ହତ୍ୟା ପୂର୍ବରୁ ଶ୍ରଦ୍ଧାଙ୍କ ସହ ଝଗଡ଼ା କରିଥିଲା ଅଫତାବ, ମିଳିଲା ବଡ଼ ପ୍ରମାଣ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ୱକର ହତ୍ୟା ମାମଲାରେ ପୁଲିସ ହାତରେ ଲାଗିଛି ବଡ ପ୍ରମାଣ। ପୁଲିସକୁ ଅଭିଯୁକ୍ତ ଅଫତାବ ଅମୀନ ପୁନାୱାଲାର ଏକ ଅଡିଓ କ୍ଲିପ୍ ମିଳିଛି। ହତ୍ୟା ପୂର୍ବରୁ ଶ୍ରଦ୍ଧାଙ୍କ ସହ ଝଗଡା କରିଥିଲା ଅଫତାବ। କେବଳ ସେତିକି ନୁହେଁ ଶ୍ରଦ୍ଧାଙ୍କୁ ଅଫତାବ ନିର୍ଯାତନା ମଧ୍ୟ ଦେଇଥିଲା। ସାମ୍ନାକୁ ଆସିଥିବା ଏହି ଅଡ଼ିଓ କ୍ଲିପ୍‌ରେ ଶୁଣିବାକୁ ମିଳିଛି। ଏହି ଅଡିଓ କ୍ଲିପ୍ ଉକ୍ତ ବୀଭତ୍ସ ହତ୍ୟାକାଣ୍ଡର କାରଣ ଦର୍ଶାଇବାରେ ଖୁବ୍ ସହାୟକ ହେବ […]

shraddha-murder-case

shraddha-murder-case

Madhupriya Mistry
  • Published: Monday, 26 December 2022
  • Updated: 26 December 2022, 01:35 PM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ୱକର ହତ୍ୟା ମାମଲାରେ ପୁଲିସ ହାତରେ ଲାଗିଛି ବଡ ପ୍ରମାଣ। ପୁଲିସକୁ ଅଭିଯୁକ୍ତ ଅଫତାବ ଅମୀନ ପୁନାୱାଲାର ଏକ ଅଡିଓ କ୍ଲିପ୍ ମିଳିଛି। ହତ୍ୟା ପୂର୍ବରୁ ଶ୍ରଦ୍ଧାଙ୍କ ସହ ଝଗଡା କରିଥିଲା ଅଫତାବ। କେବଳ ସେତିକି ନୁହେଁ ଶ୍ରଦ୍ଧାଙ୍କୁ ଅଫତାବ ନିର୍ଯାତନା ମଧ୍ୟ ଦେଇଥିଲା। ସାମ୍ନାକୁ ଆସିଥିବା ଏହି ଅଡ଼ିଓ କ୍ଲିପ୍‌ରେ ଶୁଣିବାକୁ ମିଳିଛି।

ଏହି ଅଡିଓ କ୍ଲିପ୍ ଉକ୍ତ ବୀଭତ୍ସ ହତ୍ୟାକାଣ୍ଡର କାରଣ ଦର୍ଶାଇବାରେ ଖୁବ୍ ସହାୟକ ହେବ ବୋଲି ପୁଲିସ ବିଚାର କରୁଛି। ଦିଲ୍ଲୀ ଅଦାଲତଙ୍କ ଆଦେଶ ପରେ ‘ସିବିଆଇ’ର ଫୋରେନ୍‌ସିକ୍ ଟିମ୍ ଆଜି ଆଫ୍‌ତାବ୍‌ଙ୍କ ଭଏସ୍ ଟେଷ୍ଟ କରିବ। ଏହାପରେ ତଦନ୍ତକାରୀ କର୍ତ୍ତୃପକ୍ଷ ଉକ୍ତ କଣ୍ଠସ୍ୱର ନମୁନାକୁ ସଂଗୃହୀତ ଅଡିଓ କ୍ଲିପ୍ ସହିତ ମେଳାଇବା ପରେ ମାମଲା ସଂକ୍ରାନ୍ତରେ କିଛି ନୂଆ ସୁରାକ୍ ପାଇବ।

ନଭେମ୍ବର ୨୬ରୁ ବିଚାର ବିଭାଗୀୟ ହାଜତରେ ଥିବା ଅଫ୍‌ତାବ୍ ଆହୁରି ୧୪ ଦିନ ଜେଲ୍‌ରେ ରହିବ । ତା’ର ବିଚାର ବିଭାଗୀୟ ହାଜତ ମିଆଦକୁ ବୃଦ୍ଧି କରାଯାଇଛି। ତେବେ ଏହାରବିରୋଧରେ ଅଫତାବ୍‌ଙ୍କ ଓକିଲଙ୍କ ଯୁକ୍ତି ସତ୍ତ୍ୱେ ଅଦାଲତ କହିଛନ୍ତି ଯେ, କେବଳ ‘ନାର୍କୋ ଆନାଲିସିସ୍‌’, ‘ବ୍ରେନ୍ ମ୍ୟାପିଙ୍ଗ୍‌’ ଏବଂ ‘ପଲିଗ୍ରାଫି’ ପାଇଁ ଅଭିଯୁକ୍ତଙ୍କ ସମ୍ମତି ଆବଶ୍ୟକ।

ମେଟ୍ରୋ ପିଲିଟାନ୍ ମାଜିଷ୍ଟ୍ରେଟ୍ ବିଜୟଶ୍ରୀ ରାଠୋର୍ କହିଛନ୍ତି, ଅଭିଯୁକ୍ତ ତଦନ୍ତରେ ସହଯୋଗ କରୁ ନ ଥିବା କାରଣରୁ ଅପରାଧ ଓ ଅପରାଧୀକୁ ଛାଡ଼ି ଦିଆଯାଇ ପାରିବ ନାହିଁ। ତେଣୁ, କଣ୍ଠସ୍ୱର ନମୁନା ପରୀକ୍ଷା ନିମନ୍ତେ ଅନୁମତି ପାଇବାକୁ ତଦନ୍ତକାରୀ ଅଧିକାରୀ ଆଗତ କରିଥିବା ଆବେଦନକୁ ମଞ୍ଜୁର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story