ଦୁଇ ନାଆରେ ଗୋଡ଼ ରଖିଛନ୍ତି ପିକେ ! କଂଗ୍ରେସ ସହ ଦୋସ୍ତି, ବିରୋଧୀ ସହ ଡିଲ !

ନୂଆଦିଲ୍ଲୀ: ଦୁଇ ନାଆରେ ଗୋଡ଼ ରଖିଛନ୍ତି ପିକେ। ଅର୍ଥାତ ଯାହା ସହ ମିତତ୍ରା ସ୍ଥାପନ କରିବାକୁ ଉଚ୍ଛନ ତାରି ବିରୋଧୀ ସହ ଡିଲ କରିଛନ୍ତି। କଂଗ୍ରେସ ସହ ଘନ ଆଲୋଚନା କରିଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିରୋଧୀ ଟିଆରଏସ ସହ ଡିଲ୍‌ କରିଛନ୍ତି। ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ମଧ୍ୟରେ ଆଜି ଦ୍ୱିତୀୟ ଦିନରେ ଆଲୋଚନା ହୋଇଛି। ଗତକାଲି ପ୍ରଶାନ୍ତ କିଶୋର ହାଇଦ୍ରାବାଦରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ […]

PK

PK

Tapas Behera
  • Published: Sunday, 24 April 2022
  • Updated: 24 April 2022, 09:57 PM IST

Sports

Latest News

ନୂଆଦିଲ୍ଲୀ: ଦୁଇ ନାଆରେ ଗୋଡ଼ ରଖିଛନ୍ତି ପିକେ। ଅର୍ଥାତ ଯାହା ସହ ମିତତ୍ରା ସ୍ଥାପନ କରିବାକୁ ଉଚ୍ଛନ ତାରି ବିରୋଧୀ ସହ ଡିଲ କରିଛନ୍ତି। କଂଗ୍ରେସ ସହ ଘନ ଆଲୋଚନା କରିଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିରୋଧୀ ଟିଆରଏସ ସହ ଡିଲ୍‌ କରିଛନ୍ତି।

ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ମଧ୍ୟରେ ଆଜି ଦ୍ୱିତୀୟ ଦିନରେ ଆଲୋଚନା ହୋଇଛି। ଗତକାଲି ପ୍ରଶାନ୍ତ କିଶୋର ହାଇଦ୍ରାବାଦରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ରହିଥିଲେ। ଏହି ଅବସରରେ ଆଜି  ପ୍ରଶାନ୍ତ କିଶୋରଙ୍କ  କମ୍ପାନୀ ଆଇ-ପ୍ୟାକ୍ ସହ  ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଦଳ ଟିଆରଏସ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଛି। ଆସନ୍ତା ବର୍ଷ ବିଧାନ ସଭା ନିର୍ବାଚନ ଥିବା ବେଳେ ଏହି ଚୁକ୍ତି ହୋଇଛି । ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପାଇଁ ପ୍ରଶାନ୍ତ ଟିଆରଏସ ପାଇ ପ୍ରଚାରି କରିବେ।

ନିଜେ ପ୍ରଶାନ୍ତ କିଶୋର କଂଗ୍ରେସର ମିଶିବା ସମ୍ଭାବନା ଦୃଢ଼ୀଭୂତ ହେଉଥିବା ବେଳେ ତାଙ୍କ କମ୍ପାନୀ   ଅଣ କଂଗ୍ରେସ ପାର୍ଟିଙ୍କ ସହିତ ହାତ ମିଲାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି।। ଗତ କିଛି ଦିନରେ ପ୍ରଶାନ୍ତ କିଶୋର ସୋନିଆ ଗାନ୍ଧି ଓ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଅନେକ ପର୍ଯ୍ୟାୟ ବୈଠକ କରିସାରିଲେଣି। ଶନିବାର ସକାଳେ ପିକେ ଚନ୍ଦ୍ରଶେଖର ରାଓଙ୍କ ଘରେ ପହଞ୍ଚିଥିଲେ |

କେବଳ ୨୦୨୩ ବିଧାନସଭା ନିର୍ବାଚନ ନୁହେଁ ବରଂ ୨୦୨୪ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ଉଭୟ(କେସିଆର ଓ ପିକେ)ଙ୍କ ମଧ୍ୟରେ ଆଲୋଚନା ଚାଲିଛି | ତେବେ ବଡ କଥା ଯେ ତେଲେଙ୍ଗାନାରେ ଟିଆରଏସ ଓ କଂଗ୍ରେସ ପରସ୍ପରର ବିରୋଧୀ ହୋଇଥିବାବେଳେ ଚନ୍ଦ୍ରଶେଖରଙ୍କ ବିପକ୍ଷରେ ରାଜନୀତି ପାଇଁ ଖୋଦ ରାହୁଲ ଗାନ୍ଧୀ ରଣନୀତି ପ୍ରସ୍ତୁତ କରୁଛନ୍ତି | ମିଳିଥିବା ସୂଚନା ଅନୁସାରେ ଆଇ-ପ୍ୟାକ୍ ପକ୍ଷରୁ ଟିଆରଏସ୍‌ର ନିର୍ବାଚନ ଅଭିଯାନ ଦାୟିତ୍ୱ ଋଷି ସିଂହଙ୍କ ଉପରେ ନ୍ୟସ୍ତ କରାଯାଇଛି। ଏହି ସୂଚନା ଅନୁସାରେ ଆଗକୁ ଆଇ-ପ୍ୟାକ୍ ଓ ପ୍ରଶାନ୍ତ କିଶୋରଙ୍କ ରାସ୍ତା ଅଲଗା ଅଲଗା ହୋଇପାରେ। ତେବେ ଏପର୍ଯ୍ୟନ୍ତ ପ୍ରଶାନ୍ତ କିଶୋର ଅଥବା ଆଇ-ପ୍ୟାକ୍‌ ପକ୍ଷରୁ କୌଣସି ବୟାନ ଜାରି ହୋଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story