ଟ୍ୱିଟ୍ କରି ଫସିଗଲେ ରାହୁଲ ଗାନ୍ଧୀ! ବିଜେପି ଦାବି କଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ରବିବାର ଦିଲ୍ଲୀ ନାଙ୍ଗଲ ଗାଓଁର ୯ ବର୍ଷର ନାବାଳିକା ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହୋଇଥିଲେ। ଏହାପରେ ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୁରକ୍ଷା ଦୃଷ୍ଟିରୁ ତାଙ୍କ ସୁରକ୍ଷାକର୍ମୀ କାରରୁ ଓହ୍ଲାଇବାକୁ ଦେଇ ନଥିଲେ। ତେଣୁ କାର ଭିତରେ ରାହୁଲ ଗାନ୍ଧୀ ମୃତକଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଆଉ ସେହି ଫଟୋକୁ ରାହୁଲ ଟ୍ୱିଟ୍ କରି ସାର୍ବଜନୀନ କରି ଦେଇଥିଲେ। ଯାହାକି ଏବେ ରାହୁଲଙ୍କ ପାଇଁ ଅଡୁଆ […]

Rahul-Gandhi

Rahul-Gandhi

Subhransu Sekhar
  • Published: Wednesday, 04 August 2021
  • Updated: 04 August 2021, 05:24 PM IST

Sports

Latest News

ନୂଆଦିଲ୍ଲୀ: ରବିବାର ଦିଲ୍ଲୀ ନାଙ୍ଗଲ ଗାଓଁର ୯ ବର୍ଷର ନାବାଳିକା ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହୋଇଥିଲେ। ଏହାପରେ ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୁରକ୍ଷା ଦୃଷ୍ଟିରୁ ତାଙ୍କ ସୁରକ୍ଷାକର୍ମୀ କାରରୁ ଓହ୍ଲାଇବାକୁ ଦେଇ ନଥିଲେ। ତେଣୁ କାର ଭିତରେ ରାହୁଲ ଗାନ୍ଧୀ ମୃତକଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଆଉ ସେହି ଫଟୋକୁ ରାହୁଲ ଟ୍ୱିଟ୍ କରି ସାର୍ବଜନୀନ କରି ଦେଇଥିଲେ। ଯାହାକି ଏବେ ରାହୁଲଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। କାରଣ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ପୀଡ଼ିତାଙ୍କ ପରିବାରର ପରିଚୟ କୌଣସି ବ୍ୟକ୍ତି ସାର୍ବଜନୀନ କରିପାରିବେ ନାହିଁ।

ତେବେ ରାହୁଲ ଗାନ୍ଧୀଙ୍କ ଟ୍ୱିଟକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିଜେପି ମୁଖପାତ୍ର ସମ୍ୱିତ ପାତ୍ର ଏବେ ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଜାତୀୟ ବାଳ ସଂରକ୍ଷଣ ଆୟୋଗ ନିଜ ଆଡୁ ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରୁ ବୋଲି ସମ୍ୱିତ କହିଛନ୍ତି। ଏଥିସହ ରାହୁଲ ପୋକ୍ସୋ ଆକ୍ଟର ଧାରା ୨୩ ଏବଂ ଜୁଭେନାଇଲ ଜଷ୍ଟିସ କେୟାରର ସେକ୍ସନ ୭୪କୁ ଉଲ୍ଲଂଘନ କରିଛନ୍ତି ବୋଲି ସମ୍ଵିତ କହିଛନ୍ତି।

ସମ୍ୱିତ ପାତ୍ର ଆହୁରି କହିଥିଲେ ଦୁଷ୍କର୍ମ ମାମଲାକୁ ନେଇ ରାଜନୀତି ହେବା ଠିକ୍ ନୁହେଁ। ଯଦି ଜଣେ ରାଜସ୍ଥାନ, ଛତିଶଗଡ଼ ଏବଂ ମହାରାଷ୍ଟ୍ରରେ ହେଉଥିବା ଦୁଷ୍କର୍ମ ମାମଲାରେ ନିରବ ରହୁଛି ଦିଲ୍ଲୀ ଏବଂ ଅନ୍ୟ ରାଜ୍ୟରେ କେବଳ ମୁହଁ ଖୋଲୁଛି ତାହେଲେ ଏହା ଅନ୍ୟାୟ।

[caption id="attachment_664256" align="aligncenter" width="650"] ମୃତ ପୀଡ଼ିତାଙ୍କ ପରିବାରକୁ ଭେଟିଲେ ରାହୁଲ[/caption]

ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି। ସେ କହିଛନ୍ତି, ‘ଆଜି ମୁଁ ଜଘନ୍ୟ ଅପରାଧର ଶିକାର ମୃତ ବାଳିକାର ପରିବାର ଲୋକଙ୍କୁ ଭେଟିଛି। ଛୋଟ ମୃତ୍ୟୁର ଯେଉଁ କ୍ଷତି ଘଟିଛି ତାର କ୍ଷତି ପୂରଣ କରି ହେବନି। କିନ୍ତୁ ଦିଲ୍ଲୀ ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିସହ ମାଜ୍ରିଷ୍ଟ୍ରେଟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଦିଲ୍ଲୀ ସରକାର ମୃତକଙ୍କ ପରିବାରକୁ ଜଣେ ଭଲ ଓକିଲ ଯୋଗାଇ ଦେବେ। ଯେମିତି ଶୀଘ୍ର ନ୍ୟାୟ ମିଳିବ’।

ଦକ୍ଷିଣ ଦିଲ୍ଲୀ ଡିସିପି ଇଙ୍ଗିତ ପ୍ରତାପ ସିଂହ କହିଛନ୍ତି ମୃତ ନାବାଳିକା ଶବର ବ୍ୟବଚ୍ଛେଦ ହୋଇଛି। ହେଲେ ମୃତ୍ୟୁ କେମିତି ହୋଇଛି ଏହାର କାରଣ ଜଣାପଡ଼ିନାହିଁ। ଖୁବଶୀଘ୍ର ଶବକୁ ପରିବାର ଲୋକଙ୍କ ହସ୍ତାନ୍ତର କରାଯିବ। ଆଉ ଅନ୍ତିମ ସଂସ୍କାର ପ୍ରକ୍ରିୟା ହେବ। ଏହା ବ୍ୟତୀତ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ଘରକୁ ଯାଇ ପ୍ରମାଣ ନେଇଛି। କେବଳ ଏତିକି ନୁହେଁ ଅଭିଯୁକ୍ତର ଶରୀରରୁ ପ୍ରମାଣ ମଧ୍ୟ ସଂଗ୍ରହ କରିଛି। ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ କୋର୍ଟରୁ ଦାବି କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story