ନୂଆଦିଲ୍ଲୀ: ବିଜେପିର ପ୍ରବକ୍ତା ଆଇପି ସିଂହ ଆଜି ଉତ୍ତରପ୍ରଦେଶର ନଗର ବିକାଶ ମନ୍ତ୍ରୀ ଆଜମ ଖାନ୍ଙ୍କ ବିରୋଧରେ ଏକ ବିବାଦୀୟ ମନ୍ତବ୍ୟ ଟ୍ୱିଟ୍ କରିଛନ୍ତି। ସେ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି, “ବୁଲନ୍ଦସହର ହାଇୱେ ଉପରେ ୧୨ ବର୍ଷର ଝିଅ ଓ ତା’ର ମା ଯେପରି ଗଣ ବଳାତ୍କାରର ଶିକାର ହେଲେ ଆଜମଙ୍କ ପତ୍ନୀ ଓ ତାଙ୍କ ଝିଅ ସହ ସେପରି ଘଟଣା ଘଟିଲେ ତାଙ୍କ ଆଖି ଖୋଲିବ।”
ଆଜାମ ଏହି ଗଣ ବଳାତ୍କାର ପଛରେ ବିରୋଧିଙ୍କ ହାତଥିବା ସନ୍ଦେହ ପ୍ରକଟ କରିଥିଲେ। ଆଗକୁ ନିର୍ବାଚନ ଥିବାରୁ ବିରୋଧୀ କ୍ଷମତା ହାସଲ କରିବା ଉଦ୍ଦେଶ୍ୟରେ ସରକାରଙ୍କୁ ବଦନାମ କରିବାକୁ ଏପରି କୁକର୍ମ କରି ଥାଇପାରନ୍ତି ବୋଲି ସେ କହିଥିଲେ। ଏପରିକି କ୍ଷମତା ପାଇଁ ବିରୋଧୀ ଯେ କୌଣସି ସ୍ତରକୁ ଖସି ଯାଇ ପାରିବ ବୋଲି ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ବିଜେପିରେ ଲାଗି ଗଲାଣି ପୋକ, ସିଞ୍ଚନ କରିବାକୁ ହେବ କୀଟନାଶକ: ଗଡ଼କରୀ
ନୀତିନ ଗଡ଼କରୀଙ୍କ ଏହି ବୟାନ ମହାରାଷ୍ଟ୍ରରେ ବିଜେପିର ମେଣ୍ଟକୁ ଟାର୍ଗେଟ କରିଛି। ଏହା ପୂର୍ବରୁ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ଅଜିତ ପାୱାରଙ୍କ ସହ ମେଣ୍ଟକୁ ନେଇ ମଧ୍ୟ ସଂଘ ପ୍ରଶ୍ନ ଉଠାଇଥିଲା।
National
କଶ୍ମୀର ଛାତ୍ରଙ୍କୁ କଲେଜ ପ୍ରଶାସନର ଧମକ, ଦାଢ଼ି କାଟ ନଚେତ…
ତେବେ ଏଭଳି ଅଭିଯୋଗକୁ କଲେଜ ପ୍ରଶାସନ ଖଣ୍ଡନ କରିଛି। ଏହି ନିୟମ କେବଳ କଶ୍ମୀର ଛାତ୍ରଙ୍କ ପାଇଁ ନୁହେଁ କଲେଜର ସମସ୍ତ ଛାତ୍ରଙ୍କ ପାଇଁ ଥିବା କଲେଜ ପ୍ରଶାସନ କହିଛି।
National
ବିଜେପି ଅଫିସ୍ ଭିତରେ ମିଳିଲା ନେତାଙ୍କ ମୃତଦେହ, ମହିଳା ଗିରଫ
ବିଜେପି ଅଫିସ ଭିତରୁ ଯେଉଁ ଦଳୀୟ ନେତାଙ୍କ ମୃତଦେହ ମିଳିଛି ସେ ହେଲେ ପୃଥ୍ୱୀରାଜ ନସ୍କର। ସେ ଦଳର ସୋସିଆଲ ମିଡିଆ ଆକାଉଣ୍ଟ ପରିଚାଳନା କରୁଥିଲେ।
Crime
କାନାଡା ଯିବାକୁ ବ୍ୟଗ୍ର: ମା’କୁ ମାରିଲା, ବାପାଙ୍କୁ Sorry କହିଲା
ସୁରଜିତ ଘର ଭିତରକୁ ଯିବା ମାତ୍ରେ ତାଙ୍କ ପତ୍ନୀ ଗୀତା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ପଡ଼ୋଶୀ ଲୋକଙ୍କ ସହାୟତାରେ ଗୀତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
National
ମଣିପୁରେ ପୁଣି ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା
ଆଜି ମହିଳା ଜଣଙ୍କ ବିଷ୍ଣୁପୁର ଜିଲ୍ଲାରେ ଥିବା ତାଙ୍କ ଜମିରେ କାମ କରୁଥିଲେ। ଏହି ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।