'ଶିରୋମଣି ଅକାଳି ଦଳ ଓ ଶିବସେନା ବିନା ଏନଡିଏର ଅସ୍ଥିତ୍ୱ ନାହିଁ'

ମୁମ୍ୱାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଦ୍ୱିତୀୟ ଏନଡିଏ ସରକାରରେ ସହଯୋଗୀ ଦଳର ଅସନ୍ତୋଷ ବଢ଼ୁଛି। ଶିବସେନା ପରେ ଶିରୋମଣି ଅକଳି ଦଳ ଏନଡିଏକୁ ବାଏ ବାଏ କରିବା ପରେ ଏଭଳି ମତ ପ୍ରକାଶ ପାଇଛି। ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଭାଗବଣ୍ଟା ନଛିଣ୍ଡିବାରୁ ଏନଡିଏରୁ ଓହରିଥିଲା ଶିବସେନା। ଏବେ କୃଷି ବିଲକୁ ବିରୋଧ କରି ଏନଡିଏରୁ ଓହରିଛି ଶିରୋମଣି ଅକାଳି ଦଳ। ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି। […]

Sanjay

Sanjay

Subhransu Sekhar
  • Published: Sunday, 27 September 2020
  • Updated: 27 September 2020, 02:14 PM IST

Sports

Latest News

ମୁମ୍ୱାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଦ୍ୱିତୀୟ ଏନଡିଏ ସରକାରରେ ସହଯୋଗୀ ଦଳର ଅସନ୍ତୋଷ ବଢ଼ୁଛି। ଶିବସେନା ପରେ ଶିରୋମଣି ଅକଳି ଦଳ ଏନଡିଏକୁ ବାଏ ବାଏ କରିବା ପରେ ଏଭଳି ମତ ପ୍ରକାଶ ପାଇଛି। ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଭାଗବଣ୍ଟା ନଛିଣ୍ଡିବାରୁ ଏନଡିଏରୁ ଓହରିଥିଲା ଶିବସେନା। ଏବେ କୃଷି ବିଲକୁ ବିରୋଧ କରି ଏନଡିଏରୁ ଓହରିଛି ଶିରୋମଣି ଅକାଳି ଦଳ।

ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଯେଉଁ ମିଳିତ ମଞ୍ଚରେ ଶିବସେନା ଏବଂ ଅକାଳି ଦଳ ନାହାନ୍ତି ସେହି ମଞ୍ଚକୁ ଏନଡିଏ ବୋଲି ସେ ଗ୍ରହଣ କରିପାରୁ ନାହାନ୍ତି ବୋଲି ସଞ୍ଜୟ କହିଛନ୍ତି। 

ପଞ୍ଜାବ ଏବଂ ହରିଆଣାର କୃଷକମାନେ ମୋଦି ସରକାର ଆଣିଥିବା କୃଷି ବିଲକୁ ବିରୋଧ କରୁଛନ୍ତି। ଏଥି ସହିତ କଂଗ୍ରେସ ଦଳ କୃଷକଙ୍କ ପ୍ରସଙ୍ଗରେ ଦେଶବ୍ୟାପୀ ପ୍ରଦର୍ଶନ କରିବ ବୋଲି କହି ସାରିଛି। ନିକଟରେ ଶିରୋମଣି ଅକାଳି ଦଳ ମୁଖ୍ୟ ସୁଖବୀର ସିଂ ବାଦଲ କୃଷି ବିଲକୁ ବିରୋଧ କରି ଏନଡିଏ ବିରୋଧରେ କହୁଛନ୍ତି, ସେବେଠାରୁ ଏନଡିଏ ଉପରେ ପ୍ରଶ୍ନ ଉଠିଛି।

ରାଜ୍ୟସଭା ସାଂସଦ ତଥା ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ 'ଶିବସେନା ଏବଂ ଅକାଳି ଦଳ ଏନଡିଏର ପ୍ରମୁଖ ଦଳ। ଶିବସେନା ଏନଡିଏ ଛାଡିବାକୁ ବାଧ୍ୟ ହୋଇଥିଲା, ବର୍ତ୍ତମାନ ଅକାଳି ଦଳ ମଧ୍ୟ ବାଧ୍ୟ ହୋଇଛି। ଏହାରି ଭିତରେ ଏନଡିଏ ନୂଆ ସହଯୋଗୀ ମଧ୍ୟ ପାଇଛି। କିନ୍ତୁ ଯେଉଁ ମଞ୍ଚରେ ଶିବସେନା ଏବଂ ଅକାଳି ଦଳ ନାହାନ୍ତି, ଏହାକୁ ଏନଡିଏ ବୋଲି ସେ ଗ୍ରହଣ କରିପାରୁ ନାହାନ୍ତି ବୋଲି ସେ କହିଛନ୍ତି। ଯେତେବେଳେ ଏନଡିଏରେ ଏହି ଦୁଇ ଦଳ ନାହାନ୍ତି ସେହି ମଞ୍ଚଳୁ ଏନଡିଏ କହିବା ଠିକ୍ ନୁହଁ ବୋଲି ସେ କହିଛନ୍ତି।

ଶିରୋମଣି ଅକାଳି ଦଳ, ବିଜେପି ନେତୃତ୍ୱାଧୀନ ଏନଡିଏରୁ ଓହରିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି, ରାଜନୀତିକ ପରିସ୍ଥିତିକୁ ବୁଝିବା ପରେ ଏନଡିଏରୁ ଶିରୋମଣି ଅକାଳି ଦଳ ଓହରିଛି।

https://twitter.com/AHindinews/status/1310073417585102848

ସେ କହିଛନ୍ତି ଯେ କୃଷି ବିଲ ବିଷୟରେ କୃଷକମାନଙ୍କୁ ବିଶ୍ୱାସ ନକରିବା ପାଇଁ ବିଜେପି ଅକାଳି ଦଳକୁ ଦାୟୀ କରିଛି। ଏହା ପରେ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ବିଜେପି ଅକାଳି ଦଳକୁ ଏକ୍ସପୋଜ କରିଛି। ତେଣୁ ବାଦଲ ପରିବାରର ନେତୃତ୍ୱରେ ଚାଲିଥିବା ଶିରୋମଣି ଅକାଳି ଦଳ ବାଧ୍ୟ ହୋଇ ଏନଡ଼ିଏରୁ ଓହରିଛି। ନିଜ ଚେହେରାକୁ ବଞ୍ଚାଇବାର ସବୁବେଳ ବ୍ୟସ୍ତ ଅକାଳି ଦଳ। ତେଣୁ ରାଜନୀତିକ ଅସୁବିଧାରେ ପଡ଼ିବା ପରେ ଏନଡିଏକୁ ବାଏ ବାଏ କହିଛି ଶିରୋମଣି ଅକାଳି ଦଳ।

ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଶିରୋମଣି ଅକାଳି ଦଳର ସାଂସଦ ହରସମିତ କୌର ଏନଡିଏଠାରୁ ଅଲଗା ହେବା ବିଷୟରେ କହିଛନ୍ତି, ଯଦି ପଞ୍ଜାବ ବାସୀଙ୍କ ଯନ୍ତ୍ରଣା ଏବଂ ବିରୋଧ ପ୍ରଦର୍ଶନ ପଛର କାରଣକୁ ଭାରତ ସରକାର ବୁଝି ପାରିଲେନି। ତେଣୁ ଏନଡିଏରେ ରହିବାର ଆବଶ୍ୟକ ନାହିଁ। ଏବେ ସେହି ଏନଡିଏ ନାହିଁ ଯାହାକୁ ବାଜେପୀୟ ଏବଂ ବାଦଲ ସାହାବ ଆକଳନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story