ  ତ୍ୟାଗ କରିଛନ୍ତି।

https://twitter.com/narendramodi/status/1579328957404819457?s=20&t=OKXgRk_g2sDLnVO9Tp_Cmg

ମୁଲାୟମ ସିଂହ ଯାଦବଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି। ମୋଦି ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଜୁରୁରୀକାଳୀନ ପରିସ୍ଥିତିରେ  ମୁଲାୟମ ଜଣେ ଆଗଧାଡ଼ିର ସୈନିକ ଥିଲେ। ୟୁପି  ସହ ଜାତୀୟ ରାଜନୀତିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ମୁଲାୟମ। ଜରୁରୀକାଳୀନ ପରିସ୍ଥିତିରେ ମୁଲାୟମ ଜଣେ ପ୍ରମୁଖ ସୈନିକ ଥିଲେ। ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ମୁଲାୟମ ଦେଶକୁ ସଶକ୍ତ କରିବାରେ ତାଙ୍କ ଭୂମିକା ଅତୁଳନୀୟ। ଜଣେ ସଂଶଦୀୟ ନେତା ଭାବେ ତାଙ୍କର ଭାଗିଦାରି ବେଶ ବଳିଷ୍ଟ ଓ  ରାଷ୍ଟ୍ରର ହିତୋଶୀ ଥିଲା। ଜୟ ପ୍ରକାଶ ନାରାୟଣ, ରାମ ମନୋହର ଲୋହିଆଙ୍କ ଆଦର୍ଶରେ ଅନୁପ୍ରାଣିତ ମୁଲାୟମଙ୍କ ଜନସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। କଂଗ୍ରେସ ଲେଖିଛି ଯେ, ପୂର୍ବରୁ ଭାରତର ପ୍ରତିରକ୍ଷାମନ୍ତ୍ରୀ ଥିବା ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ୍‌ ସିଂହ ଯାଦବଙ୍କ ବିୟୋଗ ଭାରତୀୟ ରାଜନୀତି ନିମନ୍ତେ ବିରାଟ କ୍ଷତି। ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଓ ତାଙ୍କ ପରିବାର ବର୍ଗଙ୍କୁ ସାମର୍ଥ୍ୟ ଦିଅନ୍ତୁ।

ଉତ୍ତର ପ୍ରଦେଶ ବିଧାନସଭା ବାଚସ୍ପତି ସତୀଶ ମହନା ଶୋକବାର୍ତ୍ତାରେ ଲେଖିଛନ୍ତି ଯେ, ବଡ଼ ଦୁଃଖଦାୟକ ଖବର। ସେ ଥିଲେ ଏ ମାଟିର ସନ୍ତାନ। ନିକଟରେ ମୁଁ ମେଦାନ୍ତକୁ ଯାଇ ଅଖିଳେଶଙ୍କୁ ଭେଟିଥିଲି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି ବୋଲି ଜାଣି ଫେରିଥିଲି। ଏହା ଆମ ପାଁ ବଡ଼ ଦୁଃଖର ସମୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story