ମଜଭୁତ ହେଉଛି ଭାରତର ଆର୍ଥିକ ସ୍ଥିତି; ଆଗକୁ ଆହୁରି ବଢ଼ିବ

ନୂଆଦିଲ୍ଲୀ: ଭାରତର ଆର୍ଥିକ ସ୍ଥିତି ଦୃଢ଼ ହେଉଛି। ଚଳିତ ଆର୍ଥିକ ବର୍ଷରେ ଏହାର ଅଭିବୃଦ୍ଧି ହାର ୭.୩ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି। ଏହାବାଦ ଆଗାମୀ ୨ ବର୍ଷ ମଧ୍ୟରେ ଏହା ବଢ଼ି ୭.୫ ପ୍ରତିଶତରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ବିଶ୍ୱବ୍ୟାଙ୍କ ନିଜ ରିପୋର୍ଟରେ ଏପରି ଦର୍ଶାଇଛି। ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି, ନୋଟ୍‌ବନ୍ଦୀ ଓ ଜିଏସ୍‌ଟିର ଅସ୍ଥାୟୀ ସମସ୍ୟାରୁ ଭାରତ ମୁକୁଳି ସାରିଛି। ତେବେ ବିଦେଶୀ ସ୍ଥିତି କମ୍‌ ଅନୁକୁଳ ହେବା ଓ କରେଣ୍ଟ […]

india

india

Rakesh Mallick
  • Published: Monday, 08 October 2018
  • Updated: 09 October 2018, 09:59 AM IST

Sports

Latest News

ନୂଆଦିଲ୍ଲୀ: ଭାରତର ଆର୍ଥିକ ସ୍ଥିତି ଦୃଢ଼ ହେଉଛି। ଚଳିତ ଆର୍ଥିକ ବର୍ଷରେ ଏହାର ଅଭିବୃଦ୍ଧି ହାର ୭.୩ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି। ଏହାବାଦ ଆଗାମୀ ୨ ବର୍ଷ ମଧ୍ୟରେ ଏହା ବଢ଼ି ୭.୫ ପ୍ରତିଶତରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ବିଶ୍ୱବ୍ୟାଙ୍କ ନିଜ ରିପୋର୍ଟରେ ଏପରି ଦର୍ଶାଇଛି।
ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି, ନୋଟ୍‌ବନ୍ଦୀ ଓ ଜିଏସ୍‌ଟିର ଅସ୍ଥାୟୀ ସମସ୍ୟାରୁ ଭାରତ ମୁକୁଳି ସାରିଛି।
ତେବେ ବିଦେଶୀ ସ୍ଥିତି କମ୍‌ ଅନୁକୁଳ ହେବା ଓ କରେଣ୍ଟ ଆକାଉଣ୍ଟରେ ଅସନ୍ତୁଳନକୁ ଦେଖି ଆମଦାନୀ, ରପ୍ତାନୀରେ କ୍ଷତି ହୋଇପାରେ ବୋଲି ମଧ୍ୟ ବିଶ୍ୱବ୍ୟାଙ୍କ ଆଶଙ୍କା ପ୍ରକାଶ କରିଛି। ଅଧିକ ଆମଦାନୀ ଓ ଅଶୋଧିତ ତେଲର ଦାମ୍‌ ବୃଦ୍ଧି ଏବଂ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଏହାର କାରଣ ହୋଇପାରେ।
ବିଶ୍ୱବ୍ୟାଙ୍କ ପକ୍ଷରୁ ନିକଟରେ ଦକ୍ଷିଣ ଏସିଆ ରିପୋର୍ଟରେ କୁହାଯାଇଛି, “ଜିଏସ୍‌ଟି ବ୍ୟବସ୍ଥା ସୂଚାରୁରୂପେ ପରିଚାଳିତ ହେବା ଓ ବ୍ୟାଙ୍କରେ ରିକ୍ୟାପିଟାଲାଇଜେସନ ଯୋଗୁ ଭାରତର ଆର୍ଥିକ ସ୍ଥିତିକୁ ଦୃଢ଼ତା ମିଳୁଛି। ଆଗାମୀ ଦିନରେ ଏହା ଆହୁରି ଦୃଢ଼ ହେବ ବୋଲି ଅନୁମାନ କରାଯାଉଛି।”
ରିପୋର୍ଟରେ କୁହାଯାଇଛି ନିଜ ଖର୍ଚ୍ଚ ଓ ରପ୍ତାନୀ ବୃଦ୍ଧି ଯୋଗୁ ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତର ଆର୍ଥିକ ସ୍ଥିତିରେ ଉନ୍ନତି ଘଟି ଅଭିବୃଦ୍ଧି ହାର ୭.୩ ପ୍ରତିଶତରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଆଗାମୀ ଦୁଇବର୍ଷରେ ଏହା ବଢ଼ି ୭.୫ ପ୍ରତିଶତରେ ପହଞ୍ଚିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story