ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିବି: ରାହୁଲ

ନୂଆଦିଲ୍ଲୀ: ‘ଘୃଣାର ବଜାରରେ ପ୍ରେମ ଦୋକାନ ଖୋଲିବାକୁ ଆସିଛି। ଆପଣ ମଧ୍ୟ ନିଜର ପ୍ରେମର ଛୋଟ ଦୋକାନ ଖୋଲନ୍ତୁ। ନିର୍ବାଚିତ ହୋଇଥିବା ଲୋକେ ଘୃଣା ବିସ୍ତାର କରୁଛନ୍ତି।’ ଆଜି ଦିଲ୍ଲୀରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ପ୍ରବେଶ କରିବା ପରେ ଏଭଳି କିଛି କହି ସରକାରକୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆଜି ଦିଲ୍ଲୀରେ ଏଣ୍ଟ୍ରି କରିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା। ବଦରପୁରରେ ପତାକା ହସ୍ତାନ୍ତର ଉତ୍ସବ ପରେ ରାହୁଲ୍ ଗାନ୍ଧୀଙ୍କ ନେତୃତ୍ୱାଧୀନ […]

Rahul gandhi

Rahul gandhi

Madhupriya Mistry
  • Published: Saturday, 24 December 2022
  • Updated: 24 December 2022, 10:24 AM IST

Sports

Latest News

ନୂଆଦିଲ୍ଲୀ: ‘ଘୃଣାର ବଜାରରେ ପ୍ରେମ ଦୋକାନ ଖୋଲିବାକୁ ଆସିଛି। ଆପଣ ମଧ୍ୟ ନିଜର ପ୍ରେମର ଛୋଟ ଦୋକାନ ଖୋଲନ୍ତୁ। ନିର୍ବାଚିତ ହୋଇଥିବା ଲୋକେ ଘୃଣା ବିସ୍ତାର କରୁଛନ୍ତି।’ ଆଜି ଦିଲ୍ଲୀରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ପ୍ରବେଶ କରିବା ପରେ ଏଭଳି କିଛି କହି ସରକାରକୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ଆଜି ଦିଲ୍ଲୀରେ ଏଣ୍ଟ୍ରି କରିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା। ବଦରପୁରରେ ପତାକା ହସ୍ତାନ୍ତର ଉତ୍ସବ ପରେ ରାହୁଲ୍ ଗାନ୍ଧୀଙ୍କ ନେତୃତ୍ୱାଧୀନ ‘ଭାରତ ‌ଯୋଡ଼ୋ ଯାତ୍ରା’ ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରବେଶ କରିଛି। ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅନୀଲ ଚୌଧୁରୀ ଓ ଦଳୀୟ କର୍ମୀମାନେ ରାହୁଲ୍ ଗାନ୍ଧୀ ଓ ଅନ୍ୟ ପଦଯାତ୍ରୀଙ୍କୁ ସ୍ୱାଗତ କରିଥିଲେ।

ଦିଲ୍ଲୀରେ ପ୍ରବେଶ କରିବା ପରେ ଦିଲ୍ଲୀବାସୀଙ୍କୁ ରାହୁଲ୍ ଗାନ୍ଧୀ କହିଛନ୍ତି, କେତେକ ବ୍ୟକ୍ତି ଘୃଣାର ପ୍ରସାର କରୁଛନ୍ତି। ପ୍ରତ୍ୟେକ ରାଜ୍ୟରେ ଲକ୍ଷ ଲକ୍ଷ ଜନତା ଯାତ୍ରାରେ ଯୋଗ ଦେଇଛନ୍ତି। ଆମେ ୩ ହଜାର କିଲୋମିଟରରୁ ବି ଅଧିକ ଚାଲି ସାରିଲୁଣି । କିନ୍ତୁ ଏବେବି ମୁ ଥକିନି। ଆପଣମାନଙ୍କ ‘ଘୃଣା ବଜାର’ରେ ଆମେ ପ୍ରେମର ଦୋକାନ ଖୋଲିବୁ ବୋଲି ମୁଁ ‘ଆର୍‌ଏସ୍‌ଏସ୍‌-ବିଜେପି’ ଲୋକଙ୍କୁ କହିଛି। ନିର୍ବାଚିତ ହୋଇଥିବା ଲୋକେ ମଧ୍ୟ ଘୃଣାର ପ୍ରସାର କରୁଛନ୍ତି।

ଆମେ ଯୁଆଡ଼େ ଗଲୁ, ଆମକୁ ଭଲପାଇବା ମିଳିଲା। ଏହି ଯାତ୍ରା ଭୟ, ଘୃଣା, ବେକାରୀ ଏବଂ ମୁଦ୍ରାସ୍ଫୀତି ବି‌ପକ୍ଷରେ। ‘ଆର୍‌ଏସ୍‌ଏସ୍‌’ ଭୟ ପ୍ରସାର କରିବା ପରେ ତାକୁ ଘୃଣାରେ ପରିଣତ କରୁଛି। ଆମେ ଘୃଣା ପ୍ରସାର କରୁ ନ ଥିବାରୁ ଭୟ କରନ୍ତୁ ନାହିଁ ବୋଲି ସେ କହିଛନ୍ତି। ସେ ସରକାରକୁ ଟାର୍ଗେଟ୍ କରି କହିଛନ୍ତି, ଏହି ଯାତ୍ରାକୁ ଅଟକାଇବା ପାଇଁ ନାନା ବାହାନା ଖୋଜୁଛନ୍ତି ସରକାର କିନ୍ତୁ ଆମେ ଅଟକିବୁ ନାହିଁ।

ଋାହୁଲ ଆହୁରି କହିଛନ୍ତି, ଘୃଣା ବିରୋଧରେ ଏହି ଯାତ୍ରା। ଭାରତ ଯୋଡ଼ୋ ଯାତ୍ରାରେ କେବଳ ଭଲପାଇବା ଓ ଅହିଂସା ରହିଛି। ଏହି ଯାତ୍ରା କନ୍ୟାକୁମାରୀରୁ କଶ୍ମୀରକୁ ଯିବ। ସେଠାରେ ଆମେ ତ୍ରିରଙ୍ଗା ଉତ୍ତୋଳନ କରିବୁ। ଜନତାଙ୍କ ଶ୍ରଦ୍ଧା ଓ ଶକ୍ତି ବଳରେ ଆମେ କନ୍ୟାକୁମାରୀରୁ ଚାଲି ଚାଲି ଆସି ଦିଲ୍ଲୀରେ ପହଞ୍ଚିଛୁ।

https://twitter.com/INCIndia/status/1606474743028162560?s=20&t=J2d3qPCV1C-pZpLpRHr_jw

ପୁଲିସ ଆଡ୍‌ଭାଇଜରି ଅନୁସାରେ, ଆଜି ସକାଳ ୬.୩୦ରେ ଦକ୍ଷିଣପୂର୍ବ ଦିଲ୍ଲୀର ବଦରପୁର ସୀମାନ୍ତରେ ଦିଲ୍ଲୀକୁ ପ୍ରବେଶ କରିଥିବା ଯାତ୍ରା ୨୩ କିଲୋମିଟର ଦୂରତାକୁ ଅତିକ୍ରମ କରି ଆଶ୍ରମ ଚୌକ୍ ବାଟ ଦେଇ ଲାଲ୍ କିଲାରେ ଶେଷ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story