ବଢ଼ୁଛି କରୋନାର ପ୍ରକୋପ, ଚିନ୍ତାରେ WHO

ନୂଆଦିଲ୍ଲୀ: ଚୀନ୍‌ରେ ତାଣ୍ଡବ ରଚିଛି ମହାମାରୀ କରୋନା। ବଢ଼ୁଥିବା ସଂକ୍ରମଣକୁ ନେଇ ଏବେ ପୂରା ବିଶ୍ୱରେ ହାହାକାର ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ପୁଣି ଥରେ ସାରା ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି। ପ୍ରତି ସପ୍ତାହରେ ଚୀନ୍‌ରେ କରୋନାରେ ଆକ୍ରାନ୍ତ ହୋଇ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ଏହାକୁ ଦେଖି ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତଥା ଡବ୍ଲୁଏଚ୍‌ଓ ଚିନ୍ତା ପ୍ରକଟ କରିଛି। ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଟେଡ୍ରୋସ ଅଦନୋମ ଗେବ୍ରିୟେସସ ବୁଧବାର ପୁଣିଥରେ ଚୀନ୍‌କୁ କରୋନା […]

world-health-organization

world-health-organization

Madhupriya Mistry
  • Published: Thursday, 22 December 2022
  • Updated: 22 December 2022, 09:38 AM IST

Sports

Latest News

ନୂଆଦିଲ୍ଲୀ: ଚୀନ୍‌ରେ ତାଣ୍ଡବ ରଚିଛି ମହାମାରୀ କରୋନା। ବଢ଼ୁଥିବା ସଂକ୍ରମଣକୁ ନେଇ ଏବେ ପୂରା ବିଶ୍ୱରେ ହାହାକାର ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ପୁଣି ଥରେ ସାରା ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି। ପ୍ରତି ସପ୍ତାହରେ ଚୀନ୍‌ରେ କରୋନାରେ ଆକ୍ରାନ୍ତ ହୋଇ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ଏହାକୁ ଦେଖି ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତଥା ଡବ୍ଲୁଏଚ୍‌ଓ ଚିନ୍ତା ପ୍ରକଟ କରିଛି।

ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଟେଡ୍ରୋସ ଅଦନୋମ ଗେବ୍ରିୟେସସ ବୁଧବାର ପୁଣିଥରେ ଚୀନ୍‌କୁ କରୋନା ସମ୍ପର୍କିତ ତଥ୍ୟ ମାଗିଛନ୍ତି। ସେ କହିଛନ୍ତି, ଚୀନ୍‌ରେ ବଢ଼ୁଥିବା ସଂକ୍ରମଣ ବେଶ୍ ଚିନ୍ତାଜନକ। ଏଠାକାର ଜିରୋ କୋଭିଡ ପଲିସି ନୀତି ହଟିବା ପରେ କରୋନା ସଂକ୍ରମଣ ଅହେତୁକ ଭାବେ ବଢ଼ି ଚାଲିଛି। ତେଣୁ ଚୀନ୍ ପୂରା ତଥ୍ୟ ସମସ୍ତଙ୍କ ଆଗରେ ରଖିବା ଉଚିତ।

ଡବ୍ଲୁଏଚ୍‌ଓ ମୁଖ୍ୟ କହିଛନ୍ତି, କୋଭିଡ-୧୯ ପରେ ସ୍ଥିତି ଏବେ ପର‌୍ୟ୍ୟନ୍ତ ଆମ ବୁଝିବା ବାହାରେ ରହିଛି। ଦୀର୍ଘ ସମୟ ଧରି ସଂକ୍ରମଣରେ ପୀଡ଼ିତ ଲୋକଙ୍କର ଚିକିତ୍ସା କେମିତି କରାଯିବ ଆମେ ବୁଝିପାରୁନୁ। ମହାମାରୀର ଆରମ୍ଭ କେମିତି ହେଲା ଏହା ବୁଝିବା ପାଇଁ ସଠିକ ଡାଟାର ଆଶ୍ୟକତା ରହିଛି।

କୋଭିଡର ସମସ୍ତ ଡାଟା ଦେବାକୁ ଆମେ ଚୀନ୍‌କୁ ଅନୁରୋଧ କରିଛୁ। ଯଦି ଚୀନ୍ କରୋନା ଉତ୍ପତ୍ତିର ସଠିକ କାରଣ ଜଣାପଡୁନି ତେବେ ପୁଣିଥରେ ଏହି ମହାମାରୀ ସାରା ବିଶ୍ୱରେ ହାହାକାର ସୃଷ୍ଟି କରିପାରେ ବୋଲି ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଆଶଙ୍କା ପ୍ରକଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story