ଇରାକରେ ଆତଙ୍କୀ ଆକ୍ରମଣ, ୬ ମୃତ

ବାଗ୍‌ଦାଦ: ସୋମବାର ଇରାକର ଅନ୍‌ଲ-ତମାର ସହରରେ ଆତଙ୍କବାଦୀଙ୍କ ଆକ୍ରମଣରେ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛିନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେନାର ପାଲଟା ଆକ୍ରମଣରେ ସମସ୍ତ ୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ଇରାନ୍‌ ଗୃହ ବିଭାଗ କୁହାଯାଇଛି। ଗତ ଅଗଷ୍ଟରେ ଅନ୍‌ଲ-ତମାର ସହରର ଏକ ବିବାହ ଭୋଜିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ […]

li-iraq-rtr

Rakesh Mallick
  • Published: Monday, 14 November 2016
  • , Updated: 04 May 2017, 03:44 PM IST

ବାଗ୍‌ଦାଦ: ସୋମବାର ଇରାକର ଅନ୍‌ଲ-ତମାର ସହରରେ ଆତଙ୍କବାଦୀଙ୍କ ଆକ୍ରମଣରେ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛିନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେନାର ପାଲଟା ଆକ୍ରମଣରେ ସମସ୍ତ ୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ଇରାନ୍‌ ଗୃହ ବିଭାଗ କୁହାଯାଇଛି।

ଗତ ଅଗଷ୍ଟରେ ଅନ୍‌ଲ-ତମାର ସହରର ଏକ ବିବାହ ଭୋଜିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା।

Related story