ଇଣ୍ଡୋନେସିଆ ସେନାର ବିମାନ ଦୁର୍ଘଟଣାରେ ୧୩ ମୃତ

ଜକାର୍ତା: ଇଣ୍ଡୋନେସିଆ ସେନାର ଏକ ମାଲବାହୀ ବିମାନ ହରକ୍ୟୁଲିସ୍‌ ସି-୧୩୦ର ପୂର୍ବ ପାପୁଆ ପ୍ରାନ୍ତରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ୧୩ ଜଣ ଯାତ୍ରୀ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ମୃତ ୧୩ ଜଣଙ୍କ ମଧ୍ୟରେ ୧୨ ଜଣ କ୍ରିଉ ମେମ୍ବର ଥିବା ବେଳେ ଜଣେ ଯାତ୍ରୀ ଥିଲେ। ଅଧିକାରୀଙ୍କ ଖବର ମୁତାବକ ଶଶସ୍ତ୍ର ସେନାର ଏହା ଦ୍ୱିତୀୟ ବିମାନ ଦୁର୍ଘଟଣା। ବାୟୁସେନାର ପ୍ରମୁଖ ଆଗୁସ ସୁପ୍ରିୟାତନାଙ୍କ କହିବାନୁଯାୟୀ, କୁହୁଡ଼ି ପାଇଁ ବିମାନ ଚାଳକ ହଠାତ୍‌ ନିୟନ୍ତ୍ରଣ […]

Indonesian-military-plane

Rakesh Mallick
  • Published: Sunday, 18 December 2016
  • , Updated: 04 May 2017, 03:44 PM IST

ଜକାର୍ତା: ଇଣ୍ଡୋନେସିଆ ସେନାର ଏକ ମାଲବାହୀ ବିମାନ ହରକ୍ୟୁଲିସ୍‌ ସି-୧୩୦ର ପୂର୍ବ ପାପୁଆ ପ୍ରାନ୍ତରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ୧୩ ଜଣ ଯାତ୍ରୀ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ମୃତ ୧୩ ଜଣଙ୍କ ମଧ୍ୟରେ ୧୨ ଜଣ କ୍ରିଉ ମେମ୍ବର ଥିବା ବେଳେ ଜଣେ ଯାତ୍ରୀ ଥିଲେ।

ଅଧିକାରୀଙ୍କ ଖବର ମୁତାବକ ଶଶସ୍ତ୍ର ସେନାର ଏହା ଦ୍ୱିତୀୟ ବିମାନ ଦୁର୍ଘଟଣା। ବାୟୁସେନାର ପ୍ରମୁଖ ଆଗୁସ ସୁପ୍ରିୟାତନାଙ୍କ କହିବାନୁଯାୟୀ, କୁହୁଡ଼ି ପାଇଁ ବିମାନ ଚାଳକ ହଠାତ୍‌ ନିୟନ୍ତ୍ରଣ ହରାଇଥିବା କାରଣରୁ ଏହି ଦୁର୍ଘଟଣା ଘଟିଛି।

Related story