୭ ବର୍ଷରେ ମୋଦି ସରକାରର ସବୁଠୁ ବଡ଼ ସଫଳତା କ'ଣ?

ନୂଆଦିଲ୍ଲୀ: କେନ୍ଦ୍ରର ମୋଦି ସରକାର ଦ୍ୱିତୀୟ ପାଳିର ଦୁଇ ବର୍ଷ ପୂରଣ କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାର କାଠଗଡ଼ାରେ ଛିଡ଼ା ହୋଇଥିବାବେଳେ କିଛି ପଦକ୍ଷେପ ପାଇଁ ଦେଶବାସୀ ପ୍ରଶଂସା ମଧ୍ୟ କରିଛନ୍ତି। କରୋନା ମହାମାରୀ ବେଳେ କିନ୍ତୁ ସରକାର ଏବେ ଅଧିକ ସମାଲୋଚନାର ଶିକାର ହେଉଛନ୍ତି। ଏହାରି ଭିତରେ ଏବିପି ନ୍ୟୁଜ ଓ ସି ଭୋଟର ଏକ ସର୍ଭେ କରିଛି। ଯେଉଁଥିରେ କେନ୍ଦ୍ରର ମୋଦି ସରକାରକୁ ନେଇ ଦେଶବାସୀ କଣ ଚିନ୍ତା କରୁଛନ୍ତି ତାହା ଜଣାପଡ଼ିଛି। […]

Modi

Modi

Subhransu Sekhar
  • Published: Sunday, 30 May 2021
  • Updated: 30 May 2021, 09:13 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରର ମୋଦି ସରକାର ଦ୍ୱିତୀୟ ପାଳିର ଦୁଇ ବର୍ଷ ପୂରଣ କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାର କାଠଗଡ଼ାରେ ଛିଡ଼ା ହୋଇଥିବାବେଳେ କିଛି ପଦକ୍ଷେପ ପାଇଁ ଦେଶବାସୀ ପ୍ରଶଂସା ମଧ୍ୟ କରିଛନ୍ତି। କରୋନା ମହାମାରୀ ବେଳେ କିନ୍ତୁ ସରକାର ଏବେ ଅଧିକ ସମାଲୋଚନାର ଶିକାର ହେଉଛନ୍ତି। ଏହାରି ଭିତରେ ଏବିପି ନ୍ୟୁଜ ଓ ସି ଭୋଟର ଏକ ସର୍ଭେ କରିଛି। ଯେଉଁଥିରେ କେନ୍ଦ୍ରର ମୋଦି ସରକାରକୁ ନେଇ ଦେଶବାସୀ କଣ ଚିନ୍ତା କରୁଛନ୍ତି ତାହା ଜଣାପଡ଼ିଛି।

ଏହି ସର୍ଭେ ବେଳେ କେନ୍ଦ୍ରର ୭ ବର୍ଷ ସରକାରର ସବୁଠୁ ବଡ଼ ଉପଲବ୍ଧ କଣ ବୋଲି ପଚରାଯାଇଥିଲା। ବିଭିନ୍ନ ଲୋକ ଏହାକୁ ନେଇ ନିଜ ନିଜର ମତ ରଖିଛନ୍ତି। ତେବେ ମୋଟ୍ ମତାମତ ଅନୁଯାୟୀ ଦେଶବାସୀ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ରାମ ମନ୍ଦିର ତିଆରି ଆରମ୍ଭ ହେବା, ସିଏଏ ଆଦି ପଦକ୍ଷେପକୁ ପ୍ରଶଂସା କରିବା ସହିତ ସନ୍ତୋଷ ପ୍ରକାଶ କରିଛନ୍ତି।

ଧାରା ୩୭୦

୫୪ ପ୍ରତିଶତ ସହରବାସୀ ଏବଂ ୪୫ ପ୍ରତିଶତ ଗାଁ ଲୋକେ ଧାରା ୩୭୦ ଉଚ୍ଛେଦକୁ ପ୍ରଶଂସା କରିଛନ୍ତି। ଏହା ମୋଦି ସରକାରର ସବୁଠୁ ବଡ଼ ଉପଲବ୍ଧି ବୋଲି ସର୍ଭେରୁ ଜଣାପଡ଼ିଛି। ସେହିପରି ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ସ୍ଥିତି ସ୍ୱାଭାବିକ ହୋଇଛି କି ନାହିଁ ପ୍ରଶ୍ନରେ ଲୋକେ କହିଛନ୍ତି, ୬୭ ପ୍ରତିଶତ ସହରବାସୀ ଏବଂ ଗ୍ରାମାଞ୍ଚଳର ୫୬ ପ୍ରତିଶତ ଲୋକ ସ୍ୱାଭାବିକ ହୋଇଛି ବୋଲି କହିଛନ୍ତି। ସେହିପରି ୧୭ ପ୍ରତିଶତ ସହରବାସୀ ଏବଂ ୨୧ ପ୍ରତିଶତ ଗ୍ରାମାଞ୍ଚଳ ଲୋକ ଏହାକୁ ସମର୍ଥନ କରି ନାହାନ୍ତି।

୫୫ ପ୍ରତିଶତ ସହରବାସୀ ଏବଂ ୪୯ ପ୍ରତିଶତ ଗାଁ ଲୋକେ କହିଛନ୍ତି ଜମ୍ମୁ କଶ୍ମୀର ବିବାଦରେ ସମାଧାନ ହୋଇଛି। ୩୦ ପ୍ରତିଶତ ସହରବାସୀ ଏବଂ ୩୦ ପ୍ରତିଶତ ଗ୍ରାମାଞ୍ଚଳ ବାସୀ ଏହାର ଓଲଟା ମତ ରଖିଛନ୍ତି।

ରାମ ମନ୍ଦିର, ତିନି ତଲାକ, ସିଏଏ

୨୦ ପ୍ରତିଶତ ସହରବାସୀ ଏବଂ ୨୫ ପ୍ରତିଶତ ଗ୍ରାମାଞ୍ଚଳ ବାସୀ ରାମ ମନ୍ଦିରକୁ ମୋଦି ସରକାରର ବଡ଼ ସଫଳତା ବୋଲି କହିଛନ୍ତି। ୫ ପ୍ରତିଶତ ସହରବାସୀ ଏବଂ ୬ ପ୍ରତିଶତ ଗ୍ରାମାଞ୍ଚଳବାସୀ ସିଏଏକୁ ବଡ଼ ସଫଳତା ବୋଲି କହିଛନ୍ତି। ସେହିପରି ୬ ପ୍ରତିଶତ ଗ୍ରାମାଞ୍ଚଳ ବାସୀ ଏବଂ ସହରବାସୀ ତିନି ତଲାକକୁ ବଡ଼ ସଫଳତା ବୋଲି ସର୍ଭେରେ ମତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story