ଧାରା ୩୭୦  ଉଚ୍ଛେଦ ମାମଲା: ଖରା ଛୁଟି ପରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଜମ୍ମୁ କଶ୍ମୀରରରୁ ଧାରା ୩୭୦ ଉଚ୍ଛେଦ ବିରୋଧରେ ହୋଇଥିବା ମାମାଲାର ଶୁଣାଣି ଖରା ଛୁଟି ପରେ ହୋଇପାରେ। କେନ୍ଦ୍ର ସରକାରଙ୍କ ଏହି ନଷ୍ପତ୍ତିକୁ ଚାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି ଆସନ୍ତା ମେ୨୩ ରୁ ଜୁଲାଇ ୧୧ ମଧ୍ୟରେ ହୋଇପାରେ। ସୋମବାର ବରିଷ୍ଠ ଓକିଲ ଶେଖର ନାଫଡେ ମାମଲା ସମ୍ପର୍କରେ ସୁପ୍ରିମକୋର୍ଟର ପ୍ରଧାନ ବିଚାପତି ଏନଭି ରମଣଙ୍କ ଦ୍ୱାରା ଗଠିତ ବେଞ୍ଚ ସାମ୍ନାରେ ଉପସ୍ଥାପନ କରିଥିଲେ।  ଜମ୍ମୁ କଶ୍ମୀର ମାମଲାର ତୁରନ୍ତ ଶୁଣାଣି ପାଇଁ […]

supreme court

supreme court

Tapas Behera
  • Published: Monday, 25 April 2022
  • Updated: 25 April 2022, 12:41 PM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଜମ୍ମୁ କଶ୍ମୀରରରୁ ଧାରା ୩୭୦ ଉଚ୍ଛେଦ ବିରୋଧରେ ହୋଇଥିବା ମାମାଲାର ଶୁଣାଣି ଖରା ଛୁଟି ପରେ ହୋଇପାରେ। କେନ୍ଦ୍ର ସରକାରଙ୍କ ଏହି ନଷ୍ପତ୍ତିକୁ ଚାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି ଆସନ୍ତା ମେ୨୩ ରୁ ଜୁଲାଇ ୧୧ ମଧ୍ୟରେ ହୋଇପାରେ। ସୋମବାର ବରିଷ୍ଠ ଓକିଲ ଶେଖର ନାଫଡେ ମାମଲା ସମ୍ପର୍କରେ ସୁପ୍ରିମକୋର୍ଟର ପ୍ରଧାନ ବିଚାପତି ଏନଭି ରମଣଙ୍କ ଦ୍ୱାରା ଗଠିତ ବେଞ୍ଚ ସାମ୍ନାରେ ଉପସ୍ଥାପନ କରିଥିଲେ।  ଜମ୍ମୁ କଶ୍ମୀର ମାମଲାର ତୁରନ୍ତ ଶୁଣାଣି ପାଇଁ ସେ କୋର୍ଟଙ୍କୁ ନିବେଦନ କରିଥିଲେ। ତେବେ ମାମଲାକୁ ଅନୁଧ୍ୟାନ କରି ପ୍ରଧାନ ବିଚାରପତି କହିଥିଲେ ଯେ, ଏହା ହେଉଛି ୫ ଜଣିଆ ବିଚାରପତିଙ୍କ ବେଞ୍ଚର ପ୍ରସଙ୍ଗ।

ମୁଁ ଅନ୍ୟ ବିଚାରପତିମାନଙ୍କୁ ମାମଲାର ଶୁଣାଣି ପାଇଁ କହିବି। ତେବେ ଖରା ଛୁଟି ପରେ ମାମଲାକୁ ବିଚାରକୁ ନିଆଯିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ୨୦୧୯ ଅଗଷ୍ଟ ୫ରେ  ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରାଯିବା ସହ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା। ଏଥିସହ ଜମ୍ମୁ ଏକଂ କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳରେ ଅନ୍ତର୍ଭୃକ୍ତ କରାଯାଥିଲା।

ଭାରତୀୟ ସମ୍ବିଧାନର ଧାରା ୩୫ଏ ସହ ଜଡ଼ିତ ଧାରା ୩୭୦ ଅନୁସାରେ ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରାଯାଥିଲା। ଫଳରେ ଉକ୍ତ ରାଜ୍ୟକୁ ଭାରତୀୟ ସମ୍ବିଧାନରୁ ଏକ  ଅଲଗା ସାମ୍ବିଧାନିକ ମାନ୍ୟତା ମିଳିଥିଲ। କଶ୍ମୀରରେ କେବଳ ସ୍ଥାନୀୟ ବାସିନ୍ଦାଙ୍କୁ ଘର କରିବା ଓ ସରକାରୀ ଚାକିରିରେ ସୁବିଧା ରହିଥିଲା। ସରକାର ଧାରା ୩୭୦ ହଟାଇ ଜମ୍ମୁ-କଶ୍ମୀରକୁ ଏହାର ସ୍ୱତନ୍ତ୍ର ଅଧିକାରରୁ ବଞ୍ଚିତ କରି ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ବୋଲି ବିରୋଧି ଅଭିଯୋଗ କରି ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story