ଭାରତୀୟଙ୍କ ମସ୍ତିଷ୍କ ଅନ୍ୟ ଦେଶ ତୁଳନାରେ ଛୋଟ, ଗବେଷଣାରୁ ହେଲା ସ୍ପଷ୍ଟ

ନୂଆଦିଲ୍ଲୀ : ଭାରତୀୟଙ୍କ ମସ୍ତିଷ୍କ ଅନ୍ୟ ଦେଶର ବ୍ୟକ୍ତିଙ୍କଠାରୁ ଛୋଟ। ଉଚ୍ଚତା, ଚଉଡ଼ା ଓ ଆୟତନରେ ମଧ୍ୟ ଭାରତୀୟଙ୍କ ମସ୍ତିଷ୍କ ଛୋଟ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି। ହାଇଦ୍ରାବାଦ୍‌ର ସ୍ଥିତ ଇଣ୍ଟର୍ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ପକ୍ଷରୁ ପ୍ରଥମଥର ପାଇଁ ଭାରତୀୟଙ୍କ ବ୍ରେନ୍‌ ଆଟଲାସ୍‌ ପ୍ରସ୍ତୁତ କରାଯାଇଛି। ଏହି ବ୍ରେନ୍‌ ଆଟଲାସ୍‌ ଦ୍ୱାରା ଅଲ୍‌ଜାଇମର୍‌ ଓ ଡିମେନ୍‌ସିଆ ପରି ଅନ୍ୟ ମସ୍ତିଷ୍କଜନିତ ରୋଗ ଚିହ୍ନଟ କରିବା ସହଜ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଗବେଷଣାରେ ପ୍ରକାଶ ପାଇଥିବା […]

ppp2

ppp2

Puspanjali Panda
  • Published: Tuesday, 29 October 2019
  • Updated: 29 October 2019, 03:59 PM IST

Sports

Latest News

ନୂଆଦିଲ୍ଲୀ : ଭାରତୀୟଙ୍କ ମସ୍ତିଷ୍କ ଅନ୍ୟ ଦେଶର ବ୍ୟକ୍ତିଙ୍କଠାରୁ ଛୋଟ। ଉଚ୍ଚତା, ଚଉଡ଼ା ଓ ଆୟତନରେ ମଧ୍ୟ ଭାରତୀୟଙ୍କ ମସ୍ତିଷ୍କ ଛୋଟ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି। ହାଇଦ୍ରାବାଦ୍‌ର ସ୍ଥିତ ଇଣ୍ଟର୍ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ପକ୍ଷରୁ ପ୍ରଥମଥର ପାଇଁ ଭାରତୀୟଙ୍କ ବ୍ରେନ୍‌ ଆଟଲାସ୍‌ ପ୍ରସ୍ତୁତ କରାଯାଇଛି। ଏହି ବ୍ରେନ୍‌ ଆଟଲାସ୍‌ ଦ୍ୱାରା ଅଲ୍‌ଜାଇମର୍‌ ଓ ଡିମେନ୍‌ସିଆ ପରି ଅନ୍ୟ ମସ୍ତିଷ୍କଜନିତ ରୋଗ ଚିହ୍ନଟ କରିବା ସହଜ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଗବେଷଣାରେ ପ୍ରକାଶ ପାଇଥିବା ଏହି ତଥ୍ୟ ନ୍ୟୁରୋଲୋଜି ଇଣ୍ଡିଆ ନାମରେ ଏକ ମେଡିକାଲ୍‌ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଛି।

ଏହି ଗବେଷଣାରେ କାମ କରୁଥିବା ଜୟନ୍ତୀ ଶିବସ୍ୱାମୀଙ୍କ କହିବା ଅନୁସାରେ ମସ୍ତିଷ୍କ ସହିତ ଜଡ଼ିତ ରୋଗକୁ ମନିଟର୍‌ କରିବା ପାଇଁ ‘ମଣ୍ଟ୍ରିଲ ନ୍ୟୁରୋଲୋଜିକାଲ୍‌ ଇନ୍‌ଷ୍ଟିଟ୍ୟୁଟ୍‌’ ପକ୍ଷରୁ ୧୯୯୩ ମସିହାରେ ପ୍ରଥମ ବ୍ରେନ୍‌ ଆଟଲାସ୍‌ ପ୍ରସ୍ତୁତ କରାଯାଇଥିଲା। ଏହି ଆଟଲାସ୍‌କୁ ସାରା ବିଶ୍ୱରେ ମାନକ ଭାବରେ ବ୍ୟବହାର କରାଯାଉଛି। ଏହି ଆଟଲାସ୍‌କୁ ମସ୍ତିଷ୍କର କୋଷକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି।

ଜୟନ୍ତୀ ଆହୁରି ମଧ୍ୟ କହିଛନ୍ତି, ଏହି ଗବେଷଣା ସହିତ ଜଡ଼ିତ ପ୍ରାମାଣ ଆମ ପାଖରେ ରହିଛି। ଯେଉଁଥିରୁ ପ୍ରମାଣିତ ହୋଇଛି ଯେ ବ୍ରେନ୍‌ ଷ୍ଟ୍ରକଚର୍‌ ଓ ଏହା ସହିତ ଜଡ଼ିତ ଥିବା ରୋଗକୁ ଗବେଷଣା କରିବା ପାଇଁ ଏକ ବଡ଼ ଆଟଲାସ୍‌ର ଆବଶ୍ୟକତା ରହିଛି। ଏହି ଆଟଲାସ୍ ଯୋଗେ ମସ୍ତିଷ୍କର ଅଲଗା ଅଲଗା ସାଇଜ୍‌ ମଧ୍ୟରୁ କେଉଁ ଭାଗକୁ ନେଇ ଗବେଷଣା କରାଯିବ, ତାହା ଜଣାପଡ଼ିବ।

ମସ୍ତିଷ୍କ ସାଇଜ୍‌କୁ ନେଇ ଏପର୍ଯ୍ୟନ୍ତ ଯେତେ ବି ଟେମ୍ପଲେଟ୍‌ ପ୍ରସ୍ତୁତ କରାଯାଇଛି, ସେଥିରେ ଚୀନୀ ଓ କୋରିଆନ୍‌ ଟେମ୍ପଲେଟ୍‌ ମଧ୍ୟ ସାମିଲ ରହିଛି। କିନ୍ତୁ ଭାରତୀୟଙ୍କ ପାଇଁ କୌଣସି ଟେମ୍ପଲେଟ୍‌ ପ୍ରସ୍ତୁତ କରାଯାଇନଥିଲା। ଯେଉଁ ଟେମ୍ପଲେଟ୍‌କୁ ତିଆରି କରିବା ପାଇଁ ହାଇଦ୍ରାବାଦ୍‌ର ଆଇଆଇଟି ପ୍ରଥମ ପ୍ରୟାସ କରିଛି।

ଏମ୍‌ଏନ୍‌ଆଇ ଆଟଲାସ୍ ଅନୁସାରେ ଅନ୍ୟ ଦେଶ ବ୍ୟକ୍ତିଙ୍କର ମସ୍ତିଷ୍କର ଲମ୍ୱ ୧୮୧ ମିଲିମିଟର ରହିଥିବା ବେଳେ ଆଇବିଏ ଆଟଲାସ୍‌ ଅନୁସାରେ ଭାରତୀୟଙ୍କ ମସ୍ତିଷ୍କର ଲମ୍ୱ ୧୬୦ ମିଲିମିଟର ରହିଛି। ସେହିପରି ଚାଇନିଜ୍‌ ଓ କୋରିଆନ୍‌ ବ୍ୟକ୍ତିଙ୍କର ମସ୍ତିଷ୍କର ଲମ୍ୱ ୧୭୫ ଓ ୧୬୦ ମିଲିମିଟର ଥିବା ଜଣାପଡ଼ିଛି।

ଠିକ୍‌ ସେହିପରି ଏମ୍‌ଏନ୍‌ଆଇ ଆଟଲାସ୍‌ରେ ମସ୍ତିଷ୍କର ଉଚ୍ଚତା ୧୪୨ ରହିଥିବା ବେଳେ ଭାରତୀୟ ଆଟଲାସ୍‌(ଆଇବିଏ)ରେ ମସ୍ତିଷ୍କର ଉଚ୍ଚତା ୧୩୦ ମିଲିମିଟର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story