ରାହୁଲ ଗାନ୍ଧିଙ୍କ ସହ ପଟୁଆର ଯିବାକୁ ସଜବାଜ ! ଇଡି ଅଫିସ ସମ୍ମୁଖରେ ୧୪୪ ଧାରା

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଇଡି ପକ୍ଷରୁ ସମନ ନେଇ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି କଂଗ୍ରେସ। ଆଜି ରାହୁଲ ଗାନ୍ଧି ଇଡିରେ ହାଜର ହେବାକୁ ଥିବା ବେଳେ କଂଗ୍ରେସ ପକ୍ଷରୁ ଇଡି କାର୍ଯ୍ୟାଳୟ ସମ୍ମୁଖରେ ବଡ଼ଧରଣର ବିକ୍ଷୋଭ ପାଇଁ ସଜବାଜ ଆରମ୍ଭ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀର ଇଡି କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଜାରି କରାଯାଇଛି। ତଥାପି ଇଡି ଅଫିସ ଅଭିମୁଖେ ଏକ ବିଶାଳ ରାଲି ଯାତ୍ରା କରିବାକୁ […]

Priyanka and rahul

Priyanka and rahul

Tapas Behera
  • Published: Monday, 13 June 2022
  • Updated: 13 June 2022, 11:50 AM IST

Sports

Latest News

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଇଡି ପକ୍ଷରୁ ସମନ ନେଇ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି କଂଗ୍ରେସ। ଆଜି ରାହୁଲ ଗାନ୍ଧି ଇଡିରେ ହାଜର ହେବାକୁ ଥିବା ବେଳେ କଂଗ୍ରେସ ପକ୍ଷରୁ ଇଡି କାର୍ଯ୍ୟାଳୟ ସମ୍ମୁଖରେ ବଡ଼ଧରଣର ବିକ୍ଷୋଭ ପାଇଁ ସଜବାଜ ଆରମ୍ଭ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀର ଇଡି କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଜାରି କରାଯାଇଛି। ତଥାପି ଇଡି ଅଫିସ ଅଭିମୁଖେ ଏକ ବିଶାଳ ରାଲି ଯାତ୍ରା କରିବାକୁ ଯୋଜନା କରିଛି କଂଗ୍ରେସ। ଅନ୍ୟପଟେ ରାହୁଲ ଗାନ୍ଧିଙ୍କ ବାଷଭବନରେ ପହଞ୍ଚିଛନ୍ତି ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା।

ଆଜି ରାହୁଲ ଗାନ୍ଧି ଜେରାର ସମ୍ମୁଖୀନ ପାଇଁ ଇଡି ଅଫିସ ଯିବାକୁ ଥିବା ବେଳେ ତାଙ୍କ ସହ  ପ୍ରୟଙ୍କା ଗାନ୍ଧି ସାଥି ହୋଇ ଯାଇ ପାରନ୍ତି। ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧି ।  ଏହି ପରିପ୍ରେକ୍ଷୀରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବା ପାଇଁ ଯୋଜନା କରିଛି। ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିବେ ।  ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଆସନ୍ତା ୨୩ତାରିଖରେ ବି ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା ।

ହେଲେ ସୋନିଆ କରୋନା ସଂକ୍ରମିତ ଥିବାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।  ତେବେ ଇଡିରେ ହାଜର ପୂର୍ବରୁ ସବୁ କଂଗ୍ରେସ ସାଂସଦଙ୍କୁ ଦିଲ୍ଲୀ ଡକାଇ କାହିଁକି କଂଗ୍ରେସ ଏହାର ରାଜନୀତି କରୁଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ରାହୁଲ ନାଟକବାଜି ନ କରି ଇଡି ଆଗରେ ହାଜର ହୁଅନ୍ତୁ ଏବଂ ରାଜନୀତି କରି ଆଇନରୁ ଖସିବାକୁ ଚେଷ୍ଟା କରନ୍ତୁନି ବୋଲି ସମ୍ବିତ ଗତକାଲି କହିଥିଲେ ।   ବିଜେପି ନେତା ସୁବ୍ରମନିୟନ୍‌ ସ୍ୱାମୀଙ୍କ ଅଭିଯୋଗ ପରେ ନ୍ୟାଶନାଲ ହେରାଲ୍ଡ ମାମଲା ସାମ୍ନାକୁ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story