ରାଜଧାନୀରେ ମନା ଡିଜେଲ କାର୍‌

ନୂଆଦିଲ୍ଲୀ: ଏଣିକି ଆଉ ରାଜଧାନୀରେ ଗଡି ପାରିବନି ଡିଜେଲ କାର୍। କେବଳ ବିଏସ୍‌-୬ କାର୍‌କୁ ହିଁ ମିଳିବ ଅନୁମତି। ଲଗାତର ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ପୁରୁଣା ଡିଜେଲ କାର୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବିଏସ୍‌-୬ ମାନକ ତଳେ ଥିବା କାର୍ ଯଦି ଗଡେ ତେବେ ୨୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ଏନେଇ ଦିଲ୍ଲୀ ପରିବହନ ବିଭାଗ ସୂଚନା ଦେଇଛି। ମେସେଜ ଜରିଆରେ କାର୍ ମାଲିକଙ୍କୁ ଏନେଇ ସୂଚିତ କରି ଦିଆଯାଇଛି। ପାଗ […]

diesel-vehicles-ban

diesel-vehicles-ban

Madhupriya Mistry
  • Published: Sunday, 06 November 2022
  • Updated: 06 November 2022, 11:54 AM IST

Sports

Latest News

ନୂଆଦିଲ୍ଲୀ: ଏଣିକି ଆଉ ରାଜଧାନୀରେ ଗଡି ପାରିବନି ଡିଜେଲ କାର୍। କେବଳ ବିଏସ୍‌-୬ କାର୍‌କୁ ହିଁ ମିଳିବ ଅନୁମତି। ଲଗାତର ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ପୁରୁଣା ଡିଜେଲ କାର୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବିଏସ୍‌-୬ ମାନକ ତଳେ ଥିବା କାର୍ ଯଦି ଗଡେ ତେବେ ୨୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ଏନେଇ ଦିଲ୍ଲୀ ପରିବହନ ବିଭାଗ ସୂଚନା ଦେଇଛି।

ମେସେଜ ଜରିଆରେ କାର୍ ମାଲିକଙ୍କୁ ଏନେଇ ସୂଚିତ କରି ଦିଆଯାଇଛି। ପାଗ ଭଲ ନହେବା ପର‌୍ୟ୍ୟନ୍ତ ଭୁଲରେ ଏଭଳି ଯାନ ସହିତ ରାସ୍ତାରେ ଯାଆନ୍ତୁ ନାହିଁ ବୋଲି ଚେତାବନୀ ଦିଆଯାଇଛ। ଏହି ପରି ପରିବହନ ବିଭାଗ ପାଞ୍ଚ ଲକ୍ଷରୁ ଅଧିକ ଗାଡି ମାଲିକଙ୍କ ନିକଟକୁ ମେସେଜ ପଠାଇଛି।

ଦିଲ୍ଲୀ ପରିବହନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦିଲ୍ଲୀରେ ପଞ୍ଜୀକୃତ ଯେତିକି ଗାଡି ଅଛି ତାହା ବିଏସ୍‌-୬ ମାନକ ପୂରଣ କରୁନାହିଁ। ଦିଲ୍ଲୀରେ ପ୍ରଦୂଷଣ ସ୍ତର ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ଏପରି ସ୍ଥିତିରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ବିଏସ୍‌-୬ ଠାରୁ କମ୍ ମାନକ ଥିବା ସମସ୍ତ ଡିଜେଲ କାର୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯଦି ଏହି ନିର୍ଦ୍ଦେଶକୁ ଅବମାନନା କରାଯାଏ ତେବେ ଗାଡି ମାଲିକଙ୍କୁ ୨୦ ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ ବୋଲି କୁହାଯାଇଛି।

ଦିଲ୍ଲୀରେ ଲଗାତର ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏଠାରେ ଗ୍ରୁପ୍‌-୪ ନିୟମ ଲାଗୁ କରିଛନ୍ତି। ଧୂଆଁ ବାହାରୁଥିବା ବିଭିନ୍ନ କାରଖାନା, କନ୍‌ଷ୍ଟ୍ରକସନ୍‌, ଜେନେରେଟ୍ ଆଦିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story