ଏକାଧିକ ମାମଲାରେ ଛନ୍ଦି ହୋଇ ଜୀବନ ହାରିଲେ ବିଜେପି କର୍ମୀ, ମେ’ ୪ରେ ବାହା ହୋଇଥାନ୍ତେ

ହାଇଦ୍ରାବାଦ: ତେଲେଙ୍ଗାନାର ଜଣେ ଭାରତୀୟ ଜନତା ପାର୍ଟି(ବିଜେପି)ର କର୍ମୀ ନିଜକୁ ହତ୍ୟା କରିଛନ୍ତି। ଏକାଧିକ ମାମଲାରେ ଛନ୍ଦି ହୋଇ ଅତିଷ୍ଟ ହେବା ପରେ ଶେଷରେ ଜୀବନ ଚହାରିଛନ୍ତି ସେ।  ଆତ୍ମହତ୍ୟା କରିଥିବା ବିଜେପି କର୍ମୀ ଜଣକ ହେଉଛନ୍ତି ସାମିନେନି ସାଇ ଗଣେଶ ଚୌଧୁରୀ।  ତାଙ୍କର କୌଣସି ଦୋଷ ନଥିଲା ବେଳେ ତାଙ୍କୁ ବିନା କାରଣରେ ୧୬ଟି ମାମଲାରେ ଛନ୍ଦି ଦିଆଯାଇଥିବା ପରିବାର ଲୋକେ ଏବଂ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଫଳରେ ସେ ହତୋତ୍ସାହିତ ହୋଇ ଆତ୍ମହତ୍ୟା […]

BJP

BJP

Tapas Behera
  • Published: Monday, 18 April 2022
  • Updated: 18 April 2022, 11:45 AM IST

Sports

Latest News

ହାଇଦ୍ରାବାଦ: ତେଲେଙ୍ଗାନାର ଜଣେ ଭାରତୀୟ ଜନତା ପାର୍ଟି(ବିଜେପି)ର କର୍ମୀ ନିଜକୁ ହତ୍ୟା କରିଛନ୍ତି। ଏକାଧିକ ମାମଲାରେ ଛନ୍ଦି ହୋଇ ଅତିଷ୍ଟ ହେବା ପରେ ଶେଷରେ ଜୀବନ ଚହାରିଛନ୍ତି ସେ।  ଆତ୍ମହତ୍ୟା କରିଥିବା ବିଜେପି କର୍ମୀ ଜଣକ ହେଉଛନ୍ତି ସାମିନେନି ସାଇ ଗଣେଶ ଚୌଧୁରୀ।  ତାଙ୍କର କୌଣସି ଦୋଷ ନଥିଲା ବେଳେ ତାଙ୍କୁ ବିନା କାରଣରେ ୧୬ଟି ମାମଲାରେ ଛନ୍ଦି ଦିଆଯାଇଥିବା ପରିବାର ଲୋକେ ଏବଂ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଫଳରେ ସେ ହତୋତ୍ସାହିତ ହୋଇ ଆତ୍ମହତ୍ୟା କରିଥିବା କୁହାଯାଇଛି।

ଗଣେଶତେଲେଙ୍ଗାନା ବିଜେପିର କିଶାନ ମଜଦୁର ସଂଘର ସଭାପତି ଥିଲେ। ଗୁରୁବାର ତେଲେଙ୍ଗାନାର ଖମାମ୍‌ ଜିଲ୍ଲାର ୩ଟି ଥାନା ଆଗରେ ଗଣେଷ କୀଟନାଶକ ଔଷଧ ପିଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ବିଜେପି କହିଛି ଯେ, ସମ୍ପୃକ୍ତ ୩ଟି ପୁଲିସ ଷ୍ଟେସନ ଗଣେଶଙ୍କୁ ଧମକାଇ ଉଭୟ ମାନସିକଓ ଶାରୀରିକ ନିର୍ଯାତନା ଦେଉଥିଲେ। ରାଜ୍ୟର ମନ୍ତ୍ରୀ ତଥା  ସ୍ଥାନୀୟ ବିଧାୟକ ପି. ଅଜୟ କୁମାରଙ୍କ ପ୍ରରୋଚନାରେ ପୁଲିସ ଗଣେଶଙ୍କ ଅସହିଷ୍ଣୁ ବ୍ୟବହାର କରୁଥିଲା। ଗଣେଶଙ୍କ ନାମରେ ପୁଲିସ ମିଥ୍ୟା ମାମଲା  ରୁଜୁ କରିଛି। ତାଙ୍କ ମୃତ୍ୟୁ ପରେ ପ୍ରତିବାଦ ସୂରୁପ ବିଜେପି  ଖମାମ୍‌ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିଛି । ମୃତ୍ୟୁ ପାଇଁ ସମ୍ପୃକ୍ତ ମନ୍ତ୍ରୀଙ୍କୁ ଦାୟୀ କରି ତାଙ୍କ କୁଶପୁତ୍ତଳିକା କରାଯାଇଛି। ତେବେ ପରିସ୍ଥିତି ଉତ୍ତେଜନା ଥିବାରୁ ଆନ୍ଦୋଳନକୁ ଭୟ କରି ତେଲେଙ୍ଗାନା ଆଇଟି ମନ୍ତ୍ରୀ   ଖମାମ୍‌ ଜିଲ୍ଲା ଗସ୍ତ ବାତିଲ କରିଛନ୍ତି ।

୩୦ ବର୍ଷୀୟ ଗଣେଶଙ୍କର ଆସନ୍ତା ମେ’ ୪ ତାରିଖରେ ବିବାହ ସ୍ଥିର ହୋଥିଲା।  ରାଜ୍ୟ ବିଜେପି ସଭାପତି ତଥା ଏମପି ବଣ୍ଡି ସଞ୍ଜୟ କୁମାର ଟ୍ୱିଟ୍ କରି ଶୋକ ସନ୍ତପ୍ତ ପରିବାରକୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କ ମୃତ୍ୟୁ ପାଇଁ ଦାୟୀ ଥିବା ଲୋକଙ୍କ ବିରୋଧରେ  ହତ୍ୟା ଉଦ୍ୟମ ଦଫା ଲଗାଇବାକୁ ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story