‘ମୃତବ୍ୟକ୍ତିଙ୍କଠାରୁ କରୋନା ସଂକ୍ରମଣ ଆଶଙ୍କା ବହୁତ କମ୍‌’

ନୂଆଦିଲ୍ଲୀ: ସରକାରଙ୍କ ନିର୍ଦ୍ଦେଶକ୍ରମେ କରୋନା ମୃତକଙ୍କୁ କେହି ଛୁଉଁନାହାନ୍ତି। ସଂକ୍ରମଣ ଭୟରେ ପଲିଥିନ୍‌ ଗୋଡ଼ାଇ ସତର୍କତାର ସହ ଶବ ସତ୍କାର କରାଯାଉଛି। ମୃତକଙ୍କୁ ତାଙ୍କ ପରିବାର ଲୋକେ ଶେଷ ଦର୍ଶନ କରିପାରୁନାହାନ୍ତି। ପରିବାର ଲୋକେ ଯେତେ ଛାତି ଫଟାଇ କାନ୍ଦିଲେ ମଧ୍ୟ ପ୍ରୋଟୋକଲ୍‌ର ବାହାନାରେ ସରକାର ଶବ ସତ୍କାର କରିଦେଉଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ସତରେ କ’ଣ କରୋନା ମୃତକଙ୍କଠାରୁ ଭାଇରସ ବ୍ୟାପୁଛି? ଏହାକୁ ନେଇ ନାନା ଗବେଷଣା ଚାଲିଥିବା ବେଳେ ଏମ୍‌ସର ସର୍ଭେ ରିପୋର୍ଟ […]

covid-death

covid-death

Subhransu Sekhar
  • Published: Friday, 28 May 2021
  • Updated: 28 May 2021, 03:53 PM IST

Sports

Latest News

ନୂଆଦିଲ୍ଲୀ: ସରକାରଙ୍କ ନିର୍ଦ୍ଦେଶକ୍ରମେ କରୋନା ମୃତକଙ୍କୁ କେହି ଛୁଉଁନାହାନ୍ତି। ସଂକ୍ରମଣ ଭୟରେ ପଲିଥିନ୍‌ ଗୋଡ଼ାଇ ସତର୍କତାର ସହ ଶବ ସତ୍କାର କରାଯାଉଛି। ମୃତକଙ୍କୁ ତାଙ୍କ ପରିବାର ଲୋକେ ଶେଷ ଦର୍ଶନ କରିପାରୁନାହାନ୍ତି। ପରିବାର ଲୋକେ ଯେତେ ଛାତି ଫଟାଇ କାନ୍ଦିଲେ ମଧ୍ୟ ପ୍ରୋଟୋକଲ୍‌ର ବାହାନାରେ ସରକାର ଶବ ସତ୍କାର କରିଦେଉଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ସତରେ କ’ଣ କରୋନା ମୃତକଙ୍କଠାରୁ ଭାଇରସ ବ୍ୟାପୁଛି? ଏହାକୁ ନେଇ ନାନା ଗବେଷଣା ଚାଲିଥିବା ବେଳେ ଏମ୍‌ସର ସର୍ଭେ ରିପୋର୍ଟ ଆଖି ଖୋଲିଦେଲା ପରି ତଥ୍ୟ ଦେଇଛି। ଯେଉଁଥିରେ କୁହାଯାଇଛି, ମୃତକଙ୍କ ପାଖରୁ କରୋନା ବ୍ୟାପିବା ସମ୍ଭାବନା ବହୁତ କମ୍। ଏମ୍‌ସର ଏହି ରିପୋର୍ଟ ପରେ କୋଭିଡ୍‌ ମୃତକଙ୍କ ସତ୍କାରକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏମ୍ସ ରିପୋର୍ଟରେ କୁହାଯାଇଛି ଜଣେ ଆକ୍ରାନ୍ତର ମୃତ୍ୟୁ ଘଟିବା ପରେ ତା’ର ନାକ କିମ୍ୱା ପାଟିରେ କରୋନା ଭାଇରସ ରହିବାର ସମ୍ଭାବନା ନାହିଁ। ତେଣୁ ଆକ୍ରାନ୍ତ ଜଣଙ୍କ ଆଖି ବୁଜିବା ପରେ କରୋନା ସଂକ୍ରମିତ ହେବାର ସମ୍ଭାବନା କମ୍ ବୋଲି ଏମ୍ସର ଫରେନସିକ୍ ବିଭାଗର ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି।

ଏହି ସିଦ୍ଧାନ୍ତରେ ଉପନୀତି ହେବା ପାଇଁ ଫରେନସିକ୍ ବିଭାଗ କିଛି ମୃତକଙ୍କ ଉପରେ ପରୀକ୍ଷା କରିଥିଲା। ପାଖାପାଖି ୧୦୦ କରୋନା ମୃତକଙ୍କୁ ନେଇ ପରୀକ୍ଷା କରିଥିଲା ଏମ୍ସ। ଆକ୍ରାନ୍ତଙ୍କ ମୃତ୍ୟୁର ୧୨ରୁ ୨୪ ଘଣ୍ଟା ମଧ୍ୟରେ କରୋନା ପରୀକ୍ଷା କରାଯାଇଥିଲା। ରିପୋର୍ଟରେ ସମସ୍ତଙ୍କର ନେଗେଟିଭ୍ ଆସିଥିଲା। ଏଥିରୁ ସ୍ପଷ୍ଟ ହୋଇଛି ଯେ, କରୋନା ମୃତକଙ୍କ ଶରୀରରୁ ସଂକ୍ରମଣ ଆଶଙ୍କା ବହତ୍ କମ୍ ବୋଲି ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ମାର୍ଚ୍ଚରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଥିଲା କରୋନା ଆକ୍ରାନ୍ତ ମୃତକଙ୍କ ଶରୀରରୁ ଭାଇରସ ସଂକ୍ରମିତ ହେବାର ସମ୍ଭାବନା ରହିଛି। ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରୋଟୋକଲ ଅନୁସାରେ ମୃତକଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଉନି। ଅନ୍ତିମ ସଂସ୍କାର ବେଳେ ପିପିଇ କିଟ୍ ଓ ଗ୍ଲୋଭସ ପରିଧାନ କରିବାକୁ ବାଧ୍ୟତାମୂଳକ କରାଯାଇଛି। କରୋନା ବ୍ୟାପିବା ଭୟରେ ସରକାର ଏପରି ନିଷ୍ପତ୍ତି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story