ତେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବାରମ୍ୱାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। କରୋନା ମହାମାରୀ ବେଳେ ବାରମ୍ୱାର ତେଲ ଦର ବୃଦ୍ଧି ହେଉଛି। ଏହା ସାଧାରଣ ଲୋକଙ୍କ ପାଇଁ ସମସ୍ୟା ପାଲଟିଛି ବୋଲି ସେ କହିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଏବେ ପେଟ୍ରୋଲ ଦର ସେଞ୍ଚୁରୀ ମାରି ସାରିଛି। କରୋନା ମହାମାରୀ ବେଳେ କିଛି ଜୀବିକା ହରାଇଛନ୍ତି ତ ଆଉ କିଛି ବ୍ୟକ୍ତିଙ୍କର ରୋଜଗାର କମିଛି। ଏଭଳି […]

ashok-gehlot

ashok-gehlot

Subhransu Sekhar
  • Published: Sunday, 30 May 2021
  • Updated: 30 May 2021, 07:41 PM IST

Sports

Latest News

ନୂଆଦିଲ୍ଲୀ: ବାରମ୍ୱାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। କରୋନା ମହାମାରୀ ବେଳେ ବାରମ୍ୱାର ତେଲ ଦର ବୃଦ୍ଧି ହେଉଛି। ଏହା ସାଧାରଣ ଲୋକଙ୍କ ପାଇଁ ସମସ୍ୟା ପାଲଟିଛି ବୋଲି ସେ କହିଛନ୍ତି।

ଦେଶର ବିଭିନ୍ନ ରାଜ୍ୟରେ ଏବେ ପେଟ୍ରୋଲ ଦର ସେଞ୍ଚୁରୀ ମାରି ସାରିଛି। କରୋନା ମହାମାରୀ ବେଳେ କିଛି ଜୀବିକା ହରାଇଛନ୍ତି ତ ଆଉ କିଛି ବ୍ୟକ୍ତିଙ୍କର ରୋଜଗାର କମିଛି। ଏଭଳି ସ୍ଥିତିରେ ତେଲ ଦର ବୃଦ୍ଧି ହେବା ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସାଜିଛି ବୋଲି ସେ କହିଛନ୍ତି। ଅଶୋକ ଗେହଲଟ କହିଛନ୍ତି ଯେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ଲଗାଇ ଏକ ତୃତୀୟାଂଶ ଆୟ କରୁଛନ୍ତି।

ସୂଚନାଯୋଗ୍ୟ, ଗତକାଲି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୨୬ ପିଇସା ଓ ଡିଜେଲ ଲିଟର ପିଛା ଦାମ ୨୮ ପିଇସା ମହଙ୍ଗା ହୋଇଥିଲା। ଏହି ବର୍ଦ୍ଧିତ ଦର ପାଇଁ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୯୩.୯୪ ଟଙ୍କା ଓ ଡିଜେଲର ଦର ୮୪.୮୯ ଟଙ୍କା ହୋଇଛି। ଗତକାଲି ଏହାର ଲିଟର ପିଛା ଦାମ ଯଥାକ୍ରମେ ୯୩.୬୮ ଟଙ୍କା ଓ ୮୪.୬୧ ଟଙ୍କା ରହିଥିଲା। ସେହିପରି ବିଭିନ୍ନ ରାଜ୍ୟରେ ତେଲ ଦର ଉପରେ ଟିକସ ଅଲଗା ରହିଥିବାର ପେଟ୍ରୋଲ ଓ ଡିଜେଲ ଦର ଅଲଗା ଅଲଗା ରୁହେ। ଏବେ ରାଜଧାନୀ ମୁମ୍ବାରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ରହିଥିବା ବେଳେ ଡିଜେଲ ଲିଟର ପିଛା ୯୨.୧୭ ଟଙ୍କା ରହିଛି। ସେହିପରି ମଧ୍ୟପ୍ରଦେଶ ଓ ରାଜସ୍ଥାନର ଏକାଧିକ ସହରରେ ପେଟ୍ରୋଲ ଲିଟର ପିଛା ଶତକ ଟପିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story