ନଦୀକୁ ଖସିପଡ଼ିଲା ଟ୍ରାକ୍ଟର, ଥିଲେ ୨୦ ଜଣ

ହାରଦୋଇ: ଚାଷୀଙ୍କୁ ନେଇ ଯାଉଥିବା ବେଳେ ନଦୀକୁ ଖସିପଡ଼ିଲା ଟ୍ରାକ୍ଟର। ଟ୍ରାକ୍ଟରଟିରେ ୨୦ ଜଣ ଚାଷୀ ଥିବା ବେଳେ ସେଥିରୁ ୧୩ ଜଣ ପହଁରି  ଜୀବନ ରକ୍ଷା କରିପାରିଛନ୍ତି। ବାକି ୭ ଜଣଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।  ଆଜି ସକାଳେ ଉତ୍ତରପ୍ରଦେଶର ହାରଦୋଇ ଜିଲ୍ଲାର ଏହି ଅଘଟଣ ଘଟିଛି। ଉଦ୍ଧାର କାର୍ଯ୍ୟ ପରିଚାଳନା କରୁଥିବା ଜିଲ୍ଲା ମାଜିଷ୍ଟ୍ରେଟ୍ ଅବିନାଶ କୁମାର କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କୂଳରେ ୭ ଜଣଙ୍କୁ ଉଦ୍ଧାର ସରିଛି। ବାକି ନିଖୋଜ […]

river

river

Tapas Behera
  • Published: Saturday, 27 August 2022
  • Updated: 27 August 2022, 05:17 PM IST

Sports

Latest News

ହାରଦୋଇ: ଚାଷୀଙ୍କୁ ନେଇ ଯାଉଥିବା ବେଳେ ନଦୀକୁ ଖସିପଡ଼ିଲା ଟ୍ରାକ୍ଟର। ଟ୍ରାକ୍ଟରଟିରେ ୨୦ ଜଣ ଚାଷୀ ଥିବା ବେଳେ ସେଥିରୁ ୧୩ ଜଣ ପହଁରି  ଜୀବନ ରକ୍ଷା କରିପାରିଛନ୍ତି। ବାକି ୭ ଜଣଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।  ଆଜି ସକାଳେ ଉତ୍ତରପ୍ରଦେଶର ହାରଦୋଇ ଜିଲ୍ଲାର ଏହି ଅଘଟଣ ଘଟିଛି। ଉଦ୍ଧାର କାର୍ଯ୍ୟ ପରିଚାଳନା କରୁଥିବା ଜିଲ୍ଲା ମାଜିଷ୍ଟ୍ରେଟ୍ ଅବିନାଶ କୁମାର କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କୂଳରେ ୭ ଜଣଙ୍କୁ ଉଦ୍ଧାର ସରିଛି।

ବାକି ନିଖୋଜ ଲୋକଙ୍କୁ ଖୋଜା ଚାଲିଛି। ଏହି ଚାଷୀମାନେ ନିକଟସ୍ଥ ମଣ୍ଡିରେ କାକୁଡ଼ି ବିକ୍ରି କରି ଫେରୁଥିଲେ।  ତେବେ ପାଲି ଏରିଆରେ ଗରାର ନଦୀର ପୋଲ ରେଲିଂରେ ଟ୍ରାକ୍ଟରଟି ପିଟି ହୋଇ ନଦୀକୁ ଖସିପଡ଼ିଥିଲା । ଫଳରେ ସେଠାରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା।

ଏମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ପୁଲିସ ଓ ରେସକ୍ୟୁଟିମ ପହଞ୍ଚିଥିଲା।  କିନ୍ତୁ ଟ୍ରାକ୍ଟରଟି ଭରା ନଦୀରେ ବୁଡ଼ଯାଇଛି। ଯାହାର ସନ୍ଧାନ ପ୍ରଶାସନ ପାଇପାରି ନାହିଁ। ଟ୍ରାକ୍ଟରଟିକୁ ଉଦ୍ଧାର ପାଇଁ କ୍ରେନ୍‌ ରଖାଯାଇଛି । ଟ୍ରାକ୍ଟର ଭିତରେ ଫସି କିଛି ମୃତାହତ ହୋଇଥିବା ଆଶଙ୍କା କରାଯାଉଛି। ସେପଟେ ଘଟଣାସ୍ଥଳରେ ଚାଷୀଙ୍କ ପରିବାର ସଦସ୍ୟ ପହଞ୍ଚି ଥିବା ବେଳେ କାନ୍ଦ ବୋବାଳି ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story