ହଠାତ୍ ଭୁଶୁଡ଼ିିଲା ପଥର ଖଣି, ୮ ଶ୍ରମିକ ମୃତ

ନୂଆଦିଲ୍ଲୀ: ଅଚାନକ ଭୁଶୁଡିଗଲା ପଥର ଖଣି। ମାଟି ତଳେ ଦବି ଗଲେ ୧୨ ଶ୍ରମିକ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଆଉ ୪ ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମିଜୋରାମରେ ସୋମବାର ଏଭଳି କିଛି ଦୁର୍ଘଟଣା ଘଟିଛି। ସୋମବାର ଅପରାହ୍ନ ପ୍ରାୟ ୩ଟାରେ ଦକ୍ଷିଣ ମିଜୋରାମର ହନାଥିଆଲ ଜିଲ୍ଲାରେ ଏହି ଘଟଣା ଘଟିଛି। ମୌଦାଢ ଗାଁ ନିକଟସ୍ଥ ଏବିସିଆଇ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡ୍‌ର କିଛି ଶ୍ରମିକ ପଥର ଖୋଦେଇ କାମ […]

stone-mine-collapses

stone-mine-collapses

Madhupriya Mistry
  • Published: Tuesday, 15 November 2022
  • Updated: 15 November 2022, 08:18 AM IST

Sports

Latest News

ନୂଆଦିଲ୍ଲୀ: ଅଚାନକ ଭୁଶୁଡିଗଲା ପଥର ଖଣି। ମାଟି ତଳେ ଦବି ଗଲେ ୧୨ ଶ୍ରମିକ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଆଉ ୪ ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମିଜୋରାମରେ ସୋମବାର ଏଭଳି କିଛି ଦୁର୍ଘଟଣା ଘଟିଛି।

ସୋମବାର ଅପରାହ୍ନ ପ୍ରାୟ ୩ଟାରେ ଦକ୍ଷିଣ ମିଜୋରାମର ହନାଥିଆଲ ଜିଲ୍ଲାରେ ଏହି ଘଟଣା ଘଟିଛି। ମୌଦାଢ ଗାଁ ନିକଟସ୍ଥ ଏବିସିଆଇ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡ୍‌ର କିଛି ଶ୍ରମିକ ପଥର ଖୋଦେଇ କାମ କରୁଥିଲେ। ଏତିକି ବେଳେ ପଥର ଖଣିର କିଛି ଅଂଶ ଭୁଶୁଡିବାକୁ ଲାଗିଥିଲା। ଫଳରେ ପଥର ଓ ମାଟି ଅତଡା ତଳେ ୧୨ ଜଣ ଶ୍ରମିକ ଦବି ଯାଇଥିବା କୁହାଯାଉଛି। ଶ୍ରମିକଙ୍କ ସମେତ ଖନନ କାର୍ଯ୍ୟରେ ବ୍ୟବହାର ହୋଇଥିବା ଅନେକ ମେସିନ୍ ମଧ୍ୟ ଦବି ଯାଇଛି।

ଖବର ପାଇ ଏସ୍‌ଡିଆର୍‌ଏଫ୍‌, ବିଏସ୍‌ଏଫ୍ ଓ ଆସାମ ରାଇଫଲସ୍‌ର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ୮ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। କିଛି ଶ୍ରମିକଙ୍କ ଖଣ୍ଡ ବିଖଣ୍ଡିତ ଶରୀର ମାଟି ତଳୁ ମିଳିଥିବା କୁହାଯାଉଛି। ଏବେବି ଆଉ ୪ ଜଣ ଶ୍ରମିକ ନିଖୋଜ ଅଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଜାରି ରହିଛି। ଏଠାରେ କାମ କରୁଥିବା ସମସ୍ତ ଶ୍ରମିକ ବିହାରର ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story