ପୁଣି ଡରାଇଲା କରୋନା: ଟେଷ୍ଟିଂ ଟ୍ରାକିଂ,ଟ୍ରିଟ୍ ଓ ଟିକାକରଣ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଚୀନରେ କୋଭିଡର ଭୟାବହତାକୁ ଦେଖି ସତର୍କ କେନ୍ଦ୍ର ସରକାର। ପୁଣି ଫେରିଲା କୋଭିଡ୍ ଆଡଭାଇଜରୀ। ସମ୍ଭାବ୍ୟ କରୋନା ଡର ଭିତରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ବୈଠକ ପରେ କେନ୍ଦ୍ର ପକ୍ଷରୁ ଏଇ ଆଡଭାଇଜରୀ ଜାରି କରାଯାଇଛି। ଏହି ଆଡଭାଇଜରୀରେ ପ୍ରିକସନ୍ ଡୋଜ୍ ନେବାକୁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦିଆଯାଇଛି। ଟେଷ୍ଟିଂ, ଟ୍ରାକ୍, ଟ୍ରିଟ୍ ଓ ଭ୍ୟାକ୍ସିନେସନ୍ ଉପରେ ଗୁରୁତ୍ୱ ଦିଆଯାଇଛି। ଆଗକୁ ଉତ୍ସବ ସମୟ ଥିବାରୁ, ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ସାଙ୍ଗକୁ ଗହଳି […]

corona

corona

Madhupriya Mistry
  • Published: Saturday, 24 December 2022
  • Updated: 24 December 2022, 08:52 AM IST

Sports

Latest News

ନୂଆଦିଲ୍ଲୀ: ଚୀନରେ କୋଭିଡର ଭୟାବହତାକୁ ଦେଖି ସତର୍କ କେନ୍ଦ୍ର ସରକାର। ପୁଣି ଫେରିଲା କୋଭିଡ୍ ଆଡଭାଇଜରୀ। ସମ୍ଭାବ୍ୟ କରୋନା ଡର ଭିତରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ବୈଠକ ପରେ କେନ୍ଦ୍ର ପକ୍ଷରୁ ଏଇ ଆଡଭାଇଜରୀ ଜାରି କରାଯାଇଛି।

ଏହି ଆଡଭାଇଜରୀରେ ପ୍ରିକସନ୍ ଡୋଜ୍ ନେବାକୁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦିଆଯାଇଛି। ଟେଷ୍ଟିଂ, ଟ୍ରାକ୍, ଟ୍ରିଟ୍ ଓ ଭ୍ୟାକ୍ସିନେସନ୍ ଉପରେ ଗୁରୁତ୍ୱ ଦିଆଯାଇଛି। ଆଗକୁ ଉତ୍ସବ ସମୟ ଥିବାରୁ, ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ସାଙ୍ଗକୁ ଗହଳି ଏଡ଼ାଇବା, ଗହଳି ଯାଗାରେ ମାସ୍କ ପିନ୍ଧିବା ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ହସ୍ପିଟାଲର ବ୍ୟବସ୍ଥା ସବୁ କିଭଳି ରହିଛି ଜାଣିବାକୁ ଡ୍ରାଏ ରନ୍ କରିବାକୁ ମଧ୍ୟ କୁହାଯାଇଛି। ନୂଆ ଭାରିଏଣ୍ଟ ଚିହ୍ନଟ ପାଇଁ ଜିନମ୍ ସିକୁଏନସିଂ ସାଙ୍ଗକୁ ପ୍ରତିଟି ଲୋକଙ୍କୁ କିଭଳି ଟିକାକରଣ କରାଯାଇ ପାରିବ ସେ ନେଇ ଜିଲ୍ଲାସ୍ତରରେ ଏହି ଅଭିଯାନକୁ ବଢ଼ାଇବାକୁ ନିର୍ଦ୍ଦେଶ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story