ଜୟଲଳିତାଙ୍କ ମୃତ୍ୟୁ ପଛରେ ମୁଁ ଷଡ଼ଯନ୍ତ୍ର କରିନି: ଶଶିକଳା

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଳଳିତା ମୃତ୍ୟୁ ମାମଲାରେ ଏ. ଆରମୁଗାସ୍ୱାମୀ ତଦନ୍ତ କମିଶନ ଦେଇଥିବା ରିପୋର୍ଟକୁ ଖଣ୍ଡନ କରିଛନ୍ତି  ତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା । ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କର କୌଣସି ଭୂମିକା ନାହିଁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କର ଚିକିତ୍ସା ଚାଲିଥିଲା।  ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ବୋଲି ଶଶିକଳା କହିଛନ୍ତି।   ଜୟଲଳିତାଙ୍କ ମୃତ୍ୟୁ ପଛରେ ଅପରାଧିକ ଷଡ଼ୟନ୍ତ୍ର ହୋଇଥିବା ନେଇ ଏହାର ଅଧିକ ତଦନ୍ତ ପାଇଁ […]

sasikala

sasikala

Tapas Behera
  • Published: Wednesday, 19 October 2022
  • Updated: 19 October 2022, 09:40 AM IST

Sports

Latest News

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଳଳିତା ମୃତ୍ୟୁ ମାମଲାରେ ଏ. ଆରମୁଗାସ୍ୱାମୀ ତଦନ୍ତ କମିଶନ ଦେଇଥିବା ରିପୋର୍ଟକୁ ଖଣ୍ଡନ କରିଛନ୍ତି  ତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା । ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କର କୌଣସି ଭୂମିକା ନାହିଁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କର ଚିକିତ୍ସା ଚାଲିଥିଲା।  ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ବୋଲି ଶଶିକଳା କହିଛନ୍ତି।   ଜୟଲଳିତାଙ୍କ ମୃତ୍ୟୁ ପଛରେ ଅପରାଧିକ ଷଡ଼ୟନ୍ତ୍ର ହୋଇଥିବା ନେଇ ଏହାର ଅଧିକ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି ଏ ଆରୁମୁଗାସ୍ୱାମୀ ତଦନ୍ତ କମିଶନ।

୨୦୧୬ ସେପ୍ଟେମ୍ବର ୨୨ରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଜୟଲଳିତାଙ୍କୁ ଭର୍ତ୍ତି କରାଯାଇଥିଲା । ୭୫ ଦିନର ଚିକିତ୍ସା ପରେ ଡିସେମ୍ବର ୫ରେ ତାଙ୍କର ବିୟୋଗ ହୋଇଥିଲା ।  ଏହି ୭୫ ଦିନ ଭିତରେ ଜୟଲଳିତାଙ୍କ ସଂପର୍କରେ କୌଣସି ତଥ୍ୟ ବାହାରକୁ ଆସୁନଥିଲା  । ଜୟଲଳିତାଙ୍କ ମୃତ୍ୟୁ ଉପରେ ତଦନ୍ତ ପାଇଁ  ଏ ଆରୁମୁଗାସ୍ୱାମୀ ତଦନ୍ତ କମିଶନ ଗଠନ ହୋଇଥିଲା ।

ମୃତ୍ୟୁର କାରଣ ସଂପର୍କରେ ଜାଣିବା ପାଇଁ ଗଠନ ହୋଇଥିବା ଜଷ୍ଟିସ ଏ. ଆରମୁଗାସ୍ୱାମୀ ତଦନ୍ତ କମିସନ ରିପୋର୍ଟରେ ଶଶିକଳାଙ୍କୁ ଦାୟୀ କରାଯାଇଛି।  ଏଥିସହିତ ତତ୍କାଳୀନ ମୁଖ୍ୟ ଶାସନ ସଚିବ ରାମ ମୋହନ ରାଓ ଓ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ତଦନ୍ତ ପାଇଁ କମିସନ ସୁପାରିସ କରିଛନ୍ତି । ଆପୋଲୋ ହସ୍ପିଟାଲ ଅନୁଯାୟୀ, ଜୟଲଳିତାଙ୍କ ମୃତ୍ୟୁ ୨୦୧୬ ଡିସେମ୍ବର ୫ ତାରିଖ ରାତି ୧୧ଟା ୩୦ରେ ହୋଇଥିଲା। କିନ୍ତୁ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଡିସେମ୍ବର ୪ ତାରିଖ ଅପରାହ୍ଣ ୩ଟାରୁ ୩ଟା ୫୦ ମଧ୍ୟରେ ଜଳଲଳିତାଙ୍କର ମୃତ୍ୟୁ ହୋଇଥିଲା। ତେଣୁ ମୃତ୍ୟୁ ଘୋଷଣା ବିଳମ୍ବ କରାଯାଇଥିଲା। ମୃତ୍ୟୁ ସମୟକୁ ଏପଟସେପଟ କରିବା ପାଇଁ ଷ୍ଟର୍ଣ୍ଣୋଟୋମି ଓ ସିପିଆର୍ ଆଦି କରାଯାଇଥିଲା। ଉକ୍ତ ରିପୋର୍ଟକୁ କମିସନ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କୁ ଗତ ଅଗଷ୍ଟରେ ହସ୍ତାନ୍ତର କରିଥିଲେ। ଜଳଲଳିତାଙ୍କ ମୃତ୍ୟୁପରେ ତତ୍କାଳୀନ ଏଆଇଡିଏମ୍‌କେ ସରକାରଙ୍କ ଦ୍ୱାରା ଏହି କମିସନ ଗଠନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story