ଇଣ୍ଡୋନେସିଆରେ ପ୍ରତିଷ୍ଠା ହେଲା ହିନ୍ଦୁ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଭାରତ ଏବଂ ବିଶେଷ କରି ଓଡ଼ିଶାର ସଂସ୍କୃତି ସହ ବେଶ ସାମଞ୍ଜସ୍ୟ ରଖିଥିବା ଇଣ୍ଡୋନେସିଆର ବାଲିଠାରେ ତାଙ୍କ ଦେଶର ପ୍ରଥମ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ଗତ ଜାନୁଆରୀ ୩୧ ତାରିଖରେ ରାଷ୍ଟ୍ରପତି ଜୋଆଓ ୱିଡୋଡୋ ଏହି ନୂଆ ବିଶ୍ୱବିଦ୍ୟାଳୟକୁ ବିଧିବଦ୍ଧ ଭାବେ ସ୍ୱୀକୃତି ଦେଇଛନ୍ତି। ଏହା ତାଙ୍କ ଦେଶର ଜଣେ ପ୍ରସିଦ୍ଧ ଧାର୍ମିକ ନେତା ତଥା ଶିକ୍ଷାବିତ୍‌ ଗୁସ୍ତୀ ବାଗୁସ୍‌ ସୁର୍ଗୀୱାଙ୍କ ନାମରେ ନାମିତ ହେବ। ଏହାର ନାମ ପୂର୍ବରୁ ହିନ୍ଦୁ ଧର୍ମ ଇନ୍‌ଷ୍ଟିଚ୍ୟୁଟ୍‌ […]

Indonesia

Indonesia

Subrat Kumar Nayak
  • Published: Wednesday, 05 February 2020
  • Updated: 05 February 2020, 04:14 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଏବଂ ବିଶେଷ କରି ଓଡ଼ିଶାର ସଂସ୍କୃତି ସହ ବେଶ ସାମଞ୍ଜସ୍ୟ ରଖିଥିବା ଇଣ୍ଡୋନେସିଆର ବାଲିଠାରେ ତାଙ୍କ ଦେଶର ପ୍ରଥମ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ଗତ ଜାନୁଆରୀ ୩୧ ତାରିଖରେ ରାଷ୍ଟ୍ରପତି ଜୋଆଓ ୱିଡୋଡୋ ଏହି ନୂଆ ବିଶ୍ୱବିଦ୍ୟାଳୟକୁ ବିଧିବଦ୍ଧ ଭାବେ ସ୍ୱୀକୃତି ଦେଇଛନ୍ତି। ଏହା ତାଙ୍କ ଦେଶର ଜଣେ ପ୍ରସିଦ୍ଧ ଧାର୍ମିକ ନେତା ତଥା ଶିକ୍ଷାବିତ୍‌ ଗୁସ୍ତୀ ବାଗୁସ୍‌ ସୁର୍ଗୀୱାଙ୍କ ନାମରେ ନାମିତ ହେବ।

ଏହାର ନାମ ପୂର୍ବରୁ ହିନ୍ଦୁ ଧର୍ମ ଇନ୍‌ଷ୍ଟିଚ୍ୟୁଟ୍‌ ଥିଲା। ତେବେ ହିନ୍ଦୁ ଧର୍ମକୁ ବୁଝିବାରେ ଏବଂ ଏହାର ପ୍ରଚାର ପ୍ରସାରରେ ଗୁସ୍ତୀ ବାଗୁସ୍‌ ସୁର୍ଗୀୱାଙ୍କ ଭୂମିକାକୁ ସମ୍ମାନ ଜଣାଇ ଏହାକୁ ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯାଇଛି। ଏକ ମୁସଲିମବହୁଳ ଦେଶରେ ହିନ୍ଦୁ ଧର୍ମର ଗୁରୁତ୍ୱକୁ ଅକ୍ଷୁଣ୍ଣ ରଖିବାରେ ତାଙ୍କ ଭୂମିକା ଯଥେଷ୍ଟ ରହିଛି।

ଏହି ନିଷ୍ପତ୍ତି ବାବଦରେ ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ଆର ସୂର୍ଯ୍ୟୋଦୀପୁରୋ କହିଛନ୍ତି, ଏହି ବିଶ୍ୱବିଦ୍ୟାଳୟ ଭାରତ ଏବଂ ଇଣ୍ଡୋନେସିଆ ଆଦି ଦେଶରେ ପ୍ଲୁରାଲିଜିମ୍‌ ବା ବହୁମତ ସୁଦୃଢ଼ ରହିଥିବା ପ୍ରମାଣ ଦିଏ। ଆମେ ବିଶ୍ୱାସ କରୁ ବିକାଶ ପାଇଁ ସମସ୍ତଙ୍କ ଅବଦାନ ରହିଛି। ସୂଚନାଯୋଗ୍ୟ ଯେ, ଗୁସ୍ତୀ ବାଗୁସ୍‌ ସୁର୍ଗୀୱାଙ୍କ ରାମାୟଣର ପ୍ରସିଦ୍ଧ ଚରିତ୍ର ତଥା ରାମଚନ୍ଦ୍ରଙ୍କ ପକ୍ଷରେ ଥିବା ସୁଗ୍ରୀବଙ୍କ ନାମରୁ ଅନୁପ୍ରାଣିତ। ୧୯୭୩ ମସିହା ନଭେମ୍ବର ୨୨ରେ ତାଙ୍କର ପରଲୋକ ହୋଇସାରିଛି।

ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ସୁଦୃଢ଼ ରହିଆସିଛି। ବର୍ତ୍ତମାନ ଏହି ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଭାରତ ଆସି ହିନ୍ଦୁ ଧର୍ମ ସମ୍ପର୍କିତ ବିଭିନ୍ନ ବିଷୟରେ ଅଧ୍ୟୟନ କରିପାରିବେ। ଏପରିକି ଭାରତର ଛାତ୍ରଛାତ୍ରୀମାନେ ସେଠାକୁ ଯାଇ ସେଠାରେ ହିନ୍ଦୁ ଧର୍ମ ସମ୍ପର୍କିତ ବିଷୟରେ ଗବେଷଣା କରିପାରିବେ। ଏଥିପାଇଁ ଭବିଷ୍ୟତରେ ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ବାସ୍ତବ ରୂପ ନେବାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story